ମାଛି ମୁଁହରେ କେତୋଟି ଦାନ୍ତ ଥାଏ? IAS ଇଣ୍ଟରଭିୟୁ ପ୍ରଶ୍ନ ,99% ଲୋକ ଫେଲ
ଆଜିର ସମୟରେ, ପ୍ରାୟ ପ୍ରତ୍ୟେକ ଯୁବକ ତାଙ୍କ ଜୀବନରେ IAS ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି ଏବଂ ଏହି ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି ଅନ୍ୟପକ୍ଷରେ UPSC ପରୀକ୍ଷାକୁ ଆମ ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ମଧ୍ୟ ବିବେଚନା କରାଯାଇଥାଏ।
ତେବେ IAS ଅଧିକାରୀ ହେବାପାଇଁ ହେଉଥିବା UPSC ଇଣ୍ଟରଭିୟୁ ରେ ଏଭଳି କେତୋଟି ପ୍ରଶ୍ନ ପଚରା ଯାଇଥାଏ। ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ। ତେବେ ଅସନ୍ତୁ ଜାଣିବା ଏହିଭଳି କେତୋଟି ପ୍ରଶ୍ନ ଏବଂ ଏହାର ଉତ୍ତର ବିଷୟରେ:-
୧.ପ୍ରଶ୍ନ-ପୁରୁଷ ମାନଙ୍କର କେଉଁ ଜିନିଷ ବଢ଼ିଥାଏ କିନ୍ତୁ ମହିଳାଙ୍କର ବଢିନଥାଏ?
ଉତ୍ତର:- ଦାଢ଼ି ଏବଂ ନିଶ।
୨.ପ୍ରଶ୍ନ – ମାଛିର ପାଟିରେ କେତେ ଦାନ୍ତ ଅଛି?
ଉତ୍ତର- ମାଛିର ପାଟିରେ ଦାନ୍ତ ନାହିଁ। ସେ କେବଳ ନିଜର ପତଳା ଜିଭରେ ଖାଦ୍ୟ ଶୋଷି ଖାଇଥାଏ।
୩.ପ୍ରଶ୍ନ- ରାଜା ଆକବର ପୂର୍ବ ଦିଗ ଦ୍ୱାରରୁ ନମାଜ ପଢ଼ିବା ପାଇଁ ଜାମା ମସଜିଦକୁ ଯାଉଥିଲେ, ତେବେ ସେ କେଉଁ ଦ୍ୱାରରୁ ସେଠାରୁ ଫେରିଲେ?
ଉତ୍ତର – ଆକବରଙ୍କ ସମୟରେ ଜାମା ମସଜିଦ ହିଁ ନଥିଲା।
୪.ପ୍ରଶ୍ନ – ଦୁଇଟି ଯାଆଁଳା ଶିଶୁ ମଇ ରେ ଜନ୍ମ ହୋଇଥିଲେ କିନ୍ତୁ ସେମାନଙ୍କର ଜନ୍ମ ତାରିଖ ଜୁନ୍ ମାସରେ ଆସେ, କିପରି?
ଉତ୍ତର – ମଇ ଆମେରିକାର ଏକ ସହର ଅଟେ।
୫.ପ୍ରଶ୍ନ: କ୍ଷେତ୍ରଫଳ ହିସାବରେ ଦେଖିଲେ ଭାରତର ସବୁଠାରୁ ବଡ ରାଜ୍ୟ କେଉଁଟି ଅଟେ?
ଉତ୍ତର: କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ଭାରତର ବୃହତ୍ତମ ରାଜ୍ୟ ଭାବରେ ପରିଗଣିତ ହୋଇଥାଏ।
୬.ପ୍ରଶ୍ନ: ଭାରତରେ ପ୍ରଥମ ଥର ପାଇଁ ଟ୍ରେନ୍ କେବେ ଚାଲିଥିଲା?
ଉତ୍ତର: ଭାରତରେ ପ୍ରଥମେ ଟ୍ରେନ୍ ୧୯୫୩ ମସିହାରେ ଚାଲିଥିଲା।
୭.ପ୍ରଶ୍ନ: ଚା ର ବ୍ୟବହାର ଏବଂ ଉତ୍ପାଦନରେ ବିଶ୍ୱର କେଉଁ ଦେଶ ପ୍ରଥମ ସ୍ଥାନରେ ରହିଛି?
ଉତ୍ତର: ଚା ର ବ୍ୟବହାର ଏବଂ ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନ ରେ ରହିଛି ବୋଲି ବିବେଚନା କରାଯାଏ।
Be First to Comment