Press "Enter" to skip to content

ଏହି ବଡ଼ କାରଣ ପାଇଁ ଆଜିଯାଏ ବିବାହ କରିନାହାନ୍ତି ବୁଦ୍ଧାଦିତ୍ୟ ମହାନ୍ତି, ଅର୍ଚ୍ଚିତା ଙ୍କ ସହ ରାତିରେ..

ଏହି ବଡ଼ କାରଣ ପାଇଁ ଆଜିଯାଏ ବିବାହ କରିନାହାନ୍ତି ବୁଦ୍ଧାଦିତ୍ୟ ମହାନ୍ତି, ଅର୍ଚ୍ଚିତା ଙ୍କ ସହ ରାତିରେ..

ଆଜି ଆମେ ଜାଣିବା ଓଡ଼ିଆ ସିନେମା ର ଜଣେ ଏମିତି ହିରୋ ଙ୍କ ବିଷୟ ରେ ଯାହାଙ୍କୁ ପ୍ରାପ୍ତ୍ୟ ବୟସ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବିବାହ କରିନାହାଁନ୍ତି । ଦର୍ଶକ ଆମେ କହୁଛୁ ଉଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ସେ ହେଉଛନ୍ତି ସୁପର୍ ଷ୍ଟାର୍ ବୁଦ୍ଧାଦିତ୍ୟ ମହାନ୍ତି । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସବ୍ୟସାଚୀ ଙ୍କୁ ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ବନ୍ଧୁ ଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଅନେକ ଫିଲ୍ମ୍ ରେ ।

ବୁଦ୍ଧାଦିତ୍ୟ ଙ୍କ ର ଜବରଦସ୍ତ ଅଭିନୟ ପାଇଁ ସମସ୍ତ ଫିଲ୍ମ୍ ମଧ୍ୟ ସୁପର୍ ହିଟ ହୋଇଥିଲା ଓ ସେ ଲୋକ ଙ୍କ ପାଖ ରେ ଅତି ଲୋକ ପ୍ରିୟ ହୋଇପାରିଥିଲେ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ହଁ ବନ୍ଧୁ ବୁଦ୍ଧାଦିତ୍ୟ ଉଲିଉଡ୍ ରେ ଫିଲ୍ମ୍ କରିବା ସହିତ ସେ ମଧ୍ୟ ବଲିଉଡ୍ ରେ ମଧ୍ୟ କାମ କରିଛନ୍ତି ।

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ସାଧବ ବୋହୂ ଶୋ ରେ । ଦର୍ଶକ ବନ୍ଧୁ ଆପଣ ମନ୍ କୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ବୁଦ୍ଧାଦିତ୍ୟ କେବେ ବିବାହ କରିବେ । ହଁ ବନ୍ଧୁ ଏହି ପ୍ରଶ୍ନ ଟି ତାଙ୍କୁ ଏକ ଇଣ୍ଟରଭ୍ୟୁ ପଚରା ଯାଇଥିଲା ସେ କହିଥିଲେ ମୋ ପାଇଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ସାଥୀ ଟିଏ ମିଳିନି ଯେବେ ମିଳିବ ମୁଁ ବିବାହ କରିବି । ବୁଦ୍ଧାଦିତ୍ୟ ବର୍ତ୍ତମାନ ଭୁବନେଶ୍ୱର ରେ ତାଙ୍କ ପରିବାର ସହ ରହୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.