Press "Enter" to skip to content

ସ୍ୱାମୀ ସ୍ତ୍ରୀଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

ଆମେ ଆପଣଙ୍କୁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ଅଛି, ଆମେ ଆଶା କରୁଛୁ କି ଏହି ଜୋକ୍ସ ପଢିକରି ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ମାଲିକ ନିଜ ଚାକରକୁ- ଟିକିଏ ଦେଖିଲୁ ବାହାରେ ସୁର୍ଯ୍ୟ ବାହାରିଲେଣି କି ନାହିଁ ?

ଚାକର- ବାହାର ତ ଅନ୍ଧାର ହୋଇଛି ସାହେବ୍ , ମାଲିକ- ତେବେ ଟର୍ଚ୍ଚଲଗାଇକରି ଦେଖିନେ କାମଚୋର ।

୨) ପ୍ରଥମ ସାଙ୍ଗ ତାର ସାଙ୍ଗକୁ- ସାଙ୍ଗ, ମୋତେ ମୋର୍ ସ୍ତ୍ରୀକୁ ତାମିଲ୍ ଶିଖାଇବାର ଅଛି, ଦ୍ୱିତୀୟ ସାଙ୍ଗ- କିନ୍ତୁ ତୁମେ ଦୁହେଁ କାହିଁକି ଶିଖିବ ? ପ୍ରଥମ ସାଙ୍ଗ- ସାଙ୍ଗ ଆମେ ଦୁହେଁ ଗୋଟେ ତାମିଲ୍ ଛୁଆକୁ କୋଳେଇନେଇଛୁ, ତେବେ ଆମେ ଭାବୁଛୁ କି ତାକୁ କହିବା ଶିଖେଇବାପୁର୍ବରୁ ଆମେ ନିଜେ ଆଗ ତାମିଲ୍ ଶିଖିନେବୁ ।

୩)ଗୋଟେ ସମୟ ଥିଲା ଯେଏବେ ମୋବାଇଲ୍ ପଡିଯାଉଥିଲା ତେବେ ବ୍ୟାଟେରି ବାହାରି ଆସୁଥିଲା  ଏବେ ମୋବାଇଲ୍ ତଳେ ପଡିଗଲେ କଲିଜା ବାହାରକୁ ଆସିଯାଉଛି ।

୪) ଚିଣ୍ଟୁ ଡାକ୍ତର୍ ଙ୍କୁ- ଡାକ୍ତର୍ ସାର୍ ମୋତେ ଦୁଇ ବର୍ଷ ପୁର୍ବରୁ ଜ୍ୱର ହୋଇଥିଲା , ଡାକ୍ତର୍- ତେବେ ଏବେ କଣ ପାଇଁ ଆସିଛ ? ଚିଣ୍ଟୁ- ମେଡିସିନ୍ ଦେବା ସମୟରେ ଗାଧୋଇବାକୁ ମନା କରିଥିଲ ନା, ମୁଁ ଏପଟେ ଯାଉଥିଲି ତେବେ ଭାବିଲି କି ପଚାରିଦେବି କି ଗାଧୋଇବି କି ନାହିଁ ।

୫)ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ – ସାଙ୍ଗ ଆଜି ପୁଣି ମୋର ହୃଦୟ ଆଲିଆ ଭଟ୍ଟରେ କିସ୍ କରିବାକୁ ମନ ହେଉଛି, ଦ୍ୱିତୀୟ ସାଙ୍ଗ- କଣପାଇଁ ତୁ କଣ ଆଗରୁ ଆଲିଆ ଭଟ୍ଟକୁ କିସ୍ କରିସାରିଛୁ କି ? ପ୍ରଥମ ସାଙ୍ଗ- ନା ସାଙ୍ଗ ଏହାପୁର୍ବରୁ ମୋର ଥରେ ମନ କରିଥିଲା,

୬) ସ୍ତ୍ରୀ ସ୍ୱାମୀକୁ- ଶୁଣ ହୋ ଯେବେ ଆମର ନୁଆ ନୁଆ ବାହାଘର ହୋଇଥିଲା ତେବେ ଖାଇବା ତିଆରି କରି ଆଣୁଥିଲି, ତେବେ ଆପଣ ନିଜେ କମ୍ ଖାଉଥିଲେ ,ଓ ମୋତେ ଅଧିକା ଦେଉଥିଲେ , ଏବେ କଣ ହୋଇଯାଇଛି କେଜାଣୀ ?
ସ୍ୱାମୀ- କାରଣ ଏବେ ତୁମେ ଭଲ ଖାଇବା ବନାଇବା ଶିଖିଯାଇଛ ।

୭) ଝିଅ- ତୁ ଯୁଆଡେ ଯୁଆଡେ ଯିବୁ ମୋର ଛାଇ ତୋ ସହ ରହିବ , ପୁଅ- ମୋତେ ତ ପୁର୍ବରୁ ଜଣାଥିଲା କି ତୁ ଭୁତୁଣୀ ବୋଲି ।

୮) ଚିଣ୍ଟୁ- ରୁଟିର ଏକ ଭାଗ ନିଜେ ଖାଉଥିଲା , ଦ୍ୱିତୀୟ ଭାଗ କୁକୁଡାକୁ ଖୁଆଉଥିଲା,  ତେବେ ପାଖରେ ବସିଥିବା ଏକ ବ୍ୟକ୍ତି କହିଲା, ଏହା କଣ କରୁଛୁ ଚିଣ୍ଟୁ? ଚିଣ୍ଟୁ- ଦେଖାଯାଉନି କି ଚିକେନ୍ ସହ ରୁଟି ଖାଉଛି ।

୯) ପୁଅ- ବାପା ମୋତେ ବାହା ହେବାର ନାହିଁ , ମୋତେ ସ୍ତ୍ରୀ ଲୋକଙ୍କୁ ଡର ଲାଗୁଛି, ବାପା- କରିନେ ପୁଅ ତାପରେ ଗୋଟେ ହିଁ ସ୍ତ୍ରୀ ଲୋକକୁ ଡରିବୁ ତୁ ।

୧୦) ସ୍ୱାମୀ ସ୍ତ୍ରୀ ପାର୍କରେ ବୁଲୁଥିଲେ
ସ୍ୱାମୀ – ଇଁ ହିଁ.. କି ଗନ୍ଧ… ସତ କୁହ ତମେ ପାଡିଲ ନା..?
ସ୍ତ୍ରୀ – ନାଇଁ ତ.. ମିଶ୍ର ବାବୁଙ୍କ ସ୍ତ୍ରୀ ପାଡ଼ିଲେ ବୋଧେ..
ସ୍ୱାମୀ – ଆଃ ସେଥିପାଇଁ ଟିକେ ଟିକେ ବାସ୍ନା ହେଉଛି.. କାଲି ରାତିରେ ମଟନ ଖାଇଥିଲେ ବୋଧେ
ସ୍ତ୍ରୀ- ପ୍ରକୃତରେ ସେଟା ମୁଁ ପାଡ଼ି ଥିଲି ???

ପ୍ରତିଦିନ ଆମେ ଆପଣଙ୍କ ପାଇଁ ଏମିତି ହସକଥା ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *