ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜର ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ଚିତା ସାହୁ । ଗତ ମାର୍ଚ୍ଚ ୧ ତାରିଖ ଦିନ ଅର୍ଚିତା ଓଡିଆ ଅଭିନେତା ସବ୍ୟସାଚୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ନିଜ ବିବାହ ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।
ଅର୍ଚିତାଙ୍କ ବିବାହ ରାଜସ୍ଥାନରେ ହୋଇଥିଲା ଓ ସଂପୂର୍ଣ୍ଣ ଓଡିଆ ରୀତିନୀତି ସହ ଏହି ବିବାହ ହୋଇଥିଲା । ଅର୍ଚିତା ଓ ସବ୍ୟ ଏକା ସହ ବହୁତ ଫିଲ୍ମରେ କାମ କରିଛନ୍ତି । ଏହା ସହିତ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବେସ ପସନ୍ଦ କରିଛନ୍ତି । କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଅର୍ଚିତାଙ୍କର ଭଉଣୀଙ୍କ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଅର୍ଚିତାଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୁନ୍ଦରତା ମାମଲାରେ କୌଣସି ହିରୋଇନଙ୍କ ଠାରୁ କମ ନୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଅର୍ଚିତାଙ୍କର ବୟସ ହେଉଛି ବର୍ତ୍ତମାନ ମାତ୍ର ୩୫ ବର୍ଷ । ଅର୍ଚିତା ନିଜ ମା ଏବଂ ଭଉଣୀଙ୍କୁ ବହୁତ ଭଲ ପାନ୍ତି । ବନ୍ଧୁଗଣ ଅର୍ଚିତାଙ୍କ ଭଉଣୀଙ୍କ ନାମ ହେଉଛି ଅର୍ପିତା ସାହୁ । ଅର୍ଚିତା ନିଜ ଅର୍ପିତାଙ୍କୁ ଭଉଣୀଙ୍କୁ ବହୁତ ଭଲ ଶିକ୍ଷା ଦେଇଛନ୍ତି । ଏହା ବ୍ଯତୀତ ସେ ନିଜ ଭଉଣୀକୁ ସମସ୍ତ କ୍ଷେତ୍ରରେ ସପୋର୍ଟ ମଧ୍ୟ କରିଛନ୍ତି । ବନ୍ଧୁଗଣ ଅର୍ଚିତାଙ୍କ ବାପା ଏହି ଦୁନିଆରେ ନାହାନ୍ତି । ଅର୍ଚିତା ନିଜ ମା ଓ ନିଜ ଭଉଣୀଙ୍କ ସହ ରହୁଛନ୍ତି । ବାପା ଗଲା ପରେ ଅର୍ଚିତା ନିଜ ଘରର ସମସ୍ତ ଦଇତ୍ଵକୁ ଖୁସିରେ ଗ୍ରହଣ କରିଥିଲେ ।

ବନ୍ଧୁଗଣ ଅର୍ଚିତାଙ୍କ ଭଉଣୀ ଅର୍ପିତା ଦେଖାଯିବା ପାଇଁ ସଂପୂର୍ଣ୍ଣ ଅର୍ଚିତାଙ୍କ ପରି । ସେ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କର ସୁନ୍ଦରତାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଅର୍ପିତା ଅଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବା ପାଇଁ ଇଛା ପ୍ରକାଶ କରିଥିଲେ ହେଲେ ଅର୍ଚିତା ନିଜ ଭଉଣୀଙ୍କୁ ଅଲିଉଡକୁ ଆସିବା ପାଇଁ ମନା କରିଦେଇଥିଲେ ।
ତେଣୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ଅର୍ଚିତାଙ୍କ ଭଉଣୀ MBA ସାରିବା ପରେ ଏକ ନୂଆ ବିଜନେସରେ ପାଦ ଦେଇଛନ୍ତି । ଅର୍ଚିତାଙ୍କ ଭଉଣୀ ବହୁତ ସରଳ ସ୍ଵଭାବର ଝିଅ ଅଟନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚିତାଙ୍କ ଭଉଣୀ ଅର୍ପିତା ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ
Be First to Comment