Press "Enter" to skip to content

ବିଜେଡି ର ଷ୍ଟାର ପ୍ରଚାରକ ଅନୁଭବ ଆଉଟ ଅରିନ୍ଦମ ଇନ – ସ୍ପେସିଆଲ ରିପୋର୍ଟ

ବିଜେଡି ର ଷ୍ଟାର ପ୍ରଚାରକ ଅନୁଭବ ଆଉଟ ଅରିନ୍ଦମ ଇନ – ସ୍ପେସିଆଲ ରିପୋର୍ଟ

ରାଜନୀତି ରେ ଯେ ଥରେ ପଶିଯାଏ ବାହାରି ପାରେ ନାହିଁ l ଅନେକ ଭଲ ଭଲ ରାଜନେତାଙ୍କ ପାଇଁ ଆଜି ଗରିବ ଲୋକଙ୍କର ଭଲ ହେଉଛି ଆଉ କିଛି ଖଳ ନେତାଙ୍କ ପାଇଁ ଜନତା ବେଶ କଷ୍ଟ ଅନୁଭବ କରୁଛନ୍ତି l ପିପିଲି ରେ ପ୍ରଦୀପ ମହାରଥୀ ଙ୍କ ମୃତ୍ୟୁ ପରେ ପିପିଲି ଦୁଃଖରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏବେ ପୁଣିଥରେ ନିର୍ବାଚନ ହେବାକୁ ଯାଉଛି ଯାହା ଫଳରେ ବିଜେପି, ବିଜେଡି, କଂଗ୍ରେସ ନିଜ ନିଜର ପ୍ରାଥୀ ମାନଙ୍କୁ ଠିଆ କରି ଜୋରଦାର ପ୍ରଚାର କରୁଛନ୍ତି ଏବଂ ଜିତିବ ଆଶାରେ ଅଭିନେତା ଅଭିନେତ୍ରୀ ଙ୍କୁ ପ୍ରଚାର ରେ ଆଣିବା ପାଇଁ ଚେଷ୍ଟା କରୁଛନ୍ତି l

ବିଜେଡି ମଧ୍ୟ ଏହି କ୍ଷେତରେ ଆଗରେ ଅଛି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ନେତୃତ୍ୱରେ ରୁଦ୍ର ମହାରଥୀ ଙ୍କୁ ଠିଆ କରିଛି l ରୁଦ୍ର ମହାରଥୀ ମଧ୍ୟ ନିଜ ପ୍ରଚାର ପାଇଁ ଜୋର ଧରିଛନ୍ତି l ରୁଦ୍ରଙ୍କ ପାର୍ଟିରେ ଏବେ ଅନୁଭବ ଙ୍କୁ କୌଣସି ଦାଇତ୍ୱ ଦିଆଯାଇ ନାହିଁ ବରଂ ଏବେ ଅନୁଭବ ମହାନ୍ତି ଙ୍କ ବଦଳରେ ଅରିନ୍ଦମ ଷ୍ଟାର ପ୍ରଚାରକ ରୂପେ ଆସିବେ ବୋଲି ଯୋଜନା ଚାଲିଛି l ପ୍ରଦୀପ ମହାରଥୀ ଙ୍କ ଅକାଳ ବିୟୋଗ ପରେ ଏବେ ପିପିଲି ଉପରେ ସମସ୍ତସଙ୍କ ଆଖି ରହିଛି l ସମସ୍ତେ ଏବେ ପିପିଲି ପାଇଁ ନିଜର ପାର୍ଥି ମାନଙ୍କ ପ୍ରଚାର ପଛରେ ବ୍ୟସ୍ତ l

ଅରିନ୍ଦମ ଙ୍କ ସହ ଆକାଶ ମଧ୍ୟ ରୁଦ୍ର ଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ରହିଛି l ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ସବୁଠୁ ଆଗରେ ଅଛି l ଏବଂ ରୁଦ୍ରଙ୍କ ପ୍ରଚାର ଜୋରସୋର ଚାଲିଛି l ଏବେ ତିନିଜଣ ଙ୍କ ପକ୍ଷରୁ ଲଢେଇ ଆରମ୍ଭ ହୋଇଛି l ଦୀର୍ଘଦିନ ଧରି ପିପିଲିର ବିଧାୟକ ପ୍ରଦୀପ ମହାରଥୀ ବିଧାୟକ ପଦରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କର ଅଚାନକ ମୃତ୍ୟୁ ପରେ ତିନୋଟି ଦଳ ପକ୍ଷରୁ ବିଧାୟକ ପଦ ନିମନ୍ତେ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published. Required fields are marked *