ନା-ରୀ ମାନଙ୍କ ବଡ଼ ଅ-ଙ୍ଗ ପୁରୁଷ ମାନଙ୍କ କେଉଁ କାମରେ ଲାଗେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ
ସ୍ତନକୁ ନେଇ ଆପଣଙ୍କ ମନରେ ହଠାତ କଣ ଜିଜ୍ଞାସା ଜାତ ହୁଏ? ଶିଶୁକୁ କ୍ଷୀର ନା ଆଉ କିଛି । ପୁରୁଷକୁ ଆକର୍ଷିତ କରିବା ପାଇଁ ନାରୀ ଶରୀରର ସ୍ତନ ଯେତିକି କାମ କରେ ତାଠାରୁ ଅଧିକ କାମ ବା ମୁଖ୍ୟ କାମ ହେଉଛି ସନ୍ତାନକୁ ସ୍ତନ୍ୟପାନ କରାଇବା । ଜାଣନ୍ତୁ ସ୍ତନକୁ ନେଇ ଟିକିନିଖି ଖବର।
ଶିଶୁର ଖାଦ୍ୟ ଦୁଧ ତିଆରି କରି ତାହାକୁ ଖାଦ୍ୟ ଯୋଗାଣ କରିବା ହେଉଛି ସ୍ତନର ମୁଖ୍ୟ କାମ । ଉପଯୁକ୍ତ ଦୁଧ ପ୍ରସ୍ତୁତ କରିବା ନିମନ୍ତେ ସ୍ତନ ଅଧିକ ଉତ୍ତାପ ଆବଶ୍ୟକ କରେ ଯାହା ତାହାର ଗୋଲ ଆକାର ଯୋଗୁ ସମ୍ଭବ ହୁଏ । ଏହି ଆକାର ଯୋଗୁ ଉତ୍ତାପ ଅଧିକ ରହେ । ନବଜାତ ଶିଶୁ ସ୍ତନ୍ୟପାନ ସମୟରେ ଏହି ଗୋଲାକାର ଯୋଗୁ ଶ୍ଵାସରୁଦ୍ଧ ହୁଏ ନାହିଁ । ସିମ୍ପାଞ୍ଜି ଭଳି ସମତଳ ଛାତି ହେଲେ ଶିଶୁର ନାକ ଚାପି ହୋଇଯାଆନ୍ତା । ଅନ୍ୟ ପ୍ରାଣୀମାନଙ୍କର ପାଟି ଗୋଜିଆ ହୋଇ ଆଗକୁ ବାହାରି ଥିବାରୁ ଚଟକା ଛାଟି ଥିଲେ ମଧ୍ୟ କିଛି ଅସୁବିଧା ହୁଏ ନାହିଁ । ଶିଶୁ ମୁହଁ ଗଠନ ଯୋଗୁ ସ୍ତନର ଆକାର ଗୋଲାକାର ହୋଇଛି ।
ଗର୍ଭାଧାନ ଓ ପ୍ରସବ ପରବର୍ତ୍ତୀ ସମୟରେ ଦୁଧ ତିଆରି ହେବା ଛଡ଼ା ଅନ୍ୟ ସମୟରେ ମଧ୍ୟ ଦୁଧ ତିଆରି ହୁଏ ଯେପରି ମାନସିକ ରୋଗ ନିମନ୍ତେ ଦିଆଯାଉଥିବା କେତେକେ ଔଷଧର ପାର୍ଶ୍ଵକ୍ରିୟା ଯୋଗୁ ସ୍ଵତଃ ଦୁଧସ୍ରାବ ବା ଗାଲାକ୍ଟୋରିଆ (galactorrhea) ହୁଏ, ଅତ୍ୟଧିକ ଶାରୀରିକ ଚାପ, ଏଣ୍ଡୋକ୍ରାଇନ ରୋଗ ଯୋଗୁ ହୁଏ । ସଦ୍ୟଜାତ ଶିଶୁର ସ୍ତନରୁ ମଧ୍ୟ ଦୁଧ କ୍ଷରଣ ହୁଏ କାରଣ ମାତୃଗର୍ଭରେ ଥିବାବେଳେ ମାଆ ଦେହରେ ପ୍ରବାହିତ ପ୍ରୋଲାକ୍ଟିନ ଓ ଅକ୍ସିଟୋସିନ ଭଳି ହରମୋନ ଶିଶୁ ଦେହରେ ମଧ୍ୟ ପ୍ରବାହିତ ହେଉଥାଏ । ପୁରୁଷମାନଙ୍କ ଦେହରେ ସ୍ତନ ଥିଲେ ମଧ୍ୟ ପୁଂ-ହରମୋନ ଟେସ୍ଟୋସ୍ଟେରନ ହରମୋନ ଯୋଗୁ ଦୁଧ ତିଆରି ସମ୍ଭବ ହୁଏ ନାହିଁ । ଯଦି ପୁରୁଷର ସ୍ତନରୁ ଦୁଧ ବାହାରେ ତେବେ ତାହା ପିଟିଇଟାରି ଗ୍ଲାଣ୍ଡର କୌଣସି ରୋଗ ଯୋଗୁ ହୁଏ ।

ମହିଳା ମୃତ୍ୟୁ କାଋଣ ମଧ୍ୟରୁ ସ୍ତନ କର୍କଟ ରୋଗ ଏକ ମୂଖ୍ୟ କାରଣ ଅଟେ । ଏହା ବ୍ୟତିତ ମାସ୍ଟାଇଟିସ, ମାସ୍ଟାଲଜିଆ ଓ ଫାଇବ୍ରୋସିସ୍ଟିକ ପରିବର୍ତ୍ତନ ଇତାଦି ଅନେକ ରୋଗ ହୁଏ ।
Be First to Comment