ବନ୍ଧୁଗଣ ଝିଅ ଘରର ଲକ୍ଷ୍ମୀ ହୋଇଥାଏ l ଝିଅ ବିବାହ ପରେ ଶଶୁର ଘର ଧନବଢ଼ାଇଥାଏ ଯଦି ତାର ଏହି ୩ ଟି ଅଙ୍ଗ ବଡ ହୋଇଥାଏ l ଚାଣକ୍ୟ ନୀତି ଅନୁସାରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ୩ ଟି ଅଙ୍ଗ ବିଷୟରେ l ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥ ରେ ଦୈନଦିନ ଜୀବନରେ ଥିବା ସମସ୍ତ ରହସ୍ୟ ଉପରେ ପରଦା ହଟେଇଦେଇଛନ୍ତି l ତେବେ ଆସନ୍ତୁ ଜାଣିବା ସ୍ତ୍ରୀ ଲୋକଙ୍କର ଏହି ତିନୋଟି ଅଙ୍ଗ ବିଷୟରେ ଯାହାଙ୍କ ମଧ୍ୟରେ ଲୁଚି ରହିଛି ଆପଣଙ୍କ ଧନୀ ହେବାର ରହସ୍ୟ l
ପ୍ରଥମେ ଝିଅର ଯଦି କେଶ କଳା ଏବଂ ଅଧିକ ଲମ୍ବା ଥାଏ ତେବେ ସେ ଉତ୍ତମ ଗୁଣଯୁକ୍ତା ଏବଂ ଲକ୍ଷ୍ମୀଯୁକ
କ୍ତା ହୋଇଥାଏ l ଝିଅର କେଶ ଯେମିତି ଲମ୍ବା ହୋଇଥାଏ ସେ ଶାଶୂଘରେ କେଭେ ଧନର ଅଭାବ ହୁଏନାହିଁ l ସବୁବେଳେ ସ୍ୱାମୀଙ୍କ ପାଖକୁ ଧନ ଆସୁଥାଏ l ଅଧିକ ଲମ୍ବା କେଶ ଥିବା ମହିଳାଙ୍କ ଉପରେ ମହା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ଥାନ୍ତି ଏବଂ ସବୁବେଳେ ତାଙ୍କୁ ଆଶ୍ରିବାଦ ଦେଉଥାନ୍ତି ତେଣୁକରି ଏହି ନାରୀକୁ ବିବାହ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏଥିରେ ସନ୍ଦେହ ନାହିଁ l
ଦିତୀୟ ରେ ଯଦି ନାରୀ ର ସ୍ଥନ ବଡ଼ ହୋଇଥାଏ ତେବେ ସେହିସ୍ୱାମୀ ଭାଗ୍ୟବାନ ଅଟନ୍ତି l ସ୍ତନ ଦ୍ୱାରା ମଧ୍ୟ ଲକ୍ଷ୍ମୀ ଦେବୀଙ୍କ କୃପା ବଢିଥାଏ l ସ୍ତନ ଝିଅଙ୍କ ପରିଚୟ ଅଟେ l ଏହିଅଙ୍ଗ ବଡ ହେଵା ଦ୍ୱାରା ସ୍ୱାମୀକୁ ଏବଂ ସମସ୍ତ ପରିବାର କୁ ସବୁବେଳେ ଧନପ୍ରାପ୍ତି ହୋଇଥାଏ l ଏହି ଅଙ୍ଗହିଁ ଧନ ପ୍ରାପ୍ତି ହେବାର ମୁଖ୍ୟ କାରଣ ଅଟେ l ଏହାକୁ ଚାଣକ୍ୟ ତାଙ୍କ ନୀତିଗ୍ରନ୍ଥ ରେ ଉପସ୍ଥାପନା କରିଛନ୍ତି l ଯାହାଦ୍ୱାରା ଆଜିର ଯୁଗରେ ମଧ୍ୟ ଚାଣକ୍ୟନୀତି ର ମହତ୍ୱ ରହିଆସିଛି l ସ୍ତନ ବଡ ଥିବା କନ୍ୟା କୁ ବିବାହ କରିଲେ କେତେବେଳ ମଧ୍ୟ ଧନର ଅଭାବ ହୁଏନାହିଁ l
ତୃତୀୟ ରେ ନାରୀ ମାନଙ୍କ ମୁଣ୍ଡରୁ ତାଙ୍କର ସ୍ୱାମୀ ଙ୍କୁ ଧନପ୍ରାପ୍ତି ବିଷୟରେ ଜଣା ପଡିଥାଏ l ନାରୀ ମାନଙ୍କ ଭବିଷ୍ୟତ ତାଙ୍କର କପାଳ ରୁ ଜଣା ପଡିଥାଏ l ଯଦି କନ୍ୟାର ମୁଣ୍ଡ ବଡ ହୋଇଥାଏ ତେବେ ସେହି କନ୍ୟା ବିବାହପାଇଁ ଏକଦମ ପରଫେକ୍ଟ l ବଡ ମସ୍ତକ ଥିଵାଦ୍ୱାରା କନ୍ୟା ବୁଦ୍ଧିମତୀ ଏବଂ ଧନବତୀ ହୋଇଥାଏ ଯାହାଦ୍ୱାରା କି କନ୍ୟା ସବୁବେଳେ ସ୍ୱାମୀଙ୍କ ଧନ ପ୍ରାପ୍ତିରେ ଶୁଭ ପ୍ରମାଣିତ ହୂଏ l ଚାଣକ୍ୟ ନୀତି ଏହାକୁ ତାଙ୍କ ଗ୍ରନ୍ଥ ରେ ବର୍ଣନା କରିଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment