ବର୍ତ୍ତମାନର ବଡ଼ ଖବର।ସରକାର କଲେ ବଡ଼ ଘୋଷଣା।ପୁଣି ଆରମ୍ଭ ହେଲା ଲକ୍-ଡାଉନ
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସବୁଠୁ ବଡ ଖବର କୋରନା ରେ ଦ୍ୱତୀୟ ଲହରୀ ରେ ଲାଗିଲା ପ୍ରଥମ ଲକଡାଉନ୍ ତେବେ 11 ଦିନିଆ ଲକଡାଉନ୍ ଘୋଷଣଆ କଲେ ସରକାର ସିଲ ହେବ ସବୁ ସୀମା ତେବେ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଖବର ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।
ତେବେ ବନ୍ଧୁଗଣ ଛତିଶଗଡ ସରକାର ବଢୁଥିବା କୋରନା ସଂଙ୍କ୍ରମଣ କୁ ଦୃଷ୍ଟି ରେ ରଖି କୋଠର ପଦକ୍ଷେପ ନେଇ ଥିବାର ଦେଖିବା ପାଇଁ ମିଳିଛନ୍ତି । ରାଜ୍ୟରେ ସବୁଠାରୁ ବଡ ସହର କୁହାଜାଉ ଥିବା ରାୟ ପୁର ରେ 10 ଦିନିଆ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି , ସୂଚନା ମୁତାବକ ଏହି ଲକଡାଉନ୍ ଏପ୍ରିଲ 9 ରୁ ଆରମ୍ଭ ହୋଇ 19 ତାରିଖ ଯାଏ ରହିବ ରାୟପୁର ଜିଲ୍ଲା ପାଳ ବି ଏହି ବିଷୟ ରେ ନିର୍ଦ୍ଧେଶନାମା ବି ଜାରି କରିଛନ୍ତି ।
ପୂର୍ଣ୍ଣ ଲକଡାଉନ୍ ସମୟ ରେ ଜିଲ୍ଲାର ସମସ୍ତ ସୀମା କୁ ସିଲ୍ କରାଯିବ ବୋଲି ସୂଚନା ରହିଛି , ସେହି ପରି ଜିଲ୍ଲା ପାଳ ଙ୍କ ସୂଚନା ଅନୁସାରେ ଏହି ଲକଡାଉନ୍ ସମୟ ରେ ସହର ର ସବୁ ମଦ ଦୋକାନ ବନ୍ଦ ରହିବ । ଏହା ସହିତ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ କୁ ବି ବନ୍ଦ ରଖିବା ପାଇଁ ନିର୍ଦ୍ଧେଶ ଦିଆ ଜାଇଛି, ଏହା ସହିତ ଏହି ଦିନ ରେ ମାନଙ୍କ ରେ ବ୍ୟଙ୍କ୍ ବି ବନ୍ଦ ରହିବ ଏହା ସହିତ ସମସ୍ତ ଧାର୍ମିକ ପୀଠ ଏବଂ ପର୍ଯ୍ୟଟନ ସ୍ଥଳୀ ବି ବନ୍ଦ ରହିବ ବୋଲି ସୂଚନା ଦିଆ ଜାଇଛି।
ଏହା ସହିତ ଯେଉଁ ମାନେ ଏହି ଠାରେ କୋଭିଡ୍ ନିୟମ କୁ ଉଲ୍ହଙ୍ଗନ କରିବେ ସେମାନଙ୍କ ପାଇଁ କୋଠର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କୁହାଜାଇଛି , ତେବେ କହି ଦେବୁ କି କେବଳ ସୋମବାର ଦିନ 9921 ଜଣ ରକର୍ଡ ହୋଇ ଥିବା ବେଳେ ଏହାକୁ ଆଗକୁ ନବଢେଇବା ପାଇଁ ଏହି କାର୍ଯ୍ୟାନୁଷ୍ଟାନ କରା ଜାଇଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
Be First to Comment