Press "Enter" to skip to content

ଏହି ୪ଟି ଗୁଣ ଥିବା ବ୍ୟକ୍ତି ହୋଇଥାନ୍ତି ମହାଦେବଙ୍କ ପ୍ରିୟ ଭକ୍ତ,ଶୀଘ୍ର ହୁଅନ୍ତି କୋଟିପତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦେବ ଙ୍କ ଦେବ ମହାଦେବ କେବେବି ନିଜ ଭକ୍ତ ମାନଙ୍କ ମଧ୍ୟରେ ପାର୍ଥକ୍ୟ କରନ୍ତି ନାହିଁ । ତାଙ୍କର ଭକ୍ତ ମାନବ ହେଉ ଅଥବା ଦାନବ ସେ ସର୍ଵଦା ନିଜ ଭକ୍ତ ଙ୍କ ରକ୍ଷା କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଲକ୍ଷଣ ସମ୍ବନ୍ଧରେ କହିବୁ ଯାହା ଯଦି କୌଣସି ବ୍ୟକ୍ତି ମଧ୍ୟରେ ପରିଲକ୍ଷିତ ହୋଇଥାଏ ସେ ସ୍ୱୟଂ ମହାଦେବ ଙ୍କ ଅଂଶ ହୋଇଥାଏ ଏବଂ ତାକୁ ସର୍ବଦା ମହଦେଵ ଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ ଯେଉଁ ବ୍ୟକ୍ତି ସର୍ବଦା ସାଧାରଣ ଜୀବନ ଯାପନ ଅତିବାହିତ କରିବାକୁ ପସନ୍ଦ କରିଥାଏ ଏବଂ କେବେବି ଅନ୍ୟ ର ଅପମାନ କରି ନଥାଏ ସେହି ବ୍ୟକ୍ତି ଉପରେ ସର୍ଵଦା ମହାଦେବ ଙ୍କ ଆଶୀର୍ବାଦ ରହିଥାଏ । ମହାଦେବ ଙ୍କ ଆଶୀର୍ବାଦ ରହିତ ବ୍ୟକ୍ତି କେବେବି ଅନ୍ୟ କୌଣସି ବ୍ୟକ୍ତି କୁ କଟୁ ଶବ୍ଦ କହି ନଥାଏ ଅଥବା ଜାଣିଶୁଣି ନିଚା ଦେଖାଇ ନଥାଏ ।

ଯେଉଁ ବ୍ୟକ୍ତି ପଶୁ ପ୍ରେମୀ ହୋଇଥାଏ ଏବଂ ନିରୀହ ପଶୁ ମାନଙ୍କ ଉପରେ ଅତ୍ୟାଚାର କରି ନଥାଏ ସେହି ବ୍ୟକ୍ତି ଙ୍କ ଉପରେ ସଦା ସର୍ବଦା ମହଦେଵ ଙ୍କ ହାତ ରହିଥାଏ । ଏହା ସହିତ ଯେଉଁ ବ୍ୟକ୍ତି ପାଖରେ ଧନ, ସଂପର୍ତ୍ତି, ଐଶ୍ୱର୍ଯ୍ୟ, ଆଦି ଥିବା ସତ୍ତ୍ୱେ ମଧ୍ୟ ସେ ଅଳ୍ପ ଅହଂକାର ମଧ୍ୟ କରି ନଥାଏ ସେହି ବ୍ୟକ୍ତି ଉପରେ ସର୍ଵଦା ମହାଦେବ ପ୍ରସନ୍ନ ରୁହନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେପରି ବୃକ୍ଷ ନିଜର ଫଳ ଖାଇ ନଥାଏ ଏବଂ ନଦୀ ନିଜର ଜଳ ପିଇ ନଥାଏ ସେହିପରି ଭାବରେ ଯେଉଁ ବ୍ୟକ୍ତି ନିଜ କଥା ନ ଭାବି ସର୍ଵଦା ପରୋପକାର କରିଥାଏ ଏବଂ ଅନ୍ୟ ଙ୍କୁ ସାହାଯ୍ୟ କରିବା ନିମନ୍ତେ ସର୍ଵଦା ତତ୍ପର ରହିଥାଏ ସେହି ବ୍ୟକ୍ତି ଙ୍କ ଉପରେ ମହାଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ ସର୍ଵଦା ମହଦେବ ଙ୍କ ଆଶୀର୍ବାଦ ରହିଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ବ୍ୟକ୍ତି ସମୃଦ୍ଧି ପ୍ରାପ୍ତ କରିବା ପରେ ମଧ୍ୟ ଗର୍ବ କରି ନଥାଏ ଏବଂ ଯେଉଁ ବ୍ୟକ୍ତି ବଳବାନ୍ ହେବା ପରେ ମଧ୍ୟ କ୍ଷମାଶୀଳ ଏବଂ କୌଣସି କମଜୋର ଉପରେ ଅତ୍ୟାଚାର କରି ନଥାଏ ସେହି ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ ହାତ ସର୍ବଦା ରହିଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ବ୍ୟକ୍ତି ନିର୍ଧନ ଦେବା ସତ୍ତ୍ୱେ ଦାନ କରିଥାଏ ଏବଂ ଯେଉଁ ବ୍ୟକ୍ତି ଜୀବନ ର କୌଣସି ପରିସ୍ଥିତି କୁ ନ ଡରି ସେହି ପରିସ୍ଥିତି ର ସାମ୍ନା କରିଥାଏ ଏବଂ କୌଣସି ଭୁଲ କାର୍ଯ୍ୟ କରି ନଥାଏ ସେହି ବ୍ୟକ୍ତି ଙ୍କ ଉପରେ ମହାଦେବ ସର୍ବଦା ପ୍ରସନ୍ନ ରୁହନ୍ତି ଏବଂ ସେହି ବ୍ୟକ୍ତି ମହାଦେବ ଙ୍କ ଆଶୀର୍ବାଦ ର ଅଧିକାରୀ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published. Required fields are marked *