Press "Enter" to skip to content

ଶାରୀ-ରିକ ସ-ମ୍ବନ୍ଧ କରିବା ପରେ ଝିଅମାନଙ୍କ ଏହିସବୁ ଅଙ୍ଗ ହୋଇଯାଏ ବଡ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଶାରୀ-ରିକ ସମ୍ବନ୍ଧ କରିବା ପରେ ଝିଅମାନଙ୍କ ଏହିସବୁ ଅଙ୍ଗ ହୋଇଯାଏ ବଡ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଶାରୀରିକ ସମ୍ବନ୍ଧକୁ ନେଇକୁ ଅନେକ କଥା ତ ଆପଣମାନେ ଶୁଣିଥିବେ।ହେଲେ ସେହି କଥାରେ ସତ୍ୟତା ନଥାଏ। ସବୁ କଥା ତର୍କହୀନ ହୋଇଥାଏ। ଆଜି ଏହି ବିଷୟରେ ସାଇନ୍ସ ଅନୁସାରେ ଜାଣିବାକୁ ଚେଷ୍ଟା କରିବା ମହିଳାଙ୍କ ଶରୀରର ସେହି ଅଙ୍ଗ ମାନଙ୍କ ବିଷୟରେ ଯାହା ଶାରୀରିକ ସମ୍ବନ୍ଧ କରିବା ପରେ ବଡ ହେବାରେ ଲାଗିଥାଏ। ଯଦି ବିଞ୍ଜାନ କଥା ମାନିବା ତ ଏହା ମହିଳାଙ୍କ ପାଇଁ ଭଲ ହୋଇଥାଏ। ଏହା ସହିତ ଗର୍ଭଧାରଣ କରିବା ପାଇଁ ବି।

ଶାରୀରିକ ସମ୍ବନ୍ଧକୁ ନେଇକୁ ଅନେକ କଥା ତ ଆପଣମାନେ ଶୁଣିଥିବେ।ହେଲେ ସେହି କଥାରେ ସତ୍ୟତା ନଥାଏ।ସବୁ କଥା ତର୍କହୀନ ହୋଇଥାଏ।ଆଜି ଏହି ବିଷୟରେ ସାଇନ୍ସ ଅନୁସାରେ ଜାଣିବାକୁ ଚେଷ୍ଟା କରିବା ମହିଳାଙ୍କ ଶରୀରର ସେହି ଅଙ୍ଗ ମାନଙ୍କ ବିଷୟରେ ଯାହା ଶାରୀରିକ ସମ୍ବନ୍ଧ କରିବା ପରେ ବଡ ହେବାରେ ଲାଗିଥାଏ।ଯଦି ବିଞ୍ଜାନ କଥା ମାନିବା ତ ଏହା ମହିଳାଙ୍କ ପାଇଁ ଭଲ ହୋଇଥାଏ। ଏହା ସହିତ ଗର୍ଭଧାରଣ କରିବା ପାଇଁ ବି କିଛି ସମସ୍ୟା ହୋଇନଥାଏ ତେବେ ଆସନ୍ତୁ ଜାଣିବା।

ବିଞ୍ଜାନ ଅନୁସାରେ ଶାରୀରିକ ସମ୍ବନ୍ଧ କରିବା ପରେ ମହିଳାଙ୍କ ଗର୍ଭାଶୟ ରେ ରକ୍ତର ସଂଚାର ବଢି ଯାଏ। ଯାହା କାରଣରୁ ସେମାନଙ୍କ ଗର୍ଭାଶୟ ବଢିବାକୁ ଲାଗିଥାଏ। ଏହାର ବଢିବା ମହିଳାଙ୍କ ପାଇଁ ଭଲ ହୋଇଥାଏ। ତଥା ଏହା ବଢିବା କାରଣରୁ ମହିଳାମାନେ ନିଜକୁ ସୁସ୍ଥ ଓ ଆରାମ ଅନୁଭବ କରିଥାନ୍ତି। ଏତିକି ହିଁ ନୁହଁ ଏହି ଓଭରିଆ ର ବୃଦ୍ଧିରେ ମହିଳାମାନେ ଶାରିରୀକ ଓ ମାନସିକ ରୂପରେ ମଜବୁତ ହୋଇଯାଆନ୍ତି। ତଥା ସେମାନଙ୍କ ଶରୀରରେ ମା ହେବା ପାଇଁ ସମ୍ଭାବନା ବଢିଯାଏ। ଏହା ଦ୍ଵାରା ଏହାର ବୃଦ୍ଧିରେ ଗର୍ଭାଶୟ ର ମାଂସପେଶୀ ବି ଧିରେ ଧିରେ ମଜବୁତ୍ ହେବାକୁ ଲାଗିଥାଏ। ଯାହା ଦ୍ୱାରା ମହିଳାଙ୍କୁ ଛୁଆ ଜନ୍ମ ଦେବା ପାଇଁ କୌଣସି ସମସ୍ୟା ହୋଇନଥାଏ।

ଗର୍ଭାଶୟ, ଶାରୀରିକ ସମ୍ବନ୍ଧ କରିବା ପରେ ମହିଳାଙ୍କ ଗର୍ଭାଶୟ ବଢିବାରେ ଲାଗେ। ଯାହା କି ମହିଳା ମାନଙ୍କ ପାଇଁ ଭଲ ମାନା ଯାଏ। କାହିଁକି ନା ବିଞ୍ଜାନ ଅନୁସାରେ ଗର୍ଭାଶୟର ବଢିବା କାରଣରୁ ଗର୍ଭାଶୟରେ ଭୁର୍ଣ୍ଣ ନିର୍ମାଣ କରିବା ପାଇଁ ପୂରା ପ୍ରସ୍ତୁତ ହୋଇ ଯାଇଥାଏ। ଆଉ ଯେବେ ଏଥିରେ ମହିଳାଙ୍କ ଆଗରେ ପୁରୁଷଙ୍କ ଶୁକ୍ରାଣୁ ମିଶେ ତେବେ ଏହା ଏକ ସୁସ୍ଥ ଭୁର୍ଣ୍ଣର ନିର୍ମାଣ ହୋଇଥାଏ। ହେଲେ ଯେଉଁ ମହିଳାଙ୍କ ଶାରୀରିକ ସମ୍ବନ୍ଧ ପରେ ବି ଗର୍ଭାଶୟ ବଢିନଥାଏ ସେମାନଙ୍କ ପେଟରେ କଷ୍ଟ ହେବା ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ। ଯାହା ମହିଳାଙ୍କ ପାଇଁ ବିପଦ ହୋଇଥାଏ। ଏଭଳି ମହିଳାଙ୍କୁ ଶୀଘ୍ର ହିଅଁନୁହଁ ଡାକ୍ତରଙ୍କ ପରାମର୍ଶ କରେଇବା ଉଚିତ୍।

ଫେଲୋପିନ୍ ଟ୍ୟୁବ୍, ବିଞ୍ଜାନ ଅନୁସାରେ ଶାରୀରିକ ସମ୍ବନ୍ଧ କରିବା ପରେ ମହିଳାଙ୍କ ଫେଲୋପିନ୍ ଟ୍ୟୁବ୍ ବଢିବାକୁ ଲାଗିଥାଏ। ଯାହା କାରଣରୁ ମହିଳାଙ୍କ ପିଏଚ୍ ଲେବଲ୍ ବଢିବାରେ ଲାଗିଥାଏ।ତଥା ସେମାନଙ୍କ ଶରୀରରେ ଏକ୍ସଷ୍ରୋଜନ୍ ସଂଖ୍ୟା ବି ବଢିଯାଏ।ଯାହାର ପ୍ରଭାବ ମହିଳାଙ୍କ ଶରୀର ଉପରେ ଦେଖିବାକୁ ମିଳିଥାଏ। ଏହା ଦ୍ୱାରା ମହିଳାଙ୍କ ଓଜନ ବଢିଯାଏ।ଆଉ ସେମାନଙ୍କ ତ୍ୱଚା ବି ଆକର୍ଷଣ ହୋଇ ଯାଇଥାଏ। ଫେଲୋପିନ୍ ଟ୍ୟୁବ୍ ରେ ହେଉଥିବା ଏହି ବୃଦ୍ଧି ମହିଳାଙ୍କ ପାଇଁ ଭଲ ମାନା ଯାଇଥାଏ। ଏହା ଦ୍ଵାରା ମହିଳା ମାନେ ଅଧିକ ସୁନ୍ଦର ଓ ତାଙ୍କ ଅଧିକ ଶକ୍ତି ଅନୁଭବ ହୋଇଥାଏ। ଆଉ ସବୁବେଳେ ଆରାମ ଅନୁଭବ କରିଥାନ୍ତି।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.