Press "Enter" to skip to content

ପୁଣି ମୃ-ତ୍ୟୁ ବରଣ କଲେ ଓଡ଼ିଶାର ଲୋକପ୍ରିୟ ଏହି ଅଭିନେତା ଶୋକରେ ବୁଡ଼ିଲା ଓଲିଉଡ଼ ଜଗତ-ollywood news

କଳାକାର ହେଉଛନ୍ତି ସମସ୍ତଙ୍କ ଏକ ମେରୁଦଣ୍ଡ ସଦୃଶ l କଳାକାର ଙ୍କ ଦ୍ୱାରା ହିଁ ଆମେ ଆମ ଚିନ୍ତା ଗ୍ରସ୍ତ ଜୀବନରୁ କିଛି କ୍ଷଣ ସମୟ ପାଇ ହସ ଖ୍ହସି ରେ ସମୟ ବିତେଇ ପାରୁଛେ l କଳାକାର ଆମକୁ ହସେଇ ପାରନ୍ତି କନ୍ଦେଇ ମଧ୍ୟ ପାରନ୍ତି l ପ୍ରିୟ କଳାକାର ଙ୍କର ମୃ-ତ୍ୟୁ ଖବର ଅଚାନକ ଶୁଣିଲେ ଭାଙ୍ଗି ପଡନ୍ତି ଦର୍ଶକମାନେ l 2020 ଆମ ସମସ୍ତଙ୍କ ପାଇଁ ଏକ ଅଶୁଭ ସମୟ କହିଲେ ଭୁଲ ହେବନାହିଁ l ଦୁଇହଜାର କୋଡିଏ ମସିହାରେ ଆମେ ଅନେକ ପ୍ରିୟ ଲୋକଙ୍କୁ ହରାଇବା ସହ ଅନେକ ପ୍ରିୟ କଳାକାର ମାନଙ୍କୁ ମଧ୍ୟ ହରାଇଛୁ l ଓଲିଉଡ଼ ଏବଂ ବଲିଉଡ ରୁ ଅନେକ କଳାକାର ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସମସ୍ତ ଦର୍ଶକ l ଓଲିଉଡ଼ ରେ ଅନେକ କଳାକାର ଙ୍କୁ ହରାଇ ଦୁଃଖରେ ଥିବାବେଳେ ଏବେ ଆଉ ଜଣେ କଳାକାର ଙ୍କ ମୃ-ତ୍ୟୁ ଘଟିଛି ଯାହାଙ୍କୁ ହରାଇ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି l

ଅଦାନୀ ସେହି ନିଦ ଭରା ରାତି, ନୁପୁର ମୋ ପଦେ,ଆଖିରେ ଲୁହ ପରି ଅନେକ ଚଳଚିତ୍ର ରେ ସଂଗୀତ ନିର୍ଦେଶନ ଭାବରେ କାର୍ଯ୍ୟ କରିଥିଲେ l ସେତେବେଳେ ଏହିସବୁ ସଂଗୀତଦ୍ୱାରା ଦର୍ଶକ ଙ୍କ ମନ କିଣିପାରିଥିଲେ ଅଦାନୀ l କଟକ ସହର ରେ ଜନ୍ମଲାଭ କରିଥିବା ଅଦାନୀ ମାତ୍ର 85 ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଛନ୍ତି l ଇହଲୀଳା ସମ୍ବରଣ କରି ଏ ଧରା ପୃଷ୍ଟ ରୁ ବିଦାୟ ନେଇଛନ୍ତି l

ମୃ-ତ୍ୟୁ ପୂର୍ବରୁ ଅଦାନୀ ଅନେକ ସଂଘର୍ଷ କରିଥିଲେ କିନ୍ତୁ ତାଙ୍କ ସଫଳତାର ରହସ୍ୟ ଅଦାନୀ କେଭେ କାହାକୁ ଜଣାଇ ନାହାନ୍ତି l ତାଙ୍କମୃତ୍ୟୁରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏକ ବିରାଟ ବଡ କ୍ଷତି ଘଟିଛି l ସମସ୍ତ ନିର୍ଦେଶକ ପ୍ରଯୋଜକ ତଥା ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ପାର୍ଥିବ ଶରୀରକୁ ଦର୍ଶନ କରିଥିଲେ ଏବଂ ତାଙ୍କର ଆତ୍ମାର ସତଗତି କାମନା ନିମନ୍ତେ ଈଶ୍ୱରଙ୍କ ନିମନ୍ତେ ପ୍ରାଥନା କରିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.