Press "Enter" to skip to content

ସ୍ୱାମୀ ସ୍ତ୍ରୀଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia jokes

ସ୍ୱାମୀ ସ୍ତ୍ରୀଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ପୋଲିସ୍ କବାଟ ଠକ୍ ଠକ୍ କଲା । ସାନ୍ତା : କିଏ କବାଟ ଠକ୍ ଠକ୍ କରୁଛ , ପୋଲିସ୍ : ଆମେ ପୋଲିସ୍ ବାଲା ଅଟୁ , କବାଟ ଖୋଲ , ସାନ୍ତା : କଣ ପାଇଁ ଖୋଲିବି , ପୋଲିସ୍ କିଛି କଥା ଅଛି , ସାନ୍ତା : ତୁମେ କେତେ ଜଣ ଅଛ : ପୋଲିସ୍ ଆମେ ୩ ଜଣ ଅଛୁ , ଠିକ୍ ଅଛି ନିଜ ନିଜ ମଧ୍ୟରେ କଥା ହୋଇଯା ,ମୋର ପାଖରେ ସମୟ ଅଭାବ ।

୨) ଆଜିକାଲି କଳଯୁଗର ଛୁଆ , ଶିକ୍ଷକ : କାଲି ତୁ ସ୍କୁଲ୍ କାହିଁକି ଆସିଲୁନାହିଁ , ଛୁଆ କାଲି ଯିଏ ଆସିଥିଲେ ତାଙ୍କର କଣ ଆପଣ ସରକାରୀ ଚାକିରି ଲଗାଇଦେଲେ

୩) ଛାତ୍ର ଭଗବାନଙ୍କୁ : ହଜାରଙ୍କ ଭାଗ୍ୟ ମୋ ସାଥିରେ ଅଛି , କିନ୍ତୁ ପାସ୍ କରେଇଦେ ତେବେ କଣ ଅସୁବିଧା ଅଛି , ପରୀକ୍ଷାପରେ ଭଗବାନ ଗାର୍ଲଫ୍ରେଣ୍ତକୁ ଯଦି କମ୍ ପଟାଇଥାନ୍ତି ତେବେ କଣ କଥା ଥିଲା ବହି ସବୁ ମୋରପାଖରେ ଥିଲା

୪) ବାଦଶାହ ଆକବର୍ ଦିନେ ବିରବଲ୍ କୁ ପଚାରିଲେ : ବିରବଲ୍ ତୁମର ସ୍ତ୍ରୀ ବହୁତ ସୁନ୍ଦର ଅଟେ । ଏହା ଉପରେ ବିରବଲ୍ କହିଲେ , ହଁ ସରକାର : ପ୍ରଥମେ ମୁଁ ଏହା ଭାବୁଥିଲି କିନ୍ତୁ ଯେବେ ଠାରୁ ରାଣୀ ସାହେବା ଙ୍କୁ ଦେଖିଛି ତେବେ ମୁଁ ମୋର ସ୍ତ୍ରୀକୁ ଭୁଲିଯାଈଛି , ଏହାପରେ ଅକବର କେବେ ସ୍ତ୍ରୀକୁ ନେଇକରି ବିରବଲ୍ ଙ୍କ ସହ ମଜାକ୍ କରିନାହାନ୍ତି ।

୫) ମୁଁ ଗୋଟିଏ ଛୁଆକୁ ପଚାରିଲି , ଆଜି ଅଙ୍ଗନବାଡିକୁ କଣପାଇଁ ଆସିଲୁ ନାହିଁ , ଛୁଆଟି ବହୁତ ନିରିହ ଭାବରେ କହିବାକୁ ଲାଗିଲା , କାଲି ମୋତେ ଓଜନ କରୁଥିଲେ କଣ ଜଣା ମୋତେ ଆଜି ବିକ୍ରି କରିଦେଇଥାନ୍ତେ  ।

୬) ରାତିରେ ସ୍ୱାମୀ ନିଜ ସ୍ତ୍ରୀ କୁ କହିଲା
ସ୍ୱାମୀ : ଆଜି ଗାଡି ଶହେ ଶହେରେ ଚାଲିବ
ସ୍ତ୍ରୀ ; ପ୍ରଥମେ ହେଲମେଟ ପିନ୍ଧ ତାପରେ ଗାଡି ଚଲେଇବ
ସ୍ୱାମୀ; ରହ ତୋ ରଙ୍ଗ ଛଡ଼ଉଛି ତୋର.. ଗାଡି ଏମିତି ପିଟିବି ତୋ ହେଲେମେଟ ଫାଟିଯିବ ରହ ???

ଅଧିକ ମଜାକଥା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ଧନ୍ୟବାଦ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *