ଫ୍ରେଣ୍ଡସ ଔଜ ଶକ୍ତି ର ରକ୍ଷଣ ହିଁ ଜୀବନ ଓ ଏହା ର କ୍ଷୟ ହିଁ ମୃତ୍ୟୁ।ଆଜିକାଲି ସଂସାର ର ଚକଚକ୍ୟ ରେ ସମସ୍ତେ ଭୁଲ ର ଶିକାର ହୋଇଥାନ୍ତି କିନ୍ତୁ କମଭୋଗ ରେ ବାସ୍ତବିକ ସୁଖ ଦେଇନଥାଇ।ଯାହା ପ୍ରଥମେ ଅମୃତ ଭଳି ଓ ପରେ ବିଷ ଭଳି ହୋଇଥାଏ। ଏବଂ ଶେଷରେ ମନୁଷ୍ୟକୁ ହିନମାନ ଓ କଳୁଷିତ ବନେଇଦେଇଥାଏ।ଏହି ହିନମାନ୍ ଓ କଳୁଷିତ ରୁ ରକ୍ଷା ପାଇବା ଓ ପୂର୍ବ ସ୍ବାସ୍ଥ୍ୟ କୁ ଫେରିପାଇବା ପାଇଁ କେମିତି ବଞ୍ଚିବାକୁ ହେବ ସେଥିପାଇଁ ୫ ଟି ଉପାୟ ଜନିରଖନ୍ତୁ।
ପ୍ରଥମେ ଆପଣ ନିଜର ସଦଗୁର କିମ୍ୱା ଭଗବାନଙ୍କ ଶ୍ରିଚିତ୍ର କୁ ଚାହିଁ ୧୦ ମିନିଟ୍ ଯାଏ ଧ୍ୟାନପୂର୍ବକ ଓଁ କାର ଉଚ୍ଚାରଣ କରନ୍ତୁ,ଓ ଏହାପରେ ଯେତିକି ସମୟ ଉଚ୍ଚାରଣ କଲେ ସେତିକି ସମୟ ଶ୍ରୀଚିତ୍ର କୁ ଚାହିଁ ରୁହନ୍ତୁ,ଏପରି ଅଭ୍ୟାସ କରନ୍ତୁ।ଏଥିରୁ ଅଜସ୍ର ଶକ୍ତି ମିଳିଥାଏ ମାନବଳ ଦୃଢ଼ ହୋଇଥାଏ । ଶରୀରର ନିମ୍ନକେନ୍ଦ୍ରରେ ଥିବା ଅତିକାମ ଶକ୍ତି କୁ କମାଇଥାଏ,ଭୁଲ ବାଟରେ ଯିବାକୁ ଅଟକାଇଥାଏ।
ଦିତୀୟରେ ସ୍ଵାଭାବିକ ସ୍ବାସ୍ଥ୍ୟ ରେ ରହିବା ପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ୍ ପାଣି ରେ ୨ ଠିପି ଅଁଳା ରସ ଓ ୩ ଗ୍ରାମ ଅସ୍ଵଗନ୍ଧା ଚୂର୍ଣ୍ଣ ପକାଇ ପିଆନ୍ତୁ,ଏହାଦ୍ବାରା ୱ୍ୟଜ ଶକ୍ତି ବୃଦ୍ଧି ଓ ଗାଢ଼ ହେଇଥାଏ।କିନ୍ତୁ ମାନେ ରଖନ୍ତୁ ସେହି ସମୟ ମଧ୍ୟ ରେ ଖରାପ କାର୍ଯ୍ଯ କିମ୍ୱା କାମ କଥା ଚିନ୍ତା କରନ୍ତୁ ନାହିଁ ନହେଲେ ଏହା ଫଳପ୍ରଦ ହେବନାହିଁ।
ତୃତୀୟ ରେ ପ୍ରତିଦିନ ସକାଳେ ଶୌଚ ପରେ ପାଦପଶ୍ଚିମତ୍ତାନସନ କରନ୍ତୁ ଓ ଖରାପ ଚିନ୍ତା କାର୍ଯ୍ଯ ରୁ ଦୂରେଇ ରୁହନ୍ତୁ।ପ୍ରତିଦିନ ଏହା କରିବା ଦ୍ୱାରା ବ୍ରହ୍ମ ନାଡୀ ଦୃଢ଼ ହୋଇଥାଏ।ଏହା କଳୁଷିତ ମନରେ ସକର୍ତ୍ମାକ ଉର୍ଜା ଆଣିଥାଏ।
ଚତୁର୍ଥରେ ଆପଣଙ୍କୁ ଯେତେବଳେ ସମୟ ମିଳୁଛି ଖରାପ ଚିନ୍ତା କରିବା ଓ ଖରାପ ଭିଡିଓ ଦେଖିବା ପରିବର୍ତ୍ତେ ଆଧ୍ୟାତ୍ମିକ ଭିଡିଓ ଦେଖନ୍ତୁ ସକର୍ତ୍ମକ ଚିନ୍ତା କରନ୍ତୁ।ମନକୁ ଫାଙ୍କା ମିଳିଲେ ସେ ଖରାପ ବାଟରେ ଚାଲିଯାଇପାରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।ଓ ସାବଧାନ ରୁହନ୍ତୁ।
ପଞ୍ଚମରେ ବାପା ମା ଙ୍କ ଶୋଇବା କକ୍ଷରେ ଶୁଅନ୍ତୁ। ଶୀଘ୍ର ଶୋଇବା, ଏବଂ ଶୀଘ୍ର ଉଠିବା ର ଅଭ୍ୟାସ କରନ୍ତୁ।ସବୁବେଳେ ପ୍ରସନ୍ନ ରୁହନ୍ତୁ,ଦୁଃଖ ସମୟରେ ଧର୍ଯ୍ୟ ହରା ହୁଅନ୍ତୁ ନାହିଁ।ଈଶ୍ବରଙ୍କ ଚିନ୍ତନ ରେ ରୁହନ୍ତୁ।ସତସଙ୍ଗ ଶୁଣନ୍ତୁ ,କୁସଂଗ ଠାରୁ ଦୂରେଇ ରୁହନ୍ତୁ ତାହାଲେ ଆପଣ ଉତ୍ତମ ହୋଇଯିବେ।ନିଜ ଭିତରେ ପ୍ରକୃତ ଶାନ୍ତି ପାଇପାରିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment