ଆଜିର ଏହି କଳିଯୁଗ ସମୟରେ ଏପରି ଗୁଡିଏ ଘଟଣା ଘଟୁଛି ଯାହା କି ସମାଜ ପାଇଁ କଳଙ୍କ ହୋଇ ରହିଯାଉଛି।ଭାଗବନପୁର ଗାଁ, ଝାଡଖଣ୍ଡ ରେ ଘଟିଛି ଏମିତି ଏକ କାଣ୍ଡ ଯାହାକୁ ଯିଏ ଶୁଣୁଛି ଚକିତ ହୋଇଯାଉଛି ସେ।ଘଟଣା ଟି ଏହିପରି ଘଟିଛି ମାତ୍ର ୧୨ ଦିନର ନୂଆ ବୋହୁ ନିଜ ଶଶୁର ସହ ଫେରାର ହୋଇଯାଇଛି। ଝାଡ଼ଖଣ୍ଡ ର ଆନନ୍ଦ ସିଂ ଙ୍କ ସହ ଏମିତି ଗୋଟିଏ ଘଟଣା ତାଙ୍କ ସ୍ତ୍ରୀ ନିଜ ବାପା ଙ୍କ ସହ ବିବାହର ୧୨ ଦିନ ପରେ ଫେରାର ହୋଇଯାଇଛନ୍ତି। ଯାହା କି ସଭିଙ୍କୁ ଆଶ୍ଚଯ୍ୟ କରିଛି।ଯିଏ ଶୁଣୁଛି ଏହି ଘଟଣା ତା ଦୀମାଗ କାମ କରିବା ବନ୍ଦ କରିଦେଉଛି।
ଘଟଣା ଟି ଏହିପରି ଘଟିଛି ଯେ ମିତାଲି ଙ୍କ ସହ ଆନନ୍ଦ ଙ୍କ ବିବାହ କିଛି ଦିନ ହେଲା ହୋଇଥିଲା। ଆନନ୍ଦ ଷ୍ଟିଲ ପ୍ଲାଣ୍ଟ ରେ କାମ କରୁଥିବାରୁ ସେ ନିଜ ପତ୍ନୀ ଙ୍କୁ ଏତେ ସମୟ ଦେଇ ପାରୁନଥିଲେ। ଧୀରେ ଧୀରେ ନୂଆ ବୋହୂର ସମ୍ପର୍କ ଗଢି ଉଠିଥିଲା ନିଜ ଶଶୁର ମୋହନ ଲାଲ ସିଂ ଙ୍କ ସହ ଏବେ ଦୁହେଁ ଘରୁ ପଳାୟନ କରି ଅନ୍ୟତ୍ର ରହୁଛନ୍ତି। ଶୁଣିବାକୁ ମିଳିଛି ଶଶୁର ବୋହୁ ଉଭୟ ବିବାହ ମଧ୍ୟ କରି ସାରିଛନ୍ତି।
ଶଶୁର ସହ ଫେରାର ହେବା ପରେ ବହୁ ଫୋନ ରେ ଭିଡ଼ିଓ କଲ କରି କହିଲା ଏମିତି କଥା। ମିତାଲି ନିଜ ସ୍ୱାମୀ ଙ୍କୁ ଭିଡ଼ିଓ କଲ କରି କହିଛନ୍ତି। ମୁଁ ଆନନ୍ଦ ଙ୍କ ସହ ଆନନ୍ଦ ଅନୁଭବ କରୁଛି। ବହୁତ ଖୁସିରେ ଅଛି। ତୁମେ ଆମକୁ ଆଉ ଖୋଜନାହିଁ। ଆମେ ଦୁହେଁ ପେନସନ ପଇସାରେ ଚଳିଯିବୁ। ମୁଁ ଯଦି ପୂର୍ବରୁ ଜାଣିଥାନ୍ତି ତୁମେ ଜଣେ ଗୁପ୍ତରୋଗୀ ତେବେ ମୁଁ ତୁମକୁ ବିବାହ କରି ମୋ ଜୀବନ ନଷ୍ଟ କରି ନଥାନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment