Press "Enter" to skip to content

ଶୁଭ ସମୟ ଆସିବା ପୂର୍ବରୁ ମାତା ଲକ୍ଷ୍ମୀ ଦେଇଥାନ୍ତି ଏହି ସବୁ ସଂକେତ

ଯାହା ଉପରେ ମାତା ଲକ୍ଷ୍ମୀଙ୍କ କୃପା ହୋଇଜାଇ ଥାଏ ସେ କେବେବି ଦୁଃଖି ରହି ନଥାଏ , ମାତା ଲକ୍ଷ୍ମୀ ନିଜର ପ୍ରତେକ ଭକ୍ତ ଉପରେ କୌଣସି ନା କୌଣସି ଦିନ କୃପା କରିଥାନ୍ତି ଏବଂ ଆମର ଭକ୍ତିରେ ପଶ୍ରନ୍ନ ହୋଇକରି ଆମର ଘରେବି ରହିବାକୁ ଆସିଥାନ୍ତି , ଏବଂ ମାତା ଲକ୍ଷ୍ମୀ ଜେବେବି ଆମ ଘରକୁ ଆସିଥାନ୍ତି ତ ଆସିବା ପୂର୍ବରୁ କିଛି ଏମିତି ସମ୍ପର୍କ ଦେଇଥାନ୍ତି ଯାହା ଦ୍ୱାରା ଆମକୁ ପୂର୍ବରକୁ ହିଁ ଜଣା ପଡିଜାଇ ଥାଏ କି ଆମର ଘରେ ମାତା ଲକ୍ଷ୍ମୀ ନିବାଶ କରିବାକୁ ଆସିବାର ଅଛନ୍ତି , ଆମ ଦୁଃଖ ଏବଂ ଦରିଦ୍ରତାର ଦିନ ଏବେ ସମାପ୍ତ ହେବାର ଅଛି । କାହିକି ନା ଶାସ୍ତ୍ରରେ କୁହା ଜାଇଛି କି ଏହି ସଙ୍କେତ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟଶାଳୀ ମାନା ଜାଇଥାଏ , ଏହା ସାକ୍ଷାତ ମାତା ଲକ୍ଷ୍ମୀଙ୍କର ଆଗମାନର ସଙ୍କେତ ମାନାଜାଇ ଥାଏ ।

ଯଦି ଆପଣଙ୍କୁ ବି ଏମିତି ସଙ୍କେତ ମିଳୁଛି ତେବେ ଆପଣ ବି ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀଙ୍କ କୃପା ଏବେ ଆପଣଙ୍କ ଉପରେ ବର୍ଷିବାର ଅଛି , ତେବେ ଆସନ୍ତୁ ଜାଣିବା ସେହି ସବୁ ସଙ୍କେତ ବିସୟରେ । ପ୍ରଥମ ସଙ୍କେତ କଳା ରଙ୍ଗର ପିମ୍ପୁଡି , ପିମ୍ପୁଡି କଳା କିମ୍ବା ଲାଲି ଦୁଇଟି ରଙ୍ଗର ହୋଇଥାଏ ଘରେ ଲାଲି ପିମ୍ପୁଡି ରହିବା ଅଶୁଭ ମାନଜାଇ ଥାଏ , ଯେବେବି କଳା ପିମ୍ପୁଡି ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ବିଲକୁଲ ବି ହାନି କାରକ ହୋଇ ନଥାଏ ଜୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡିକୁ ମାତା ଲକ୍ଷ୍ମୀ ଙ୍କର ରୂପ ମାନାଜାଇ ଥାଏ ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡି ଗୋଲ ଆକାରରେ ବୁଲୁ ଥିବାର ଦେଖା ଦେଇଥାଏ ତ ଏହା ବହୁତ ଶୁଭ ସଙ୍କେତ ମାନାଜାଇ ଥାଏ ,

ଏହା ମାତା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଙ୍କେତ ହୋଇଥାଏ ଏଥିପାଇଁ କଳା ପିମ୍ପୁଡି ଦେଖା ଦେଲେ ତ ତାଙ୍କ ଉପରେ ହଳଦୀ କୁକୁମ ଚଢାନ୍ତୁ ଏବଂ ପ୍ରଣାମ କରନ୍ତୁ ତାଙ୍କୁ ଖାଇବାକୁ ଅଟା କିମ୍ବା ଚିନି ଦିଅନ୍ତୁ , ଏମିତି କରିବା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିଥାଏ ଏବଂ ଘରେ ଧନର ବୃଦ୍ଧି ହୋଇଥାଏ।

ଦିତୀୟରେ ପିମ୍ପୁଡି ପରି ଝିଟିପିଟିକୁ ବି ମାତା ଲକ୍ଷ୍ମୀ ଙ୍କର ପ୍ରତିକ ମାନାଜାଇ ଥାଏ ଘରେ ଯଦି ଅଚାନକ ତିନଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖା ଦିଏ ତ ଏହାକୁ ବହୁତ ଶୁଭ ମାନାଜାଇ ଥାଏ,ଝିଟିପିଟି ଯଦି ସେ-କ୍ସ କରୁଥିବାର ଦେଖିଦେଲେ ତେବେ ବହୁତ ଶୁଭ ହୋଇଥାଏ, ଏହା ମାତା ଲକ୍ଷ୍ମୀ ଙ୍କର ଆଗମନର ସଙ୍କେତ ଅଟେ , ଦୀପାବଳିର ତୁଳସୀ ଗଛ ମୂଳେ ଜିଟିପିଟିର ଦେଖା ଦେବା ଅତ୍ୟନ୍ତ ଶୁଭ ମାନାଜାଇ ଥାଏ ଏହା ଭରପୁର ଧନ ମିଳିବାର ସଙ୍କେତ ଦେଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published. Required fields are marked *