Press "Enter" to skip to content

କେବଳ ସଚ୍ଚା ହନୁମାନ ଭକ୍ତ ହିଁ ଦେଖନ୍ତୁ, 24 ଘଣ୍ଟାରେ ହିଁ ଦୂର ହେଇଯିବ ଆପଣଙ୍କର ସବୁ ସମସ୍ଯା, ନିଜେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମଙ୍ଗଳବାର ଦିନ କୁ ଭଗବାନ ହନୁମାନ ଙ୍କ ଦିନ ହୋଇଥାଏ । ଏହି ଦିନ ବଜରଙ୍ଗୀବଲୀ ଙ୍କୁ ପୂର୍ଣ୍ଣ ରୂପରେ ସମର୍ପଣ ଥାଏ । ମଙ୍ଗଳବାର ଏବଂ ଶନିବାର ଏହି ଦୁଇଟି ଦିନ ଭଗବାନ ହନୁମାନ ଙ୍କ ଆରାଧନା କରିବା ନିମନ୍ତେ ଶ୍ରେଷ୍ଠ ଦିନ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ଯେଉଁ କାର୍ଯ୍ୟ ଗୁଡ଼ିକୁ ମଙ୍ଗଳବାର ଦିନ କରିବା ଆଦୌ ଉଚିତ ନୁହେଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ କହିବୁ ଯାହା ମଙ୍ଗଳବାର ଦିନ କରିବା ଦ୍ୱାରା ବଜରଙ୍ଗବଲୀ ରୁଷ୍ଟ ହୋଇଥାନ୍ତି । ଏହି କାର୍ଯ୍ୟ ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ।

 ବନ୍ଧୁଗଣ ପ୍ରଥମତଃ, କେବେବି ମଙ୍ଗଳବାର ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନରେ ସମ୍ୱନ୍ଧ ସ୍ଥାପନ କରିବା ଦ୍ଵାରା ଭଗବାନ ହନୁମାନ ଙ୍କ କ୍ରୁର ଦୃଷ୍ଟି ପଡ଼ିଥାଏ । ଯଦି ଆପଣ ବଜରଙ୍ଗୀବଲୀ ଙ୍କ କ୍ରୁର ଦୃଷ୍ଟି ରୁ ବଂଚିବା କୁ ଚାହାନ୍ତି ତେବେ କେବେବି ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ସନ୍ତାନ କିନ୍ନର ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ।

ବନ୍ଧୁଗଣ ଦ୍ବିତୀୟତଃ, ମଙ୍ଗଳବାର ଦିନ କେବେବି କ୍ଷୀର ରୁ ତିଆରି ମିଠା କିଣନ୍ତୁ ନାହିଁ । କ୍ଷୀର ଚନ୍ଦ୍ରମା ଗ୍ରହର କାରକ ଅଟେ । ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଗ୍ରହ ଅଟନ୍ତି । ତେଣୁ ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ କ୍ଷୀର ରୁ ତିଆରି ମିଠା ତଥା ସାମଗ୍ରୀ କିଣନ୍ତୁ ନାହିଁ ଏବଂ ବ୍ୟବହାର କରନ୍ତୁ ନାହିଁ ।

ବନ୍ଧୁଗଣ ତୃତୀୟତଃ, ମଙ୍ଗଳବାର ଦିନ କେବେବି ଲୁହା ନିର୍ମିତ ବସ୍ତୁ କିଣନ୍ତୁ ନାହିଁ । ଶନିବାର ଦିନ ଭଳି ମଙ୍ଗଳବାର ଦିନ ମଧ୍ୟ ଲୁହା ନିର୍ମିତ ବସ୍ତୁ କିଣିବା ଦ୍ବାରା ଅଶୁଭ ହୋଇଥାଏ । ଏହା ସହିତ ଷ୍ଟିଲ ଏବଂ ଧାରୁଆ ବସ୍ତୁ ମଧ୍ୟ ମଙ୍ଗଳବାର ଦିନ ଆଦୌ କିଣନ୍ତୁ ନାହିଁ । କୌଣସି ବ୍ୟକ୍ତି ଙ୍କୁ ମଙ୍ଗଳବାର ଦିନ ନଖ ଓ ଚୁଟି କାଟିବା ମଧ୍ୟ ଉଚିତ ନୁହେଁ । ନଚେତ ଭଗବାନ ବଜରଙ୍ଗବଲୀ କ୍ରୋଧିତ ହୋଇଥାନ୍ତି ।

ବନ୍ଧୁଗଣ ଚତୁର୍ଥତଃ, କେବେବି ମଙ୍ଗଳବାର ଦିନ ଶୃଙ୍ଗାର ସାମଗ୍ରୀ କିଣିବା ଉଚିତ ନୁହେଁ । କାରଣ ସୌନ୍ଦର୍ଯ୍ୟ ପ୍ରସାଧନ କିଣିବା ନିମନ୍ତେ ସୋମବାର ଏବଂ ଶୁକ୍ରବାର ଦିନ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହା ସହିତ ମଙ୍ଗଳବାର ଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଆଦୋୖ ଉଚିତ ନୁହେଁ । ଏହି ଦିନ ଲାଲ ରଙ୍ଗ ର ପୋଷାକ ପିନ୍ଧିବା ଦ୍ଵାରା ମଙ୍ଗଳ ଦୋଷ ର ପ୍ରଭାବ କମ ପଡ଼ିଥାଏ ।

ବନ୍ଧୁଗଣ ପଞ୍ଚମତଃ, ମଙ୍ଗଳବାର ଦିନ ମାଛ,ମାଂସ ଏବଂ ମ-ଦ ରୁ ଦୁରେଇ ରୁହନ୍ତୁ । ଏହି ଦିନ ଯେଉଁ ବ୍ୟକ୍ତି ମାଂସ ଓ ମ-ଦି-ରା ର ସେବନ କରିଥାଏ ବଜରଙ୍ଗବଲୀ ସେହି ବ୍ୟକ୍ତି ଉପରେ କ୍ରୋଧିତ ହୋଇଥାନ୍ତି ଏବଂ ତା’କୁ ବର୍ବାଦ କରି ଦେଇଥାନ୍ତି । ତେଣୁ ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ ମାଛ, ମାଂସ ଏବଂ ମ-ଦ ର ସେବନ କରନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

More from ରାଶିଫଳMore posts in ରାଶିଫଳ »

Be First to Comment

Leave a Reply

Your email address will not be published. Required fields are marked *