Press "Enter" to skip to content

ଶୁକ୍ରାଣୁ ବୃଦ୍ଧିର ଘୋରାଇ ଉପଚାର

ଆପଣ ଯଦି ନପୁଷଙ୍କତାର ଶିକାର ହୋଇଥାନ୍ତି କିମ୍ବା ଆପଣଙ୍କ ଠାରେ ତାର ଲକ୍ଷଣ ଦେଖାଯାଇଥାଏ ତାହେଲେ ଆପଣ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ଏହି ଲେଖାରେ ମୁଁ ଆପଣଙ୍କୁ ଏମିତି ଉପଚାର ବିଷୟରେ କହିବି ଯାହାକୁ ନେଇ ଆପଣ ଘର ଭିତରେ ଥାଇ ମଧ୍ୟ ଆପଣଙ୍କ ଶୁକ୍ରାଣୁକୁ ବଢ଼େଇ ପାରିବେ।ଯାହା ଦ୍ଵାରା ସେମାନେ ପିଲା ଜନ୍ମ କରିବାରେ ସକ୍ଷମ ହୋଇ ପାରିବେ। ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବି ଜାହାଠାରୁ ଆପଣ ସବୁବେଳେ ଦୁରେଇ ରହିବେ।

ଆପଣ ଯଦି ନିଶା ଦ୍ରବ୍ୟ ସେବନ କରୁଛନ୍ତି ତାହେଲେ ଆପଣ ସେଥିରୁ ଦୁରେଇ ରହନ୍ତୁ କାରଣ ଏହା ଆପଣଙ୍କ ଶୁକ୍ରାଣୁ ପରିମାଣକୁ କମେଇଥାଏ। ଆପଣ ଯଦି ବିଡି,ସିଗାରେଟ,ଗଂଜେଇ ଭଳି ଜିନିଷ ସେବନ କରୁଥାନ୍ତି ଏହା ଆପଣଙ୍କର ବହୁତ ଅସୁବିଧା କରାଇଥାଏ। ଯଦି ଆପଣଙ୍କ ଥରେ ଶୁକ୍ରାଣୁ ପରିମାଣ କମ ଅଛି ତାହେଲେ ଆପଣ ଏସବୁ ଜିନିଷ ଠାରୁ ଦୂରେଇ ରୁହନ୍ତୁ କାରଣ ଆପଣ ଏହା ସେବନ କରିବା ଦ୍ଵାରା ଆପଣଙ୍କ ଭବିଷ୍ୟତରେ ପିଲା ଜନ୍ମ କରିବାର କ୍ଷମତା ନଷ୍ଟ ହୋଇଯାଇଥାଏ।ଯଦି ଆପଣଙ୍କର ଦିନ ଚର୍ଯ୍ୟା ଠିକ ନ ଥିବ ତାହେଲେ ମଧ୍ୟ ଆପଣଙ୍କ ଠାରେ ଏହିସବୁ ରୋଗ ଦେଖାଯାଇଥାଏ। ଏହା ଦ୍ଵାରା କିଛି ପରିମାଣରେ ଦେଖାଯାଇଥାଏ ମାତ୍ର ମଦ ଆଉ ଧ୍ରୁମ୍ରପାନ ଦ୍ଵାରା ଏହିସବୁ ଜିନିଷ ଅଧିକ ପରିମାଣରେ ଦେଖାଯାଇଥାଏ।

ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯଦି ଆପଣ ଏମିତି କିଛି ନିଶା ଜିନିଷ ସେବନ କରୁଛନ୍ତି ତାହେଲେ ଆପଣ ସେ ସବୁରୁ ଦୁରେଇ ରୁହନ୍ତୁ। ଯଦି ଆପଣ ଯଦି ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ତାହେଲେ ମୁଁ ଯେଉଁ ଖାଦ୍ୟ ପେୟ ଉପରେ କହୁଛି ସେ ସବୁ ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ।ଆପଣଙ୍କୁ ମୁଁ କିଛି ଘୋରାଇ ଉପଚାର ବିଷୟରେ କହିବି ଯାହା ଦ୍ଵାରା ଆପଣ ଏ ସବୁ ଜିନିଷରୁ ଦୁରେଇ ରହିପାରିବେ।

ପ୍ରଥମ କଥା ହେଉଛି ଆପଣ ତିନୋଟି ଲବଙ୍ଗ ନେବେ ତାହାକୁ ଏକ ଗ୍ଲାସ ପାଣିରେ ବୁଡାଇ ରଖିବେ ଆଉ ସକାଳେ ସେ ପାଣିକୁ ପିଇବେ ଆଉ ସେ ଲବଙ୍ଗକୁ ଚୋବେଇ ଖାଇବେ।ଆପଣ ମାର୍କେଟରେ ମିଳୁଥିବା ଲବଙ୍ଗ ଟେଲକୁ ଆଣିବେ ତାକୁ ଏକ ଗ୍ଲାସ ପାଣିରେ ମିଶେଇ ସକାଳେ ଖାଇ ସାରିବା ପରେ ତାକୁ ପିଇବେ। ଆପଣ ଗୋଟିଏ ଗ୍ରାମ ଚୁନ ନେବେ ତାକୁ ଅଧା ଗ୍ଲାସ ଆଖୁରସରେ ମିଶେଇ ପିଇବେ ନ ହେଲେ ଦହିରେ ପିସେଇ ପିଇବେ।ଆପଣ ଏହି ସବୁ ଉପଚାର ୯୦ ଦିନ ପର୍ଯ୍ୟନ୍ତ କରନ୍ତୁ ଏହାପରେ ଆପଣଙ୍କ ଶୁକ୍ରାଣୁରେ ହେଉଥିବା ପରିବର୍ତ୍ତନକୁ ନିଜେ ଅନୁଭବ କରିପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.