ଆଜି ଆମେ ଜାଣିବା ଏମିତି କିଛି ରାଶି ବିଷୟରେ ଯାହା କୁ ଶନି ଦେବା ଙ୍କ ଅଶେଷ କୃପା ତାଙ୍କ ଉପରେ ପଡ଼ିବାକୁ ଯାଉଚି । ତେବେ ସେହି ୨ ରାଶି ଉପରେ କଣ କୃପା ରହିଛି ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।
ପ୍ରାୟ ଏହି ଦୁନିଆ ରେ ଏମିତି କେହି ବି ଲୋକ ନଥିବେ ଯେ କି କେବେ ଦୁଃଖ କୁ ସାମ୍ନା କରି ନଥିବେ । ଏହି ଦୁନିଆ ରେ ଦୁଃଖ ସୁଖ ଲାଗି ରହିଛି । ଏହାରି ଭିତରେ ୧୦୦୦ ବର୍ଷ ପରେ ଶନି ଦେବ୍ ଙ୍କ ର ଏମିତି ୨ ରାଶି ଉପରେ କୃପା ପଡ଼ିଛି ଯାହା ଫଳ ରେ ସେହି ରାଶି ର ବେକ୍ତି ଙ୍କ ର ଧନ ର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ବଡ଼ିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଙ୍କ ବିଷୟରେ ।
ବିଛା ରାଶି
ବିଛା ରାଶି ର ବେକ୍ତୁ ମନ ଙ୍କ ର ବର୍ତମାନ ସାମାଜିକ ସୃଢୁଡ଼ ରହିବା ସହ ଅତ୍ୟନ୍ତ ଶୁଭ ମୟ ରହିବ । ଏହି ଦିନ ମାନ ଙ୍କ ରେ ଯଦି କୌଣସି ବାଣିଜ୍ୟ କାମ ରେ ହାତ ଦେଉଛନ୍ତି ଆପଣ ଙ୍କୁ ବହୁତ୍ ସୁଫଳ ମିଳିବ ।ଏହି ବେକ୍ତି ର ବେକ୍ତି ଗତ ଜୀବନ ଆନନ୍ଦ ଉଲ୍ଲାସ ରେ ରହିବ । ଏହି ସମୟରେ ଯେ କୌଣସି ପରୀକ୍ଷା ରେ ଦେଉଛନ୍ତି ଆପଣ ଙ୍କୁ ସଫଳ ମିଳିବ । ଯଦି ଗରିବ ମାନଙ୍କୁ ବସ୍ତ୍ର ଦାନ କରୁଛନ୍ତି ତେବେ ଶନି ଦେବ୍ ଙ୍କୁ ଅଶ୍ରିବାଦ୍ ବଡ଼ି ଯିବ ।
ତୁଳା ରାଶି
ତୁଳା ରାଶି ର ବେକ୍ତି ମାନଙ୍କ ର ଏହି ସବୁ ଦିନ ମାନ ଶୁଭ ରହିବ । ଯେ କୌଣସି ନୂଆ କାର୍ଯ୍ୟ କରିବା ରେ ଅନୁକୂଳ ସମୟ ରହିଛି । ଜୀବନ ସାଥି ଏବଂ ସନ୍ତାନ ମାନଙ୍କ ର ସ୍ବାସ୍ଥ୍ୟ ଗତ ସମସ୍ୟା ଭଲ ରହିବ । ଯଦି କୌଣସି କାର୍ଯ୍ୟ ରେ ବିଫଳତା ସାମ୍ନା କୁ ଆସେ ତେବେ ଏହା ତାଳି ଯିବ । ଚାକିରି କ୍ଷେତ୍ର ରେ ଆପଣ ଙ୍କ ର ପଦ ଉନ୍ନତି ହେବ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।
Be First to Comment