Press "Enter" to skip to content

ମଣିଷ ସର୍ବପ୍ରଥମେ କେଉଁ ପ୍ରାଣୀର କ୍ଷୀର ପିଇଥିଲା? 99% ଲୋକ ଜାଣନ୍ତି ନାହିଁ ଉତ୍ତର

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏକ ଏମିତି ଧର୍ମର ନାମ କୁହନ୍ତୁ ଯାହାକୁ ଆଗରୁ ପଢିଲେ ବା ପଚାରୁ ପଢିଲେ ତାର ନାମ ପରିବର୍ତ୍ତନ ହୁଏ ନାହିଁ ?

ଉତ୍ତର- ଇସାଇ ଧର୍ମ

୨. ଆପଣ ଯେତେ ଆଗକୁ ବଢି ବଢି ଯିବେ ତାହା ସେତେ ଅଧିକ ପଛରେ ରହିଯିବ, କୁହନ୍ତୁ ତାହା କଣ ଅଟେ ?

ଉତ୍ତର- କଦମ

୩. ଏକ ଏମିତି ଦେଶର ନାମ କୁହନ୍ତୁ ଯାହା A ରୁ ଆରମ୍ଭ ହେଉଥିବ ଏବଂ Aରୁ ଶେଷ ହେଉଥିବ ?

ଉତ୍ତର- ଆମେରିକା

୪. ପୁରା ଜୀବନରେ ମଣିଷ ଶରୀରର କେଉଁ ଦୁଇଟି ଅଙ୍ଗ ବଢି ବଢି ଯାଇଥାଏ ?

ଉତ୍ତର- ନାକ ଓ କାନ ବଢି ଥାଏ ।

୫.ଭୁପୃଷ୍ଟରେ ଥିବା ସବୁଠାରୁ ବଡ ପ୍ରାଣୀର ନାମ କଣ ?

ଉତ୍ତର- ଆଫ୍ରିକା ହାତୀ ହେଉଛି ସବୁଠାରୁ ବଡ ।

୬. କେଉଁ ଦେଶରେ ଗାଈ ପେଟକୁ ରଡରେ ମ-ରା ଯାଇଥାଏ ?

ଉତ୍ତର- ଆମେରିକା ଦେଶରେ ଗାଈର ପେଟକୁ ରଡରେ ମ-ରାଯାଇଥାଏ ।

୭. ଭାରତର କେଉଁ ରାଜ୍ୟର ଝିଅମାନେ ଧୂ-ମ୍ର-ପା-ନ କରିନଥାନ୍ତି ?

ଉତ୍ତର- ପଞ୍ଜାବ ଦେଶରେ ଝିଅ ମାନେ ଧୂ-ମ୍ର-ପା-ନ କରିନଥାନ୍ତି ।

୮. ଭାରତ ଦେଶରେ ସବୁଠାରୁ ଅଧିକ ଧନୀ ଗୁଜୁରାତି ମାନେ କାହିଁକି ଅଟନ୍ତି ?

ଉତ୍ତର- କାରଣ ଗୁଜୁରାଟରେ ବ୍ୟାପାର ହୋଇଥାଏ ସେଥିପାଇଁ ।

୯. ଦୁନିଆରେ ସବୁଠାରୁ ଅଧିକ ସୋରିଷ ତେଲ କେଉଁ ଦେଶରେ ଲୋକ ବ୍ୟବହାର କରିଥାନ୍ତି ?

ଉତ୍ତର- ଭାରତ ଦେଶର ଲୋକମାନେ ସବୁଠାରୁ ଅଧିକ ସୋରିଷର ବ୍ୟବହାର କରିଥାନ୍ତି ।

୧୦. ଭାରତର କେଉଁ ରାଜ୍ୟର ଲୋକମାନେ ଝିଅ ମାନଙ୍କୁ ସବୁଠାରୁ ଅଧିକ କଲେଜକୁ ପଠାଇ ଥାନ୍ତି ?

ଉତ୍ତର- ବିହାର ରାଜ୍ୟର ଲୋକମାନେ

୧୧. ଦୁନିଆର ସବୁଠାରୁ ମହଙ୍ଗା ପ୍ରାଣୀର ନାମ କଣ ?

ଉତ୍ତର- ରେସରେ ଥିବା ଘୋଡା ।

୧୨. ଲୋକମାନେ ସର୍ବ ପ୍ରଥମେ କେଉଁ ପ୍ରାଣୀର କ୍ଷୀର ପ୍ରଥମେ ପିଇ ଥିଲେ ?

ଉତ୍ତର- ଛେଳି କ୍ଷୀର ପ୍ରଥମେ ପିଇ ଥିଲେ ।

୧୩. ଏମିତି କଣ ଅଛି ଯାହା କେବଳ ଦିନରେ ରହିଥାଏ ହେଲେ ରାତିରେ ରହିନଥାଏ ?

ଉତ୍ତର- ସୂର୍ଯ୍ୟ କେବଳ ଦିନରେ ରହିଥାନ୍ତି ଓ ସନ୍ଧ୍ୟା ସମୟରେ ସେ ଅସ୍ତ ହୋଇଯାଇଥାନ୍ତି ।

୧୪. ଦୁନିଆରେ ସବୁଠାରୁ ଅଧିକ ଗତିରେ ଉଡୁଥିବା ପକ୍ଷୀର ନାମ କଣ ?

ଉତ୍ତର- ପାରାଗ୍ରୀନ ପକ୍ଷୀ

୧୫. ଦୁନିଆରେ ସବୁଠାରୁ ପୁରୁଣା ଆମ୍ବ ଗଛ କେଉଁ ସ୍ଥାନରେ ଅଛି ?

ଉତ୍ତର- ଲଖନୌରେ ଅଛି

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published.