ଯଦି ଆପଣ ମାନେ ବି ଅଣ୍ଡା ଖାଉଛନ୍ତି ତେବେ ସାବଧାନ ହୋଇ ଜାଆନ୍ତୁ , ନହେଲେ ଆପଣ ମାନେ ବି ବହୁତ ବଡ ପାପି ର ଭାଗୀଦରୀ ହୋଇ ଯିବେ ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ଙ୍କ ମତ ରେ ଅଣ୍ଡା ସେବନ କରିବା ପାପ ନା ପୂର୍ଣ୍ଣ ଅଟେ , ସେମିତି ରେ ଆପଣ ମାନେ ଜାଣି ଥିବେ ଆଜିର ସମୟରେ ବ୍ୟକ୍ତି ମାନେ ମାଛ ମାସଂ ଏବଂ ଅଣ୍ଡା କୁ ସେବନ କରିବା ପାଇଁ ପଛାଉ ନାହାଁନ୍ତି ।
ଏବଂ ଏହାକୁ ବେଶୀ ପ୍ରାଧାନ୍ୟ ବି ଦେଉଛନ୍ତି , ଏବଂ ଆପଣ ମାନେ ଜାଣି ଥିବେ ଦୁନିଆଁ ରେ ଅଧିକାଶଂ ଲୋକ ମାନେ ମାଂସା ହାରୀ ହୋଇଥାନ୍ତି , ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଦୁନିଆଁ ରେ ଅନେକ ଲୋକ ମାନେ ନିଜର ସ୍ୱାସ୍ଥ୍ୟ କୁ ସଠିକ୍ ରଖିବା ପାଇଁ ମାଛ ମାସଂ ଏବଂ ଅଣ୍ଡା ର ସେବନ କରନ୍ତି , ହେଲେ ଆପଣ ମାନେ ଜାଣି ରଖନ୍ତୁ କି ଭଗବାନ ଶ୍ରୀ କୃଷ୍ଣ ଙ୍କ ମତ ରେ ଅଣ୍ଡା ସାକା ହାରୀ କିମ୍ବା ମାଂସା ହାରୀ ହୋଇଥାଏ ତେବେ ଆମ ଭଗବତ ପୁରାଣ ଅନୁସାରେ ଅଣ୍ଡା ଏକ ମାଂସା ହାରୀ ଖାଦ୍ୟ ହୋଇଥାଏ।
କାରଣ ଯେଉଁ ବ୍ୟକ୍ତି ମାନେ ମାଛ ମାସଂ ଏବଂ ଅଣ୍ଡା ଖାଇଥାନ୍ତି , ସେମାନେ ନିଜିର ମନ ରେ ସ୍ୱାର୍ଥି ଏବଂ କୁ ଚିନ୍ତା କରନ୍ତି , ଏବଂ ଅଣ୍ଡା ଖାଉଥିବା ଲୋକ ମାନେ ବହୁତ ଜଲ୍ଦି ରୋଗାଗ୍ରସ୍ଥ ହେବା ସହିତ ମୃତ୍ୟୁ ମୂଖ ରେ ବିବହୁତ ଜଲ୍ଦି ପଡେ , ହେଲେ ବନ୍ଧୁଗଣ ଯେଉଁ ଲୋକ ମାନେ ସୁଧ ଏବଂ ସାକାହାରୀ ହୋଇଥାନ୍ତି ସେମାନେ କେବେ ବି ରୋଗ ରେ ପଡନ୍ତି ନାହିଁ ଏବଂ ସେମାନଙ୍କ ମନରେ କେବେ ବି ଅହଂକାର ଏବଂ ଖରାପ ଭାବନା ଆସେ ନାହିଁ , ସେମାନେ ସାତ୍ୱିକ ଅଟନ୍ତି , ସେହିଥି ପାଇଁ ସେମାନଙ୍କର ଅନ୍ୟ ପ୍ରତି ବ୍ୟବହାର ବହୁତ ଭଲ ହୋଇଥାଏ , ଏବଂ ସେମାନଙ୍କ ମନ ରେ ଅନ୍ୟ ପ୍ରତି ଦୟା ଭାବ ରହିଥାଏ।
ସେଥିପାଇଁ ପାଇଁ ବନ୍ଧୁଗଣ ସବୁ ସମୟ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ କହିବା ଅନୁସାରେ ଆମ ମାନଙ୍କୁ ସାକାହାରୀ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ଅଟେ ତେବେ ମାଛ ମାସଂ ଏବଂ ଅଣ୍ଡା ଭଳି ଖାଦ୍ୟ ସେବନ କରିବା କଥା ନୁହେଁ , ଯଦି ଅଣ୍ଡା ବିଷୟରେ କହିବା ତେବେ ଅଣ୍ଡାକୁ ସଠିଖ୍ ଭାବେ ରଖିଲେ ସେହିଥିରୁ ଆପଣ ମାନଙ୍କୁ ଏକ ନବଜାତ ଶିଶୁ ଦେଖିବା ପାଇଁ ମିଳିବ ଜାହାର ସେବନ ଆମେ ମାନେ କରନ୍ତି ହେଲେ ଏହା ବହୁତ ବଡ ପାପ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
Be First to Comment