Press "Enter" to skip to content

ନିଆଁ ଭଳି ଭାଇରାଲ ହେଉଛି ଲଜ ଏହି ଭିଡିଓ ,ହୋଟେଲ ବା ଲଜରେ ରହୁଥିଲେ ସାବଧାନ !-special report

ବହୁତ ଲୋକ ବହୁତ ସମୟରେ ହୋଟେଲରେ ରହିଥାନ୍ତି।ଯଦି ଆପଣ ହୋଟେଲରେ ଭଲ ଉଦ୍ଦେଶ୍ୟ ନେଇକି ରହୁଛନ୍ତି ତାହା ଅପଣଙ୍କ ପାଇଁ ବହୁତ ଭଲ ହୋଇଥାଏ।ଯଦି ଆପଣ ହୋଟେଲରେ କିଛି ଚୋରି ବା ଅନୈତିକ କାର୍ଯ୍ୟ କରିବାପାଇଁ ଭାବୁଥାନ୍ତି।ତାହେଲେ ଏହା ଅପଣଙ୍କ ପାଇଁ ବହୁତ ଭାରି ହୋଇଯିବ।କାହିଁକିନା ଖୁବଶୀଘ୍ର କମିଶନରେଟ ପୋଲିସ ଆରମ୍ଭ କରିବାକୁ ଯାଉଛି ଅତିଥି ଆପ।

ଏହି ଅତିଥି ଆପ ସମସ୍ତ ଅପରାଧୀଙ୍କୁ ଧରିବାକୁ ସକ୍ଷମ ହବ।ଯେଉଁମାନେ ଏହି ହୋଟେଲ ବା ଲଜରେ ରହୁଥିବେ।ଏହି ଅତିଥି ଧରିବ ଅ-ପ-ରା-ଧୀ।ଏହା ଏକ ଆପ ଯାହାକି ହୋଟେଲରେ ରହୁଥିବା ଅ-ପ-ରା-ଧୀମାନଙ୍କୁ ଟ୍ରାକ କରିବ।ଏହା କିପରି ଟ୍ରାକ କରିବା ତାହା ଆସନ୍ତୁ ଜାଣିବା।ଏହା ର ଗୋଟେ ଭାଗ ପୋଲିସ ପାଖରେ ରହିବ ଆଉ ଗୋଟେ ଭାଗ ହୋଟେଲ ରେ ରହିବ।ଭୁବନେଶ୍ୱରର ସବୁ ବଡ ରୁ ନେଇ ଛୋଟ ହୋଟେଲ ଓ ଲଜରେ ଏହା ରହିବ ବା କାର୍ଯ୍ୟ କରିବ।ଯେତେବେଳେ ଯେଉଁ ବ୍ୟକ୍ତି ଏହି ହୋଟେଲ ବା ଲଜ କୁ ଆସିବେ ଏହି ସମୟରେ ସମସ୍ତ ଡାଟା ପୋଲିସ ପାଖରେ ପହଂଚିଯିବ।ଯାହା ଫଳରେ ଯେଉଁ ବ୍ୟକ୍ତି ଉପରେ ପୋଲିସର ସନ୍ଦେହ ଜାତ ହବ ସେ ସେମାନଙ୍କୁ ଧରିପାରିବ ଓ ସେମାନଙ୍କୁ ଯାଇ ହୋଟେଲରେ ଧରିପାରିବ।

ଏହି ଜିନିଷକୁ ନେଇ କମିଶନରଟେ ପୋଲିସ ସୂଚନା ଦେଇଛନ୍ତି ଯେ ସେ ଏହି ପ୍ରକ୍ରିୟାକୁ ବହୁତ ଦିନ ହବ କରିବା ପାଇଁ ଚାହୁଁଥିଲେ କିନ୍ତୁ ଏହା ସଫଳ ଭାବରେ ରୂପାୟନ ହେଇପାରିନଥିଲେ।ଏବେ ସେ ବହୁତ ଖୁସି ହୋଇଛନ୍ତି ଓ ମିଡ଼ିଆ ମାଧ୍ୟମରେ କହିଛନ୍ତି କି ତାଙ୍କର ପୁରା କର୍ତ୍ତୃପକ୍ଷ ବହୁତ ଖୁସି ଅଛନ୍ତି ଯେ ଏତେବେଡ଼ ପ୍ରକ୍ରିୟା ହବାକୁ ଯାଉଛି।ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି କି ଏହା ଆମେ ଚେଷ୍ଟା କରୁଚୁ କି ପୁରା ଓଡିଶାରେ ଏହା କାର୍ଯ୍ୟକାରୀ କରାଇବାପାଇ ସେ କହିଛନ୍ତି।

ଏହା କଣ ପାଇଁ ହେଲା।କାହିଁକି କମିଶନରଟେ ପୋଲିସ ଏହି ନିଷ୍ପତ୍ତି ନେଲା।ଏହାର କାରଣ ହୋଉଛିକି ବହୁତ ଚର୍ଚ୍ଚିତ ଝରଫୁଲ କେସରେ ଆଜି ଯାଏ ସେ ଗେଷ୍ଟ ହଉସରେ କିଛି ତଥ୍ୟ ମିଳିପାରିନାହିଁ ଏହାକୁ ଆଖି ଆଗରେ ରଖି ପୋଲିସ ଏହି ନିଷ୍ପତ୍ତି ନେଇଛି।ଏହି ତଥ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି।ଏହା ବହୁତ ସମୟରେ ବିଭିନ୍ନ ଅ-ପ-ରା-ଧୀ ଓ ବିଶେଷ କରି ଝିଅ ମାନଙ୍କ ପ୍ରତି ହେଉଥିବା ଅ-ତ୍ୟା-ଚା-ର ଓ ରେ-ପକୁ ବହୁତ କମ କରେଇପାରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *