Press "Enter" to skip to content

ଏହି 5 ଟି ଅକ୍ଷରର ପୁଅମାନଙ୍କ ଉପରେ ଝିଅମାନେ ସବୁବେଳେ ଫିଦା ଦେଖନ୍ତୁ କେଉଁମାନେ ଏବଂ କଣ ପାଇଁ ଫିଦା ହୁଅନ୍ତି

ଏହି 5 ଟି ଅକ୍ଷରର ପୁଅମାନଙ୍କ ଉପରେ ଝିଅମାନେ ସବୁବେଳେ ଫିଦା ଦେଖନ୍ତୁ କେଉଁମାନେ ଏବଂ କଣ ପାଇଁ ଫିଦା ହୁଅନ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ଭଲ ବ୍ୟକ୍ତିତ୍ୱ ଯେକ କୋଉଣସି ଝିଅକୁ ଆକର୍ଷିତ କରିଥାଏ | ଏହା ବ୍ୟତୀତ ଝିଅମାନେ କିଛି ପୁଅଙ୍କୁ ଭଲ ପାଆନ୍ତି | ଏହା ପଛରେ ତାଙ୍କ ନାମ ମଧ୍ୟ ଏକ କାରଣ ହୋଇପାରେ | ଆସନ୍ତୁ ଆଜି ଆପଣଙ୍କୁ ସେମାନଙ୍କ ଅକ୍ଷର ରେ ଜଡିତ କିଛି ନାମ କହିବା ଯାହା ଝିଅମାନଙ୍କର ପ୍ରଥମ ପସନ୍ଦ |

ଯେଉଁମାନଙ୍କର ନାମ A ଅକ୍ଷର ରୁ ଆରମ୍ଭ ହେଇଛି ସେହି ପୁଅମାନଙ୍କ କଥା କହିବାର ପ୍ରକୃତି ଏବଂ ପଦ୍ଧତି ଝିଅମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ l ଝିଅମାନେ ଏହି କାର୍ଯ୍ୟ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ସେମାନଙ୍କ ଉପରେ ଜଡିତ ହୁଅନ୍ତି l ଏହା ସହିତ, ଝିଅମାନେ A ଅକ୍ଷର ପୁଅମାନଙ୍କୁ ଶୀଘ୍ର ବିଶ୍ୱାସ କରନ୍ତି | ଏହି ଲୋକମାନେ ମଧ୍ୟ ନିଜ ସାଥୀଙ୍କ ବିଶ୍ୱାସକୁ ଭାଙ୍ଗନ୍ତି ନାହିଁ l

ବାକି 4 ଜଣଙ୍କ ନାମର ପ୍ରଥମ ଅକ୍ଷର ହେଲା K,P, R,S l ଯେଉଁମାନଙ୍କ ପ୍ରଥମ ଅକ୍ଷର ଏହି ଲେର୍ଟର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି l ଏମାନେ ଚଞ୍ଚଳ ମନର ହୋଇଥାନ୍ତି ସେଥିପାଇଁ ସମସ୍ତଙ୍କ ମନରେ ଜାଗାସୃଷ୍ଟି କରିପାରନ୍ତି l ଏମାନେ ନିରୀହ ସ୍ଵଭାଵ ର ହୋଇଥାନ୍ତି l ଜୀବନସାଥୀ ଙ୍କୁ ଖୁସିରେ ରଖିବାକୁ ଏମାନେ ଚାହାଁନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତି l ସବୁବେଳେ ଏମାନେ ତାଙ୍କ ସାଥି ସହ ସାରାଜୀବନ ବିତେଇବାକୁ ଇଚ୍ଛା ରଖିଥାନ୍ତି l

ଏମାନେ ସବୁବେଳେ ସଚୋଟ ଥାନ୍ତି l ଜୀବନସାଥୀଙ୍କୁ ବହୁତଭଲ ପାଆନ୍ତି ଏବଂ ତାଙ୍କ ପ୍ରତେକ ନିଷ୍ପତି କୁ ସଂମାନ କରନ୍ତି ଏବଂ ତାଙ୍କ ପ୍ରତିଟି କଥା ରଖିବାକୁ ଚେଷ୍ଟା କରନ୍ତି l ଏହି ନାମ ଥିବା ପୁଅ ମାନେ ସବୁବେଳେ ଅଧିକ ଭଲପାଇଥାନ୍ତି ନିଜ ଜୀବନସାଥୀ ଙ୍କୁ ଯାହାଫଳରେ ଝିଅମାନେ ଆକର୍ଷିତ ହୋଇଥାନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *