Press "Enter" to skip to content

ଭୁବନେଶ୍ୱର ରାସ୍ତା ଘାଟରେ ଉତ୍ପାତ କରୁଛନ୍ତି ଦେହ ଜୀବୀ,ଫ୍ରି ରେ ଦେଖାଉଛନ୍ତି ପ୍ରାଇଭେଟସ ଅଙ୍ଗ

ଭୁବନେଶ୍ୱର ରାସ୍ତା ଘାଟରେ ଉତ୍ପାତ କରୁଛନ୍ତି ଦେହ ଜୀବୀ,ଫ୍ରି ରେ ଦେଖାଉଛନ୍ତି ପ୍ରାଇଭେଟସ ଅଙ୍ଗ

ଓଡିଶାର ରାଜଧାନୀ ଭୁବନେଶ୍ବର ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦେହଜୀବୀଙ୍କ ଉତ୍ପାତ। କେତେବେଳେ ଗ୍ରାହକଙ୍କ ସହ ଝଗଡା ତ କେତେବେଳେ ବାଡ଼ିଆ ପିଟା ଓ ଚୋରି। ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏବେ ଏହି ଦେହଜୀବୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି।

ସେହିପରି ଏକ ଘଟଣା ଗତ ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଛି, ଏଥର କିନ୍ତୁ ସେମାନଙ୍କ କବଳରେ ପଡିଛନ୍ତି ଖୋଦ ପୋଲିସ। ଏହି ଖବର ମୁତାବକ ଅଶୋକ ନଗର ଅଞ୍ଚଳରେ କେତେକ ଦେହଜୀବୀ ନିଜ ନିଜ ଭିତରେ ଝଗଡା କରୁଥିଲେ, ଉକ୍ତ ଅଞ୍ଚଳରେ ଥିବ ପିସିଆର୍ ଭ୍ୟାନ ସେମାନଙ୍କୁ ଘଉଡାଇଥିଲା।

କିନ୍ତୁ ଏହାପରେ ପୁଣି ବିଳମ୍ବିତ ରାତିରେ ସେମାନେ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡରେ ପୁଣି ଝଗଡା କରିବାରୁ କ୍ୟାପିଟାଲ ଥାନା ପୋଲିସ ସେଠାରେ ପହଞ୍ଚିଥିଲା, କିନ୍ତୁ ଏଥର ଦେହଜୀବୀ ମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ପୋଲିସ ଭ୍ୟାନ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ପୋଲିସ କର୍ମଚାରୀ ଅଳ୍ପକେ ବର୍ତିଯାଇଛନ୍ତି। ଏହି ଘଟଣା ରେ ପୋଲିସ ଏକ ମାମଲା ରୁଜୁ କରିଛି କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରିପାରିନାହିଁ। ତବେ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ପକ୍ଷରୁ ଦାବି କରାଯାଇଛି।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *