ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଏପରି ପ୍ରଶ୍ନ ଯାହା ଅଧିକାଂଶ ପରୀକ୍ଷା ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ଯାଯାର ଉତର ଜାଣିବା ଆପଣଙ୍କ ନିହାତି ଜରୁରୀ ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଉତ୍ତର ବିଷୟରେ।
୧- ଭାରତର ପୁରୁଣା ନାମ କଣ? ଉତ୍ତର- ଆର୍ୟାବର୍ତ (Āryāvarta)
୨- ଭାରତରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ କାଳ କେତେ ବର୍ଷ? ଉତ୍ତର- ୫ ବର୍ଷ
୩- ଅକବର ନାମା ପୁସ୍ତକ କିଏ ଲେଖିଥିଲେ? ଉତ୍ତର- ଅବୁଲ୍ ଫଜଲ
୪- କେଉଁ ଭାଷାରେ କେବଳ ଦୁଇଟି ଅକ୍ଷର ହୋଇଥାଏ?
ଉତ୍ତର- କମ୍ପ୍ୟୁଟର ର ବାଇନାରୀ ଭାଷା
୫- ମୁଖ୍ୟମନ୍ତ୍ରୀ ଙ୍କୁ ନିଯୁକ୍ତି କିଏ କରିଥାଏ?
ଉତ୍ତର- ରାଜ୍ୟପାଳ
୬- BYE ର ଫୁଲ୍ ଫର୍ମ କଣ?
ଉତ୍ତର- Be With you Everytime
୭- ସୁବ୍ରତୋ କପ୍ କେଉଁ ଖେଳ ସହ ଜଡିତ?
ଉତ୍ତର- ଫୁଟବଲ୍
୮- ଜିଓJIO ର ଫୁଲ୍ ଫର୍ମ କଣ?
ଉତ୍ତର- joint implementation opprtunities
Be First to Comment