ଏହି ସ୍ତ୍ରୀଲୋକ ଏବଂ ଡାକ୍ତର ବାବୁଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia jokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ପିତା(ପୁତ୍ର କୁ)- ଦେଖ ପୁଅ, ଜୁଆ ଖେଳନ୍ତି ନାହିଁ । ଏହା ଏପରି ଅଭ୍ୟାସ ଅଟେ ଯେ ଯଦି ଏଥିରେ ଆଜି ଜିତିବ ତ କାଲି ହାରିବ, ପରଦିନ ଜିତିବ ତ ତାର ପରଦିନ ହାରିଯିବ । ପୁଅ- ବାସ,ବାପା! ମୁଁ ବୁଝିଗଲି, ଆଗକୁ ମୁଁ ଦିନେ ଛାଡି ଦିନେ ଖେଳିବି।
୨) ଗୋଟିଏ ଶୁଆ ଗୋଟିଏ କାର ସହିତ ଧକ୍କା ହେଲା, ତ ସେହି କାର ବାଲା ତାକୁ ଉଠେଇଲ ତାପରେ ପିଞ୍ଜରାରେ ପୁରେଇଦେଲା । ଆର ଦିନ ଯେତେବେଳେ ଶୁଆ ର ହୋଶ ଆସିଲା, ସେ କହିଲା, ଆଇଲା! ଜେଲ, କାର ବାଲା ମରିଗଲା କି ଆଉ!!!
୩) ସ୍ତ୍ରୀ ନିଜର ସ୍ଵାମୀଙ୍କୁ କହିଲେ- ରାତିରେ ତୁମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଆଉ ମାଆ ବାପାଙ୍କୁ ଗାଳି କରୁଥିଲ କାହିଁକି? ସ୍ଵାମୀ- ତୁମେ ମିଛ କହୁଛ କାହିଁକି! ମୁଁ ସେତେବେଳେ ଶୋଇନଥିଲି।
୪) ଛୋଟ ଝିଅଟିଏ ନିଜର ମାଆଙ୍କୁ ପଚାରିଲା- ମମ୍ମି, ତୁମେ କହିଥିଲ ନା ଯେ ପରୀଙ୍କର ଡେଣା ଥାଏ ଏବଂ ସେମାନେ ଉଡି ପାରନ୍ତି ନା? ମମ୍ମି- ହଁ ଝିଅ, କହିଥିଲି । ଝିଅ- କାଲି ରାତିରେ ବାପା ଆୟାକୁ କହୁଥିଲେ ଯେ ସେ ପରୀ ଅଟେ। ସେ କେବେ ଉଡିବ ମମ୍ମି? ମମ୍ମି(ସାନ ଝିଅକୁ)- ସକାଳ ହେବାମାତ୍ରେ ଉଡିଯିବ ଝିଅ ।
୫) ସ୍ଵାମୀ ସ୍ତ୍ରୀଙ୍କୁ କହିଲେ ଗତ ମାସର ହିସାବ ଦିଅ । ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲେ ଏବଂ ମଝିରେ ମଝିରେ ଲେଖିବାରେ ଲାଗିଲେ ଭ.ଜା.କୁ.ଗ । 800 ଭ.ଜା.କୁ.ଗ । 2000 ଭ.ଜା.କୁ.ଗ । 500 ଭ.ଜା.କୁ.ଗ । ସ୍ଵାମୀ ପଚାରିଲେ ଏହି ଭ.ଜା.କୁ.ଗ କଣ ଅଟେ? ସ୍ତ୍ରୀ- ଭଗବାନ ଜାଣନ୍ତି କୁଆଡେ ଗଲା ।
୬) ଏପରି ହିସାବ ତ ଆପଣ କେବେ ମଧ୍ୟ ଦେଖିନଥିବେ। ଏଥିପାଇଁ କୁହନ୍ତି ଯେ ସ୍ତ୍ରୀଙ୍କ ଠାରୁ କେବେ ହିସାବ ମାଗିବା ଉଚିତ ନୁହେଁ । ଆଗାମୀ ଥର ଆପଣଙ୍କୁ ଏପରି ଲେଖା ହୋଇଥବା ମିଳେ ତ ଅର୍ଥ ବୁଝିଯିବେ ।
୭) ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ କହିବା ମାନନ୍ତି ନାହିଁ ତେବେ…. ତେବେ….. । ଏତେ ଧ୍ୟାନର ସହିତ ପଢିବା ଆବଶ୍ୟକ ନାହିଁ …. କାହାର ମଧ୍ୟ ମାନନ୍ତି ନାହିଁ …. ଏହାର କୌଣସି ଉପଚାର ନାହିଁ ….. ।
୮) ଏ କଥା ଯିଏ ମଧ୍ୟ କହିଛନ୍ତି ବିଲକୁଲ ସତ କହିଛନ୍ତି। ଠାରେ ତ ଆପଣ ଭଗବାନଙ୍କ ଠାରେ ନିଜର କଥା ମନେଇ ପାରିବେ କିନ୍ତୁ ସ୍ତ୍ରୀ ଙ୍କ ଠାରୁ …. କେବେ ନୁହେଁ ।
୯) ପତ୍ନୀ- ହେଇଟି ଶୁଣୁଛ କି , ଦୁଇକିଲୋ ମଟର ନେଇଯିବି କି? ସ୍ଵାମୀ- ହଁ….. ନେଇଯାଅ ଯାହା ଠିକ ଲାଗୁଛି ସେପରି କର । ପତ୍ନୀ- ପରାମର୍ଶ ମାଗୁନି ତୁମର…. ପଚାରୁକି….. ଏତିକି ଛଡେଇ ପାରିବ ନା…. କମ ନେବି..ହା ହା ହା … ଏବେ ସତ କୁହନ୍ତୁ ଆଜି ପର୍ଯ୍ୟନ୍ତ ଆପଣ କେତେ ମଟର ଛଡେଇଛନ୍ତି ।
୧୦) ଜଜ- ଘରର ମାଲିକ ଘରେ ଥାଇ ମଧ୍ୟ ତୁମେ ଚୋରୀ କଲ କିପରି? ଚୋର- ସାହେବ ଆପଣଙ୍କ ଚାକିରି ମଧ୍ୟ ଭଲ ଅଛି, ଦରମା ମଧ୍ୟ ଭଲ ଅଟେ, ତାହେଲେ ଆପଣ ଏସବୁ ଜାଣିକି କଣ କରିବେ?
୧୧) ମହିଳା – ଡାକ୍ତର ବାବୁ ମୋ ସ୍ୱାମୀ ଆଗଭଳି ମତେ ଆଉ ସେମିତି ପ୍ରେମ କରୁନାହାଁନ୍ତି।ଡାକ୍ତର – ଛି ଛି.. ଘରେ ଏଡ଼େ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଏମିତି କରୁଛି। ହଉ ହଉ କପଡା ଖୋଲିଲ ମୋ ମିଟର କାମ କରୁଛି କି ନାହିଁ ଦେଖେ ..ଅଧିକ ମଜାକଥା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ଧନ୍ୟବାଦ।
Be First to Comment