Press "Enter" to skip to content

ଭୂଲରେ ମଧ୍ୟ ଘରର ଏହି ଦିଗରେ ଲଗାନ୍ତୁ ନାହିଁ ଘଣ୍ଟା,ମାଡି ଆସିବ ସମସ୍ୟା

ସମୟ କେବେ ବି କାହା ପାଇଁ ଅପେକ୍ଷା କରେ ନାହିଁ ସେହି କାରଣ ପାଇଁ ଆମକୁ ସମୟ ର ସଠିଖ୍ ଉପଯୋଗ କରିବା ଉଚିତ୍ , ସେମିତି ରେ ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି ବି କିଛି ଜିନିଷ ରହିଛି ଜାହାକୁ ଆଣ ଘରେ ସଠିକ୍ ସ୍ଥାନ ରେ ରଖିବା ଜରୁରୀ ଅଟେ । ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଘରେ କେଉଁ ସ୍ଥାନ ରେ ଘଣ୍ଟା,କ୍ୟାଲେଣ୍ଡର ଆଉ ଦର୍ପଣ କୁ ରଖିଲେ ଆମ ମାନଙ୍କର ଉନ୍ନତି ହୋଇଥାଏ ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ ତେବେ ପ୍ରଥମେ ହେଲା ଘଡି ଜାହାକୁ ଆମେ ମାନେ ବହୁତ ସମୟ ରେ ସମୟ କୁ ନେଇ ଆଗ କିମ୍ବା ପଛ କରନ୍ତି , ହେଲେ ଘଡି କୁ ସବୁ ବେଳେ ନିୟମିତ ସମୟ ଅନୁସାରେ ସେଟ୍ କରି ରଖିବା ଉଚିତ୍ ଯଦି ଆବଶ୍ୟକ ତେବେ ଘଡି ର କଣ୍ଟା କୁ ଆପଣ ମାନେ ଦୁଇ ତିନି ମିନିଟ୍ ଆଗୁଆ ରଖନ୍ତୁ ।

ହେଲେ ଭୂଲ ରେ ବି କେବେ ଘଡି କୁ ପଛୁଆ ରଖନ୍ତୁ ନାହିଁ , ଏମିତି କରିଲେ ଆମର କାମ ପଛୁଆ ହୋଇଥାଏ ଏବଂ ଆମେ ମାନେ ପ୍ରଗତି କରିବା ବଦଳ ରେ ଅବଗତି କରେ , ବହୁକ ସମୟ ରେ ଆମେ ମାନେ ନିଜର ପୁରୁଣା କ୍ୟାଲେଣ୍ଡର କୁ ନୂଆ କ୍ୟାଲେଣ୍ଡର ତଳେ ରଖି ଦିଅନ୍ତି ହେଲେ ଆପଣ ମାନଙ୍କୁ କହି ଦେବୁ କି ଏହା କରିବା ବାସ୍ତୁ ଶାସ୍ତ୍ର ଦୃଷ୍ଟି ରୁ ଅଶୁଭ ଅଟେ , ଘର ମଧ୍ୟ ରେ ଆପଣ ମାନେ କେବେ ବି ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ ଏହା ଆପଣ ମାନଙ୍କ ଜିବନ ରେ କୁ ପ୍ରଭାବ ପକେଇ ଥାଏ ସେହିଥି ପାଇଁ ପୁରୁଣା କ୍ୟାଲେଣ୍ଡର କୁ ଘରୁ ବାହାର କରିବା ଉଚିତ୍।

ବାସ୍ତୁ ଶାସ୍ତ୍ର ରେ ଦର୍ପଣ ବିଷୟ ରେ ବି କୁହା ଜାଇଛି ଘର ଟଙ୍କା ର ବକ୍ସ୍ ରଖିଛନ୍ତି ତେବେ ତାହା ସାମ୍ନା ରେ ଆପଣ ମାନେ ଯଦି ଦର୍ପଣ ବା କାଚ ବସ୍ତୁ ରଖିଲେ ଆପଣ ମାନଙ୍କ ଧନ ବୃଦ୍ଧି ହୋଇଥାଏ , ସେହି ପରି ଆପଣ ମାନଙ୍କ ଘର ର ସାମ୍ନା କବାଟ ପାଖରେ ଯଦି ଦର୍ପଣ ଲଗାନ୍ତି ତେବେ ଆପଣ ମାନଙ୍କ ଧନ ବୃଦ୍ଧି ହୁଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »
More from ନୀତିଶିକ୍ଷାMore posts in ନୀତିଶିକ୍ଷା »

Be First to Comment

Leave a Reply

Your email address will not be published. Required fields are marked *