ଚାକିରାଣୀ ଏବଂ ବାପ-ପୁଅଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia jokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଦୁଇ ସାଙ୍ଗ ପରସ୍ପର କଥା ହେଉଥିଲେ : – ସାଙ୍ଗ କାଲି ରାତିରେ ଘରକୁ ମୁଁ ଲେଟ୍ ରେ ପହଞ୍ଚିଲି , ବେଲ୍ ବଜାଈଲି , ସ୍ତ୍ରୀ କବାଟ ଖୋଲିଲା ନାହିଁ , ପୁରା ରାତି ରାସ୍ତାରେ ଶୋଇଲି , ସାଙ୍ଗ : ତାପରଦିନ ସକାଳୁ ସ୍ତ୍ରୀକୁ ଖବର ମିଳିଲା କି ନାହିଁ ନା ସାଙ୍ଗ , ସକାଳୁ ମଦ ନିଶା ଛାଡିଲା କି ଏବେ ମୋର ବାହାଘର ହୋଇନି , ଓ ଚାବି ପକେଟ୍ ରେ ହିଁ ଥିଲା
୨) ଶିକ୍ଷକ- ଝିଅମାନେ ଯଦି ପରଧନ ଅଟନ୍ତି ତ ପୁଅ ମାନେ କଣ ହୋଇଥାନ୍ତି? ପପ୍ପୁ- ସାର ପୁଅମାନେ ଚୋର ଅଟନ୍ତି! ଶିକ୍ଷକ – ତାହା କିପରି? ପପ୍ପୁ- କାରଣ, ଚୋର ଙ୍କର ଦ୍ରୁଷ୍ଟି ସବୁବେଳେ ପରଧନ ଉପରେ ଥାଏ….!!!
୩) ପୁଅ ନିଜର ପ୍ରେମକା କୁ । ପୁଅ- କିଛି ଏପରି ଉପହାର ଦିଅ ଯାହାକୁ ମୁଁ ସମ୍ଭାଳି କରି ରଖିପାରିବି। ଝିଅ ନିଜର ଚପଲ ର ତଳ (ସୋଲ) ଦେଇଦେଲା… । ପୁଅ ସେହି ସୋଲ ନେଇକି ବଣିଆ ପାଖକୁ ଗଲା ଏବଂ କହିଲା ଯେ ରୂପା ଫ୍ରେମ ବନେଇକି ସେଥିରେ ଲଗେଇ ଦିଅ…. । ବଣିଆ- ସାର କାଲି ଆସି ନେଇଯିବେ । ଆସନ୍ତା ଦିନ ପୁଅ ସୋଲ ନେବାକୁ ଆସିଲା ତ ବଣିଆକୁ ପଚାରିଲା… । ବଣିଆ- ଏହି ଚପଲ କେଉଁ ବାବାଙ୍କର ଅଟେ? ପୁଅ- ଏହା ମୋର ପ୍ରେମିକାର ଅଟେ। ବଣିଆ- ପଳା ଏଠୁ ଶଳା ମଜନୂ ପୁଅ॥ କାଲି ଠାରୁ ମୋର ସାରା ପରିବାର ଚପଲ କୁ ଚୁମା ଦେଇ ଦେଇ ପାଗଳ ହେଇ ଗଲାଣି ।
୩) ବିବାହର ଏକ ଦିନ ପୂର୍ବରୁ ଭାବୀ ପତ୍ନୀଙ୍କର ମେସେଜ ଆସିଲା… । “ସରି ଆମର ବିବାହ ହୋଇପାରିବ ନାହିଁ କାରଣ ଅନ୍ୟ କେଉଁଠାରେ ଫିକ୍ସ ହେଇଯାଇଛି” । ବର ଟେନସନରେ ଆସିଗଲା… । ତାପରେ ଦ୍ଵିତୀୟ ମେସେଜ ଆସିଲା… “ସରି ବାଇ ମିଷ୍ଟେକ ଆପଣଙ୍କୁ ସେଣ୍ଡ ହେଇଗଲା” । ବର ଏବେ ଆହୁରି ଟେନସନରେ!!

୪) ଜଣେ ଚତୁର ମହିଳା ଫେସବୁକରେ ଲେଖିଲେ… । ମନକୁ ବଶରେ କରିବା ସିଖୁଛି ଆଜିକାଲି… । ଶିମଳା ଯିବାକୁ ମନ ହେଉଛି ତ ସିମଳା ମିର୍ଚ ଖାଇ ଦେଉଛି, ମସୁରୀ ଯିବାର ଇଚ୍ଛା ହେଉଛି ତ ମସୁରି ଡାଲି ଖାଇଦେଉଛି …. । ଏବଂ ଉଦ୍ଧମପୁର ଯିବାର ଇଚ୍ଛା ହେଉଛି ତ ଘରେ ଉଦ୍ଧମ ମଚେଇ ଦେଉଛି..
୫) ସାଙ୍ଗ- ପତ୍ନୀ ସହିତ ଝଗଡା ଶେଷ ହେଲା କି । ସ୍ଵାମୀ- ଆଣ୍ଠେଇକି ଚାଲିକି ଆସିଥିଲା ମୋ ପାଖକୁ… ଆଣ୍ଠେଇକି… । ସାଙ୍ଗ- କଣ କହୁଛୁ ରେ । ସ୍ଵାମୀ- ଆଉ ନୁହେଁ ତ କଣ… । ସାଙ୍ଗ- ତାପରେ କଣ କହିଲା । ସ୍ଵାମୀ- କହିଲା ପଲଙ୍କ ତଳୁ ବାହାରକୁ ଆସ… ମୁଁ ଝାଡୁ ରଖିଦେଇଛି… ଏବେ ମାରିବି ନାହିଁ .
୬) ସ୍ଵାମୀ- କଣ ତୁମେ ମୋର ଜୀବନର ଚାନ୍ଦ ହେବ? ପତ୍ନୀ- ଖୁସି ହୋଇ)- ହଁ ସ୍ଵାମୀ…! ସ୍ଵାମୀ- ବହୁତ ଭଲ, ତ ମୋଠାରୁ 384000 କିଲୋମିଟର ଦୂରରେ ରୁହ…!!! ତାପରେ ସ୍ଵାମୀଙ୍କର ହେଇଛି ଜୋରଦାର ମାଡ.
୭) ଝିଅ ଏଟିଏମ ପାଖରେ ପପ୍ପୁ କୁ କହିଲା… । ଭାଇ ମୋତେ ମୋର ବାଲାନ୍ସ ଚେକ କରିବାର ଅଛି, ଆପଣ ମୋର ସହାୟତା କରନ୍ତୁ। ପପ୍ପୁ ଝିଅକୁ ଏକ ଜୋରରେ ଲାତ ମାରିଲା… ଝିଅ ପଡିଗଲା! ପପ୍ପୁ (ଝିଅ କୁ)- ଆପଣଙ୍କ ବାଲାନ୍ସ ବହୁତ ଖରାପ ଅଟେ…!!! ତାପରେ ଝିଅ ପପ୍ପୁକୁ ଜବରଦସ୍ତ ମାଡ ଦେଲା ।

୮) ସ୍କୁଲରୁ ଆସିବା ପରେ ପପ୍ପୁ ନିଜର ବାପାଙ୍କୁ କହିଲା… । ପପ୍ପୁ- ବାପା ମୋତେ ମାଡାମ ପ୍ରତିଦିନ ପିଟୁଛନ୍ତି । ବାପା- ତୁ ଭୟ ନକର ପୁଅ, ତୁ ତ ସିଂହର ପୁଅ ଅଟେ! ପପ୍ପୁ- ମାଡାମ ମଧ୍ୟ ଏହା କହୁଛନ୍ତି । ବାପା – କଣ? ପପ୍ପୁ- କେଜାଣି କେଉଁ ପଶୁର ପୁଅ ଅଟେ… କିଛି ପଢୁନାହିଁ
୯) ଥରେ ଚାକିରାଣୀ ସହିତ ବଡ଼ ବାବୁ ମସ୍ତି କରୁଥିବା ବେଳେ କଲେଜକୁ ଯାଉଥିବା ପୁଅ ଚିଣ୍ଟୁ ଧରିନେଲା
ଚିଣ୍ଟୁ – ଡ୍ୟାଡ଼ି.. ଛି ଛି ଆମ ଘର ଚାକିରାଣୀ ସହିତ ଏମିତି କରୁଛ, ହଉ ୧୦ ହଜାର ଟଙ୍କା ଦିଅ ନହେଲେ ମମି ଙ୍କୁ କହିଦେବି
ଚାକିରାଣୀ – ମତେ ସେଥିରୁ ଅଧା ଦେବ ସାନ ବାବୁ ନାହଲେ ତମର ମୋର ସେଇ ଭିଡ଼ିଓ ମାଳିକାଣୀ ଙ୍କୁ ଦେଖେଇ ଦେବି ???
ଅଧିକ ମଜାକଥା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ଧନ୍ୟବାଦ।
Be First to Comment