IAS ଏବଂ ଜିଲ୍ଲା ପାଳ ଙ୍କର ଦରମା କେତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ଆଇଏସ ଅଫିସର ହେବା ବହୁତ ବଡ଼ ଚାକିରୀ ଆଉ ଆଇଏସ ଅଫିସର ହେବା ପାଇଁ ଆମ ଆମକୁ ବହୁତ କଠିନ ପରୀକ୍ଷା ଦେବାକୁ ମଧ୍ୟ ପଡିଥାଏ । କାରଣ ଆଇଏସ ଅଫିସର ପାଖରେ ସବୁ କିଛି କ୍ଷମତା ଥାଏ ଗୋଟେ ଜିଲ୍ଲା କୁ ବିକାଶ କରିବା ପାଇଁ ଯାହା ଫଳରେ ଏକ ରାଜ୍ୟ ର ବିକାଶ ହୁଏ ଓ ଦେଶର ବିକାଶ ହୁଏ ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ଜଣେ ଆଇଏସ ଅଫିସର ଙ୍କର ଦରମା କେତେ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖା ମାଧ୍ୟମରେ ।
ତେବେ ବନ୍ଧୁଗଣ ସମସ୍ତ ଆଇଏସ ଅଫିସର ଙ୍କର ଦରମା ସମାନ ନଥାଏ । ତେବେ ଆପଣ ମାନେ ଜାଣିଥିବେ ଆଇଏସ ପରୀକ୍ଷା ପରେ ତାଙ୍କୁ ତିନି ଗୋଟି ବିଭାଗ ପାଇଁ ମନୋନୀତ କରାଯାଏ । ତେବେ ଆସନ୍ତୁ ଜଣେ ଆଇପିଏସ ଅଫିସର ଙ୍କର ଦରମା ବିଷୟରେ ଜାଣିବା
ସମସ୍ତ ଆଇପିଏସ ଅଫିସର ଙ୍କର ବେସିକ ପେ ସମାନ ଥାଏ ଯାହାକି ପାଖା ପାଖି 57 ହଜାର ଟଙ୍କା ତାପରେ ଡିଅରନେସ ଅଲଉଁଶ ଓ ଘର ଖର୍ଚ୍ଚ ଓ ତାପରେ ଯିବା ଆସିବା ଖର୍ଚ୍ଚ ମଧ୍ୟ ମିଳିଥାଏ ।ତାପରେ ଏହାକୁ ଯୋଡ଼ିଲା ପରେ ତାଙ୍କ ସଲାରୀ ନିର୍ଣ୍ଣୟ ହୁଏ ।
ଯଦି ଜଣେ ଆଇଏସ ଅଫିସର ଙ୍କର ପୋଷ୍ଟିଂଗ ଗୋଟିଏ ବଡ଼ ସହର ରେ ହୋଇଥାଏ ଯେଉଁଠି 50 ଲକ୍ଷ ଲୋକ ଥିବେ ଯେମିତିକି ଦିଲ୍ଲୀ,ମୁମ୍ବାଇ, ବାଙ୍ଗାଲୋର ସେହି ସ୍ଥାନ ଗୁଡିକ ରେ ରହିବା ଖର୍ଚ୍ଚ ବେସି ଖାଇବା ଖର୍ଚ୍ଚ ବେସି ସେଥିପାଇଁ ସେହି ସହର ରେ ପୋଷ୍ଟିଂଗ ହେଲେ H R A 24% ମିଳିଥାଏ ।
ଆଉ ଯେଉଁ ସହର ରେ ଲୋକ ସଂଖ୍ୟା 5 ରୁ 50 ଲକ୍ଷ ସେଠି H R A 16 % ମିଳିଥାଏ। ଆଉ ଯେଉଁ ସହରରେ 5 ଲକ୍ଷ ରୁ କମ ଲୋକ ସଂଖ୍ୟା ସେଠି H R A 8% ମିଳିଥାଏ। ତେବେ ଆଇଏସ ଅଫିସର ଙ୍କର ଦରମା 57 ହଜାର ରୁ ଆରମ୍ଭ ହୋଇ ପ୍ରମୋସନ ହୋଇ 2 ଲକ୍ଷ ଯାଏ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
Be First to Comment