Press "Enter" to skip to content

ଭାଈ ଭଉଣୀଙ୍କ ବାହାଘର ହୁଏ ଭାରତର ଏହି ଗାଁରେ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।-special report

ଭାଈ ଭଉଣୀଙ୍କ ବାହାଘର ହୁଏ ଭାରତର ଏହି ଗାଁରେ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।-special report

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଆଜି ଆମ ଭାରତ ଏତେ ବିକାଶଶୀଳ ହେଲେ ମଧ୍ୟ ଅନ୍ଧବିଶ୍ୱାସର ଛାପ ଏବେବି ପ୍ରଚଳିତ ଅଛି।ଯାହାକି ନ ହେବା କଥା ସବୁ ହଉଛି।ଯେଉଁଟା ଆମ ଭାରତୀୟ ପ୍ରଥା ନଥିଲେ ମଧ୍ୟ ତାହା ଅନୁଷ୍ଠିତ ହେଉଛି।ତେବେ ଭାରତ କଣ ବିକାଶ ଦିଗରେ ଅଗ୍ରସର ହେଉଛି ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ କରୁଛି।ତେବେ ଆସନ୍ତୁ ଜାଣିବା ଏମିତି ଏକ ଅନ୍ଧବିଶ୍ୱାସର କଥା ଯାହା ଆଗ ଅପେକ୍ଷା ଅଧିକ ହେଉଛି, ପ୍ରଥା ପ୍ରଚଳିତ ହେଇ ଆସୁଛି ଏବେ ଚାଲୁଛି ଓ ଆଗକୁ ଚାଲି ରହିବ ଭଳି ପ୍ରଥା।ଭାରତର ଛତିଶଗଡ଼ ରେ ରହିଥାନ୍ତି ଅନେକ ଆଦିବାସୀ ଅଧ୍ୟୁଷିତ ଲୋକମାନେ।ଯେଉଁଠି ସବୁ ଦେଖିବାକୁ ମିଳନ୍ତି ଆଦିବାସୀ ମାନେ।

ସରକାର ସେମାନଙ୍କ ପାଇଁ ନୂତନ ଗୃହ ନିର୍ମାଣ କାର୍ଯ୍ୟ,ବିଦ୍ୟାଳୟ, ଜଳ ଯୋଗାଣ କାର୍ଯ୍ୟକ୍ରମ, ସଡ଼କ ପଥ ଯୋଜନା ପ୍ରକଳ୍ପ ଆଦି ବିଭିନ୍ନ ସ୍ଥାନରେ ସୁବିଧା ଯୋଗାଇ ଦେଇଛନ୍ତି।ହେଲେ ଆଦିବାସୀ ମାନଙ୍କ ପ୍ରଥାକୁ ବନ୍ଦ କରିପାରିଲେ ନାହିଁ ଯାହା କି ଆମ ସଂସ୍କୃତି ସାପେକ୍ଷ ନୁହେଁ।ଏଠାରେ ଦୁଇ ଜାତୀୟ ଆଦିବାସୀ ଲୋକ ରୁହନ୍ତି, ପ୍ରଥମେ ଧ୍ରୁବା ଓ ଅନ୍ୟଟି କିହଲ।ଏଠାରେ ମଣିଷ ମଣିଷ ଭିତରେ ହିଁ ସମ୍ପର୍କ ଥାଏ,ଆଉ କୌଣସି ଭାଈ,ଭଉଣୀ, ଭଳି ସମ୍ପର୍କ ନାହିଁ।ଯେତେ ବେଳେ ଯିଏ ଯାହା ପ୍ରତି ମନ କଲା ତା ସହ ସମ୍ପର୍କ ରଖିପାରିବ ଏବଂ ତା ସହ ତାର ଵିଵାହ କରାଯିବ।ସେ ଭାଈ ଯଦି ଭଉଣୀ ପ୍ରତି ଭଲ ପାଇବା ବଢିଲା ତେବେ ସେମାନେ ଦୁହେଁ ଚାଂହୁଥିଲେ ବାହାଘର ହୋଇପାରିବ।ଭାଈ ଭଉଣୀ ବାହାଘର ଆମ ଭାରତୀୟ ସଂସ୍କୃତିର ସପକ୍ଷରେ ନୁହେଁ।ତେଣୁ ସରକାର ଏହି ପ୍ରଥାକୁ ବିରୋଧ କରି ପଦକ୍ଷେପ ନେଲେ ମଧ୍ୟ ଆଜିବି ଵିଵାହ ହେଉଛି।

ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *