Press "Enter" to skip to content

ହ-ସ୍ତ ମଥୁନ ପୁରୁଷଙ୍କ ପାଇଁ ବିପଦ,ବିବାହ ପରେ ଭବିଷ୍ୟତ ହୋଇଯାଏ ଅନ୍ଧାର

ହ-ସ୍ତ ମଥୁନ ପୁରୁଷଙ୍କ ପାଇଁ ବିପଦ,ବିବାହ ପରେ ଭବିଷ୍ୟତ ହୋଇଯାଏ ଅନ୍ଧାର

ସୁସ୍ଥ ଯୌନ ଜୀବନ ଆଶା କରୁଥିବା ପ୍ରତିଟି ପୁରୁଷ ଏବଂ ମହିଳାଙ୍କ ପାଇଁ ଜାଣିବା ଜରୁରୀ  । ବିଳମ୍ବ ନ କରି ନିଜେ ପଢ଼ନ୍ତୁ ଏବଂ ଅନ୍ୟଙ୍କୁ ମଧ୍ୟ ଏହା ସେୟାର କରି ପଢ଼ିବାକୁ କୁହନ୍ତୁ ।

ଆପଣ ଜାଣନ୍ତି ଶୁକ୍ର ତାରଲ୍ୟ ତଥା ଧ୍ଵଜଭଙ୍ଗ ଭଳି ଯୌନରୋଗ ଦେଖାଦେଇ ସଂପୂର୍ଣ୍ଣ ରୂପେ ପୁରୁଷତ୍ତ୍ଵହାନି ଘଟାଇଥାଏ । ଏଣୁ ଏଥିରୁ ବିରତ ରହିବାକୁ ଚାହୁଁଥିଲେ ବିବାହିତା ହୋଇଥିଲେ ସପ୍ତାହରେ ଥରେ ସହବାସ କରିବା ଉଚିତ୍ । ସହବାସ ଶକ୍ତି ଫେରାଇ ଆଣିବା ପାଇଁ ସଂଞ୍ଜମ ଓ ବ୍ରହ୍ମଚର୍ଯ୍ୟ ପାଳନ କରିବା ଏକାନ୍ତ ଆବଶ୍ୟକ । ପଞ୍ଚାଜ୍ଞାନନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ ଓ ମନକୁ ସର୍ବଦା ଭଗବତ୍ ପଦାରବିନ୍ଦ୍ରରେ ସମର୍ପଣ କରି ଈଶ୍ଵରଙ୍କୁ ପ୍ରାର୍ଥନା କରିବା ଉଚିତ୍ । ଭୋଜନ ପରେ ଓ ଋତୁକାଳରେ ସମ୍ଭୋଗ କରିବା ବେଶ୍ୟା ତଥା ବହୁପୁରୁଷ ଭାଗ୍ୟ ନାରୀ ମାଙ୍କଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ । ଏହାଦ୍ଵାରା ଟନ- ମନ -ଧାନ ତିନୋଟି ବିଷୟ କ୍ଷୟ ହୋଇଥାଏ । ସର୍ବଦା କୁସଙ୍ଗ ବର୍ଜନ କରି ମନକୁ ପ୍ରଫୁଲ୍ଲ ଓ ସାନ୍ତ ରଖିବା ଉଚିତ୍ । ଇନ୍ଦ୍ରିୟକୁ ଧୋଇ ପରିଷ୍କାର କରି ଶୟନ କକ୍ଷକୁ ଯିବା ଉଚିତ୍ । ମଳମୂତ୍ରର ବେଗ ରୋଧ କରିବା ଉଚିତ୍ ନୁହେଁ । ଅଶ୍ଳୀଳତା ଓ ଅଷ୍ଟାଙ୍ଗ ମୈଥନ ଠାରୁ ସର୍ବଦା ଦୂରେଇ ରହିବା ଉଚିତ୍ ।

ଶୁକ୍ର ତରଲ୍ୟୁର ସୃଷ୍ଟି ହେଉଥିବା ଧ୍ଵଜଭଙ୍ଗ ଏକ ମାରାତ୍ମକ ପୁରୁଷତ୍ଵହାନି ଯୌନରୋଗ । ଏହା ପ୍ରତି ପ୍ରତ୍ୟେକ ପୁରୁଷ ସତର୍କ ରହିବା ସହିତ ଆୟୁର୍ବେଦ ଚିକିତ୍ସାରେ ବର୍ଣ୍ଣିତ ନିୟମ ଆଚରଣ ମାନି ଚାଲିଲେ ଶୁକ୍ର ଅପବ୍ୟୟାରୁ ମୁକ୍ତ ହୋଇ ଶୁକ୍ର ସଞ୍ଚୟ ହୁଏ ଓ ଶୁକ୍ର ଗାଢ ହୋଇ ଶୁକ୍ରକୀଟ ବଳବାନ ହୁଏ । ଫଳରେ କ୍ଷୁଧା ବୃଦ୍ଧିହୋଇ ଖାଦ୍ୟା ଯଥାରୀତି ହଜମ ହୁଏ ଏବଂ ସପ୍ତଧାତୁର ପରିପୁଷ୍ଟି ହୋଇ ଶରୀରରେ ବଳବୀର୍ଯ୍ୟ ତେଜକାନ୍ତି ପ୍ରସ୍ଫୁଟିତ ହୋଇଥାଏ ।

More from ସ୍ଵାସ୍ଥ୍ୟMore posts in ସ୍ଵାସ୍ଥ୍ୟ »

Be First to Comment

Leave a Reply

Your email address will not be published. Required fields are marked *