ଥରେ ପିଅନ୍ତୁ ଏହି ଦେଶୀ ସରବତ ତାପରେ ଦେଖନ୍ତୁ ଚମତ୍କାର, ସବୁ ଯନ୍ତ୍ରଣା ଗୋଟିଏ ଦିନରେ ଭଲ ହେବ
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଦେଶୀ ସର୍ବତ ଶିଖେଇବୁ ଯାହା ପିଇବାକୁ ଯେମିତି ସ୍ୱାଦିଷ୍ଟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଲାଭ ଦାୟକ ଅଟେ ।ଏହି ସର୍ବତ କୁ ଆମେ ଗରମ ଦିନରେ ଅଧିକ ମାତ୍ରାରେ ସେବନ କରିଥାଉ। କାରଣ ଏହି ସର୍ବତ ଆମ ଶରୀର କୁ ଥଣ୍ଡା ପହଞ୍ଚାଇ ଥାଏ ।ତେବେ ଏହି ସର୍ବତ ଶରୀର ପାଇଁ କେତେ ଲାଭ ଦାୟକ ତାହା ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ସର୍ବତ ଟିକୁ କେମିତି ବନେଇବେ ଓ ଏହା ସେବନ କରିବା ଦ୍ୱାରା କଣ ଲାଭ ମିଳିବ।
ଯଦି ଏହାର ସେବନ ନିୟମିତ କିଛି ସପ୍ତାହ ପର୍ଯ୍ୟନ୍ତ କରନ୍ତି ତେବେ ଆପଣ ମାନଙ୍କୁ ଅନେକ ଫାଇଦା ମିଳିଥାଏ। ଏହା ଆପଣ ମାନଙ୍କ ତ୍ୱଚା ର ଚମକ ବଢାଇଥାଏ।ଯଦି ଆପଣ ମାନେ ଏହାକୁ ସବୁବେଳେ ସେବନ କରନ୍ତି ତାହେଲେ ଆପଣ କେବେହେଲେ ଦୁର୍ବଳ ଅନୁଭବ କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା କେମିତି ବନେଇବେ ଏହି ସର୍ବତ କୁ।
ପ୍ରଥମେ ଏକ ଗ୍ଲାସ ଥଣ୍ଡା ପାଣି ନିଅନ୍ତୁ ଏବେ ଏଥିରେ ତିନି ଚାମଚ ବୁଟ ଛତୁଆ ମିଶାନ୍ତୁ ଓ ଅଳ୍ପ ଜିରା ପାଉଡର ମିଶାନ୍ତୁ ଓ ସ୍ୱାଦ ଅନୁସାରେ ଲୁଣ ମିଶାନ୍ତୁ ଅଳ୍ପ ପିଆଜ କାଟି ମିଶାନ୍ତୁ ଏବେ ଏଥିରେ ପାଞ୍ଚ ରୁ ଦଶ ଟି ପୋଦିନା ପତ୍ର ମିଶାନ୍ତୁ ଓ ଅଳ୍ପ ଧନିଆ ପତ୍ର ମିଶାନ୍ତୁ ଏବେ ଏହାକୁ ଭଲରେ ମିଶାଇ ଦିଅନ୍ତୁ ଏବେ ଏଥିରେ ଏକ ଲେମ୍ବୁ ରସ ମିଶାନ୍ତୁ ତେବେ ଏହି ସର୍ବତ ଦିପହର ଖାଇବା ପୂର୍ବରୁ ଏକ ଘଣ୍ଟା ପୂର୍ବରୁ ସେବନ କରନ୍ତୁ।
Be First to Comment