Press "Enter" to skip to content

ଦ୍ରୌପଦୀଙ୍କ ଚତୁର୍ଥୀର ରହସ୍ୟ, ୫ଜଣ ସ୍ବାମୀଙ୍କ ସହ କିପରି ଥିଲା ଦ୍ରୌପଦୀଙ୍କ ଚଉଠି ରାତି, ଜାଣି ଆଶ୍ଚର୍ଯ୍ୟ ହେବେ

ଦ୍ରୌପଦୀଙ୍କ ଚତୁର୍ଥୀର ରହସ୍ୟ, ୫ଜଣ ସ୍ବାମୀଙ୍କ ସହ କିପରି ଥିଲା ଦ୍ରୌପଦୀଙ୍କ ଚଉଠି ରାତି, ଜାଣି ଆଶ୍ଚର୍ଯ୍ୟ ହେବେ

ମହାଭାରତ ବିଶ୍ୱର ସବୁଠାରୁ ବିଶାଳ ଗ୍ରନ୍ଥ। ମହାଭାରତରେ ଏମିତି ଅନେକ ଘଟଣା ଉଲ୍ଲେଖ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି। ଏମିତି ଏକ ଘଟଣା ଦ୍ରୌପଦୀଙ୍କ ସହ ମଧ୍ୟ ଜଡିତ ଯାହାକୁ ଅନେକ ଲୋକେ ଜାଣିନାହାନ୍ତି। ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ର ଅତ୍ୟନ୍ତ ବିଚିତ୍ର ଏବଂ ରୋମାଞ୍ଚକର। ଦ୍ରୌପଦୀଙ୍କ ଜନ୍ମ ଅଗ୍ନିରୁ ହୋଇଥିଲା। ସେଥିପାଇଁ ତାଙ୍କୁ ଅଗ୍ନି କନ୍ୟା ମଧ୍ୟ କୁହାଯାଇଥାଏ। ଦ୍ରୌପଦୀଙ୍କ ୫ ଜଣ ସ୍ୱାମୀ ଥିଲେ। ଯେଉଁଥିପାଇଁ ତାଙ୍କୁ ପାଞ୍ଚାଳି ମଧ୍ୟ କୁହାଯାଏ।

କିପରି ଭାବରେ ମାତା କୁନ୍ତୀ ଙ୍କ କଥା ରକ୍ଷା କରିବାକୁ ଦ୍ରୌପଦୀ ଙ୍କୁ ବାଣ୍ଟିବାକୁ ବାଧ୍ୟ ହୋଇଥିଲେ ପାଣ୍ଡବମାନେ, ତେବେ ଯେବେ ମାତା କହିଥିଲେ କି ଯାହା ବି ଆଣିଛ ନିଜ ଭିତରେ ବାଣ୍ଟି ଦିଆ ଏବଂ ପରେ ପ୍ରକୁତ କଥା ଜାଣିଲା ପରେ ମା ଯୁଧିଷ୍ଟିର ଙ୍କୁ ଏହାର ସମାଧାନ ବାହାର କରିବାକୁ କହିଥିଲେ।

କିନ୍ତୁ ଯୁଧିଷ୍ଟିର ଙ୍କ ପାଖରେ କିଛି ସମାଧାନ ନଥିବାରୁ ସମସ୍ତେ ଦ୍ରୁପଦ ଙ୍କ।ପାଖକୁ ଗଲେ,ସେଠାରେ ଦ୍ରୁପଦ ମଧ୍ୟ ଚିନ୍ତା ରେ ପଡିଗଲେ। ତେବେ ସେ ସଭା ରେ ଥିବା ପ୍ରଭୁ ଶ୍ରୀ କୃଷ୍ଣ ଓ ବ୍ୟାସ ଋଷି ଙ୍କୁ ଏହାର ଉପାୟ ପାଇଁ କହିଲେ।ତେବେ ସେଠାରେ ବ୍ୟାସ ଋଷି କହିଲେ ଯେ ଦ୍ରୌପଦୀ ଙ୍କୁ ପୂର୍ବ ଜନ୍ମ ରୁ ହିଁ ଶିବ ଙ୍କ ଠାରୁ ଏହା ବର ମିଳିଛି ଯେ ତାଙ୍କର ୫ ଟି ପତି ରହିବେ।

ତେବେ ଆସନ୍ତୁ ଜାଣିବା କିପରି ଭାବେ ସେ ୫ ଜଣ ଙ୍କ ସହ ରାତ୍ରି ଯାପନ କରୁଥିଲେ।ଏଠାରେ ଆମେ ଜଣାଇ ରଖିଚୁ କୁ ଭଗବାନ ଶିବ ଦ୍ରୌପଦୀ ଙ୍କୁ ଏହା ମଧ୍ୟ ବର ଦେଇଥିଲେ ଯେ ପ୍ରତି ରାତି ନିଜ ଗୋଟିଏ ପତି ଙ୍କ ସହ ଯାପନ କରିବା ପରେ ସେ ପୁଣି କୁଆଁରୀ ହୋଇଯିବେ ଏବଂ ପର ରାତ୍ରି ଅନ୍ୟ ସ୍ବାମୀ ଙ୍କ ସହ ଯାପନ କରିପାରିବେ।ତେବେ ଏହା ଥିଲା ଦ୍ରୌପଦୀ ଙ୍କ କୁଆଁରୀ ରହି ୫ ସ୍ବାମୀ ଙ୍କ ସହ ରାତ୍ରି ଯାପନ ର ରହସ୍ୟ।

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published. Required fields are marked *