ଦିନରେ ଭାଉଜ ଏବଂ ରାତ୍ରିରେ ସ୍ତ୍ରୀ।ରାଜସ୍ଥାନର ଅଲବର ଗ୍ରାମ।ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏପରି କିଛି ତଥ୍ୟ ସମ୍ବନ୍ଧରେ ଜଣାଇବୁ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା।ଆପଣ ମାନେ ମହାଭାରତରେ ଦ୍ରୌପଦୀଙ୍କ ବିଷୟରେ ନିଶ୍ଚିତ ଶୁଣିଥିବେ
।ଏବଂ ଏହା ମଧ୍ୟ ଜାଣିଥିବେ ଯେ ମହିଳାଙ୍କ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା।ଯେତେବେଳେ ଯୁଗ ଯୁଗରେ ପାପର ପରିମାଣ ଘଟିବ ତେବେ ସେହି ଯୁଗର ଅନ୍ତ ଘଟିଥାଏ ବୋଲି ପୁରାଣରେ କୁହାଯାଇଛି।ଏବଂ ମହିଳାଙ୍କ ମାନ ସସମ୍ମାନ ପାଇଁ ମହାଭାରତ କାଳରେ ମହାଭାରତ ଯୁଦ୍ଧ ହୋଇଥିଲା।ଏବଂ ଏହା ଆପଣ ଜାଣିଥିବେ ଯେ ଦ୍ରୌପଦୀଙ୍କ ପାଞ୍ଚଟି ସ୍ୱାମୀ ଥିଲେ ଯିଏକି ଥିଲେ ପଞ୍ଚୁ ପାଣ୍ଡବ।
ଭୀମ, ଅର୍ଜୁନ, ନକୁଳ, ସହଦେଵ ଏବଂ ବଡ଼ ଭାଇ ଯୁଧିଷ୍ଠିର।କିନ୍ତୁ ବର୍ତ୍ତମାନ କଲିର ଯୁଗରେ ଏହି ମାନ୍ୟତା ନାହିଁ।କଳି ଯୁଗରେ ଯଦି କୌଣସି ସ୍ତ୍ରୀର ଅନେକ ସ୍ୱାମୀ ହୋଇଥାନ୍ତି କିମ୍ବା ଅନେକ ଲୋକଙ୍କ ସହିତ ସମ୍ୱନ୍ଧ ଥାଏ ତେବେ ସମାଜରେ ସେହି ସ୍ତ୍ରୀଙ୍କୁ ବହୁତ ଖରାପ ନଜରରେ ଲୋକ ଦେଖିଥାନ୍ତି।ଏବଂ ବହୁତ ଖରାପ କଥା ମଧ୍ୟ ଲୋକ କହିଥାନ୍ତିତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଅଛୁ ଯାହା ସୂଚଉଛିଯେ ଦ୍ରୌପଦୀ ମାନ୍ୟତା ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ରହିଅଛି।ରାଜସ୍ଥାନରେ ଏପରି ଏକ ଗାଁ ଅଛି ଯାହାର ନାମ ଅଲବର ଅଟେ।ଏହି ଗାଁରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ନିୟମ ରହିଛି।ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ସେହି ନିୟମଟି ହେଉଛି ଭି ଜାଗାରେ ଯଦି କୌଣସି ମହିଳା କୌଣସି ଏକ ପୁରୁଷଙ୍କୁ ବିବାହ କରନ୍ତି ତେବେ ତେବେ ସେହି ବ୍ୟକ୍ତିଙ୍କ ବଡ଼ ଏବଂ ସାନ ଭାଇ ଅର୍ଥାତ ତାଙ୍କ ଦିଅର ଏବଂ ଦେଢୁସୁରଙ୍କ ସହିତ ମଧ୍ୟ ତାଙ୍କୁ ସମ୍ପର୍କ ରଖିବାକୁ ପଡିବ।ଏବଂ ଏହି ସମ୍ପର୍କ ରଖିବା ପାଇଁ ଯେଉଁ ସ୍ତ୍ରୀ କିମ୍ବା ପୁରୁଷ ମନା କରିଥାନ୍ତି ତାଙ୍କୁ ପଞ୍ଚାୟତରେ ଶାସ୍ତି ଦିଆଯାଇଥାଏ।ଏବଂ ଲୋକ ଏହାକୁ କରିବା ପାଇଁ ବାଧ୍ୟ ହୋଇଥାନ୍ତି।ଏହି ଗାଁରେ ଲୋକଙ୍କ ମାନସିକ ସ୍ଥିତି ଏପରି ଅଟେଯେ ଏଠାରେ ସବୁ ସ୍ତ୍ରୀ ଏକ ଦ୍ରୌପଦୀ ଅଟନ୍ତି।ଏବଂ ଏକରୁ ଅନେକ ସ୍ୱାମୀଙ୍କ ସହିତ ସମ୍ବନ୍ଧ ରଖିବା ଏଠାରେ ପାପ ନୁହେଁ।
ଏହାର ଅନ୍ୟଏକ କାରଣ ମଧ୍ୟ ରହିଛି।ଲୋକଙ୍କ କହିବା ଅନୁଯାୟୀ ଏଠାରେ ଜାଗା ଏବଂ ଜମିର ପରିମାଣ ବୋହୁତ କମ ଅଟେ।ଏବଂ ଏକ ସ୍ତ୍ରୀ ଯଦି ଏକ ପୁରୁଷ ସହିତ ବାସ କରିଥାଏ ଏବଂ ଏକ ଘରେ ଯଦି ୪ ଭାଇ ଅଛନ୍ତି ତେବେ ୪ ଜଣ ପୁରୁଷମକା ସ୍ତ୍ରୀଙ୍କ ପାଇଁ ୪ଟି ଘର ଦରକାର ହୋଇଥାଏ କିନ୍ତୁ ଯଦି ୪ଭାଇଙ୍କ ଗୋଟେ ସ୍ତ୍ରୀ ହୋଇଥାଏ ତେବେ ଗୋଟେ ଘରେ ସମସ୍ତେ ବାସ କରିଥାନ୍ତି।
ଏବଂ ସାଂସାରିକ ଭୋଗବିଳାସ ମଧ୍ୟ କରିପାରିବେ।କିନ୍ତୁ ଯଦି କୌଣସି ମହିଳା ଏହି ନିଷ୍ପତ୍ତିକୁ ମାନିବା ପାଇଁ ମନା କରିଥାଏ ତେବେ ତାଙ୍କ ପାଇଁ ଅଲଗା ଶାସ୍ତି ମଧ୍ୟ ଦିଆଯାଇଥାଏ।ସେଥିପାଇଁ ଏଠାରେ ସମସ୍ତେ ଏପରି ଜୀବନ ଯାପନ କରୁଛନ୍ତି।ଯାହା ଆମେ ଚିନ୍ତା ମଧ୍ୟ କରିନଥିବୁ।ସେହି ସ୍ତ୍ରୀ ବିଷୟରେ ଚିନ୍ତା କରନ୍ତୁ ଯାହାକୁ ନିଜ ଇଚ୍ଛା ବିରୁଦ୍ଧରେ ଏହି ସବୁ କରିବାକୁ ପଡିଥାଏ।ଏବଂ ତାକୁ ଅନ୍ୟକିଛି ରାସ୍ତା ଦେଖାଯାଇନଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment