ଏହି ବଡ଼ କାରଣ ପାଇଁ ଆଜିଯାଏ ବିବାହ କରିନାହାନ୍ତି ବୁଦ୍ଧାଦିତ୍ୟ ମହାନ୍ତି, ଅର୍ଚ୍ଚିତା ଙ୍କ ସହ ରାତିରେ..
ଆଜି ଆମେ ଜାଣିବା ଓଡ଼ିଆ ସିନେମା ର ଜଣେ ଏମିତି ହିରୋ ଙ୍କ ବିଷୟ ରେ ଯାହାଙ୍କୁ ପ୍ରାପ୍ତ୍ୟ ବୟସ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବିବାହ କରିନାହାଁନ୍ତି । ଦର୍ଶକ ଆମେ କହୁଛୁ ଉଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ସେ ହେଉଛନ୍ତି ସୁପର୍ ଷ୍ଟାର୍ ବୁଦ୍ଧାଦିତ୍ୟ ମହାନ୍ତି । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସବ୍ୟସାଚୀ ଙ୍କୁ ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ବନ୍ଧୁ ଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଅନେକ ଫିଲ୍ମ୍ ରେ ।

ବୁଦ୍ଧାଦିତ୍ୟ ଙ୍କ ର ଜବରଦସ୍ତ ଅଭିନୟ ପାଇଁ ସମସ୍ତ ଫିଲ୍ମ୍ ମଧ୍ୟ ସୁପର୍ ହିଟ ହୋଇଥିଲା ଓ ସେ ଲୋକ ଙ୍କ ପାଖ ରେ ଅତି ଲୋକ ପ୍ରିୟ ହୋଇପାରିଥିଲେ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ହଁ ବନ୍ଧୁ ବୁଦ୍ଧାଦିତ୍ୟ ଉଲିଉଡ୍ ରେ ଫିଲ୍ମ୍ କରିବା ସହିତ ସେ ମଧ୍ୟ ବଲିଉଡ୍ ରେ ମଧ୍ୟ କାମ କରିଛନ୍ତି ।
ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ସାଧବ ବୋହୂ ଶୋ ରେ । ଦର୍ଶକ ବନ୍ଧୁ ଆପଣ ମନ୍ କୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ବୁଦ୍ଧାଦିତ୍ୟ କେବେ ବିବାହ କରିବେ । ହଁ ବନ୍ଧୁ ଏହି ପ୍ରଶ୍ନ ଟି ତାଙ୍କୁ ଏକ ଇଣ୍ଟରଭ୍ୟୁ ପଚରା ଯାଇଥିଲା ସେ କହିଥିଲେ ମୋ ପାଇଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ସାଥୀ ଟିଏ ମିଳିନି ଯେବେ ମିଳିବ ମୁଁ ବିବାହ କରିବି । ବୁଦ୍ଧାଦିତ୍ୟ ବର୍ତ୍ତମାନ ଭୁବନେଶ୍ୱର ରେ ତାଙ୍କ ପରିବାର ସହ ରହୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
Be First to Comment