LIC ଆଲର୍ଟ ବୁଡ଼ିଯିବ ପଲିସୀ ଟଙ୍କା l
ଆପଣ LIC ପଲିସି କରିଛନ୍ତି କି ଯଦି ହଁ ତେବେ ଆପଣଙ୍କ ପାଖକୁ ଆସିପାରେ ଏମିତି କଲ ଯାହାକୁ ନେଇ ଆପଣ ଟିକେ ଅସାବଧାନତା ହେଲେ ବୁଡି ଯାଇ ପାରେ ସମସ୍ତ ଟଙ୍କା l ଆଉ ଯାହାକୁ ନେଇ ଆପଣ ଏତେ ଆଉବିଧା ରେ ପଡିବେ ଯାହାକୁ କହିବା ସମ୍ଭବ ନୁହେଁ l ଆମେ କହୁଚୁ LIC ନାଁ ରେ ସମସ୍ତ ଫୋନ କଲ ବିଷୟରେ l
ବିଭିନ୍ନ ସମୟରେ ଲାଇଫ ଇନ୍ସୁରାନ୍ସ କପରେସନ ଅଫ ଇଣ୍ଡିଆ ବା LIC ନାଁ ରେ ବହୁତ ଫେକ କଲ ଆସୁଛି ଯେଉଁଥିରେ ପଲିସି ନାଁ ରେ ସମସ୍ତ ତଥ୍ୟ ମଗା ଯାଉଛି l ଠକ ମାନେ କଥାରେ ଲୋକ ମାନଙ୍କୁ ଫସାଇ ପଲିସି ର ସମସ୍ତ ତାଙ୍କ ଲୁଟି ନେଉଛନ୍ତି l ଦେଶର ବିଭିର୍ନ ଜିଲ୍ଲା ରୁ ଅଭିଯୋଗ ଆସିଲା ପରେ LIC ତାର ଗ୍ରାହକ ମାନଙ୍କୁ ସତର୍କ ରହିବାକୁ ସୁଯୋଗ ଦେଇଛି ଆଉ ପରାମର୍ଶ ଦେଇଛି ଆପଣଙ୍କ ପାଖକୁ ଯଦି ଏମିତି ଫୋନ କଲ ଆସୁଛି ତାହାଲେ କୌଣସି ତଥ୍ୟ ପ୍ରଘଟ କରନ୍ତୁ ନାହିଁ l ଗତ କିଛି ଦିନ ମଧ୍ୟରେ ବଢ଼ିଚାଲିଛି ଅନଲାଇନ ଠକେଇ l ଏହା ଅଧିକ ମାତ୍ରାରେ ବଢିବା ପରେ LIC ଟ୍ୱିଟ ମାଧ୍ୟମ ରେ ଜଣାଇଛି ତାଙ୍କ ଗ୍ରାହକ ଙ୍କୁ ସଚେତନ କରିବା ଉଦେଶ୍ୟରେ l
LIC ଟ୍ୱିଟ ମାଧ୍ୟମରେ ଜଣାଇଛି ଯେ : ଯଦି ଆପଣ ଆପଣଙ୍କ LIC ପଲିସି ମାଧ୍ୟମରେ କୌଣସି ସୂଚନା ଚାଁହୁଚନ୍ତି
ତେବେ ଆପଣ କେବଳ ଅଫିସିଆଲ ୱେବ୍ସାଇଟ Www.licindia.in କୁ ଯାଇ ଚେକ କରନ୍ତୁ l କୌଣସି ନମ୍ବର କୁ କଲ କରି ସୂଚନା ନିୟନ୍ତୁ ନାହିଁ l ଯଦି lic ନାଁ ରେ କୌଣସି କଲ ଆସୁଛି ତେବେ ଆପଣ ନିକଟସ୍ଥ ପୋଲିସ ଷ୍ଟେସନ ରେ ଅଭଯୋଗ ଦାଖଲ କରିପାରିବେ l କିମ୍ବା ଆପଣ ମୈଲ ମାଧ୍ୟମରେ ଅଭିଯୋଗ କରିପାରିବେ:[email protected] ରେ ପଠାଇ ପରିବେ l ଆହୁରି ମଧ୍ୟ କୁହା ଯାଇଛି କୌଣସି ଫେକ କଲ ସହ ଅଧିକ କଥାବାର୍ତା କରନ୍ତୁ ନାହିଁ l ଆଉ ଗପ ସହ କରି କୌଣସି ବିବରଣୀ ପ୍ରଦାନ କରନ୍ତୁ ନାହିଁ ପୋଲିସ ସରେଣ୍ଡର ବିଷୟରେ କାହାକୁ କୁହନ୍ତୁ ନାହିଁ l ଯଦି ଆପଣଙ୍କୁ କେହି ଅଧିକ ଲାଭ ଦେବାକୁ ବିଷୟରେ କଥାବାର୍ତା କରନ୍ତି ତେବେ ତାଙ୍କୁ କୌଣସି ସୂଚନା ଦିୟନ୍ତୁ ନାହିଁ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment