ଜୀବନରେ କିଛି ଏମିତି ଛୋଟ ଛୋଟ କଥା ଯାହା ବିଷୟରେ ଜାଣିବାକୁ ଆମେ ଏତେ ଆଗ୍ରହ କରିନଥାଉ ଯାହା ପାଇଁ ପରେ ଆମକୁ ଦରକାର ପଡିଥାଏ। କିଛି ସାଧାରଣ ପ୍ରଶ୍ନର ଉତ୍ତର ପାଇଁ ବେଳେ ବେଳେ ଆମେ ଇଣ୍ଟରଭ୍ୟୁରେ ପାସ ହୋଇପାରୁନା। ସେଥିପାଇଁ ଆଜି ଆପଣଙ୍କ ପାଇଁ ଏମିତି ହିଁ କିଛି ସାମାନ୍ୟ ପ୍ରଶ୍ନ ଓ ତାର ଉତ୍ତର ସମ୍ପର୍କରେ ଆଲୋଚନା କରିବା ଯାହା ଆପଣଙ୍କ କାମରେ ଆସିପାରେ।
୧) ମଧ୍ୟ ପ୍ରଦେଶରେ କେଉଁ ପସଲ ଅଧିକ ଚାଷ ହେଉଥାଏ?
ଉତ୍ତର: ସୋୟାବିନ୍
୩) କମ୍ପ୍ୟୁଟରର ଆଇସି ଚିପ୍ କେଉଁ ପଦାର୍ଥରେ ନିର୍ମିତ?
ଉତ୍ତର: ସିଲିକନ୍
୪) ଏକ ବର୍ଷରେ କେତେ ସପ୍ତାହ ହୋଇଥାଏ?
ଉତ୍ତର: ୫୨ ସପ୍ତାହ ୧ ଦିନ
୫) ମନୁଷ୍ୟର କୋଉ ଅଙ୍ଗ କେବେବି ନଷ୍ଟ ହୋଇନଥାଏ?
ଉତ୍ତର: ନଖ
୬) ସ୍ୱତନ୍ତ୍ର ଭାରତର ପ୍ରଥମ କାନୁନ ମନ୍ତ୍ରୀ କିଏ ଥିଲେ?
ଉତ୍ତର: ବି ଆର୍ ଆମ୍ବେଦକର
୭) କେଉଁ ରାଜ୍ୟରେ ସର୍ବାଧିକ ଲୋକସଭା ଆସନ ଅଛି?
ଉତ୍ତର: ଉତ୍ତର ପ୍ରଦେଶ
୮) ବିଶ୍ଵରେ ପ୍ରଥମ ରେଳ କେଉଁ ଦେଶରେ ଚାଲିଥିଲା?
ଉତ୍ତର: ଇଂଲଣ୍ଡ
୯) ମରାଠା ସାମ୍ରାଜ୍ୟର ସଂସ୍ଥାପକ କିଏ ଥିଲେ?
ଉତ୍ତର: ଶିବାଜୀ
Be First to Comment