ପ୍ରଶ୍ନ-କିଏ ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରେ?
ଉତ୍ତର – ପତ୍ର
ପ୍ରଶ୍ନ-ବାରବାଟୀ ଦୁର୍ଗ କେଉଁଠାରେ ଅବସ୍ତିତ?
ଉତ୍ତର – କଟକ
ପ୍ରଶ୍ନ-କୂଆପଥର ଜଳର କେଉଁ ଅବସ୍ଥାକୁ ବୁଝାଏ?
ଉତ୍ତର – କଠିନ ଅବସ୍ଥା
ପ୍ରଶ୍ନ-ଖିଷ୍ଟିଆନ ମାନଙ୍କର ଧର୍ମଗ୍ରନ୍ଥ ର ନାମ କଣ?
ଉତ୍ତର – ବାଇବେଲ
ପ୍ରଶ୍ନ-ଜଳ ର ରାସ୍ୟାୟନିକ ନାଁ କଣ?
ଉତ୍ତର – h²o
ପ୍ରଶ୍ନ-କାହାକୁ ଭବିଷ୍ୟତ ର ଇନ୍ଧନ କୁହାଯାଏ?
ଉତ୍ତର – ହାଇଡ୍ରୋଜେନ ଗ୍ୟାସ
ପ୍ରଶ୍ନ-B-Tech ର ଫୁଲ ଫର୍ମ କଣ?
ଉତ୍ତର – ବ୍ୟାଚଲର ଅଫ ଟେକନୋଲୋଜି l
ପ୍ରଶ୍ନ-PHD ର ଫୁଲ ଫର୍ମ କଣ?
ଉତ୍ତର – doctor of philosophy
ପ୍ରଶ୍ନ-DP ର ଫୁଲ ଫର୍ମ କଣ?
ଉତ୍ତର – display picture
ପ୍ରଶ୍ନ-ପୂର୍ଣମୀ ଠାରୁ ପ୍ରତେକ ଦିନ କେତେ ମିନଟ ବିଳମ୍ବରେ ଚନ୍ଦ୍ର ଉଦୟ ହୁଏ?
ଉତ୍ତର – 48 ମିନଟ
ପ୍ରଶ୍ନ-ଧ୍ରୁବତାରା ଆକାଶ ରେ କେଉଁ ଦିଗ ରେ ଦେଖା ଯାଏ?
ଉତ୍ତର – ଉତ୍ତର ଦିଗରେ l
ପ୍ରଶ୍ନ-ନଦୀ ଅଛି କିନ୍ତୁ ପାଣି ନାହିଁ l ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ l ସଡକ ଅଛି କିନ୍ତୁ ଗାଡି ନାହିଁ l ସହର ଅଛି କିନ୍ତୁ ଘର ନାହିଁ l ତାହା କେଉଁ ସ୍ଥାନ ?
ଉତ୍ତର – ମାନଚିତ୍ର l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment