ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ ,ଆଜି ଆମେ ଏମିତି କିଛି ମଜାଦାର,ରହସ୍ୟମୟ ପ୍ରଶ୍ନଉତ୍ତର ବିଷୟରେ ଜାଣିବା ,ଯାହା ଆଗରୁ କେବେ ଜାଣିନଥିବେ ବା ଶୁଣିନଥିବେ। ଆସନ୍ତୁ ସେହି ବିଷୟରେ ରେ ଜାଣିବା।
୧) ପ୍ରଶ୍ନ- ତାହା କଣ ଯାହା ପୁଅଙ୍କ ପ୍ୟାଣ୍ଟ ରେ ଥାଏ କିନ୍ତୁ ଝିଅଙ୍କ ପ୍ୟାଣ୍ଟରେ ନଥାଏ?
ଉ- ପକେଟ।
୨) ପ୍ରଶ୍ନ- ତାହା କଣ ଯାହା ଦିନରେ ନକରି ରାତିରେ ବିଛଣାରେ କରାଯାଏ ?
ଉ- ନିଦ ପୁରା କରିବା।
୩)ପ୍ରଶ୍ନ- ତାହା କଣ ଗୋଟେ ଝିଅ ପ୍ରଥମ ଥର କରିଲେ ବହୁତ କଷ୍ଟ ହୋଇଥାଏ ?
ଉ- କାନ ଓ ନାକ ଫୋଡିଲେ।
୪) ପ୍ରଶ୍ନ- ତାହା କଣ ଯାହାକୁ ଯେତେ ସଫା କଲେ କଳା ହୋଇଥାଏ?
ଉ- ବ୍ଲାକବୋର୍ଡ଼।
୫)ପ୍ରଶ୍ନ- ତାହା କଣ ଯାହାକି ଧଳା ଧଳା ବାହାରେ ତାକୁ ପୁଅ ଓ ଝିଅ ପିଇଥାନ୍ତି?
ଉ- ଗାଈ କ୍ଷୀର।
୬) ପ୍ରଶ୍ନ- ଚଉଠି ରାତିରେ ସ୍ତ୍ରୀ ତା ସ୍ୱାମୀଙ୍କୁ କଣ ଦେଇଥାଏ ?
ଉ- ଗରମ କ୍ଷୀର।
୭) ପ୍ରଶ୍ନ- ତାହା କଣ ଯାହା ଚାରିପଟେ ବାଳ ଥାଏ, ପୁରୁଷ ମଝିରେ ପ୍ରଥମେ ଦିଅନ୍ତି ତାପରେ ସ୍ତ୍ରୀ ସବୁବେଳେ ଦିଏ?
ଉ- ମଥାରେ ସିନ୍ଦୁର।
୮) ପ୍ରଶ୍ନ- କଣ କଲେ ମଣିଷର ହୃଦୟ ସ୍ପନ୍ଦନ ଏକ ସେକେଣ୍ଡ ପର୍ଯ୍ୟନ୍ତ ବନ୍ଦ ହୋଇଯାଏ ?
ଉ- ଛିଙ୍କ।
୯) ପ୍ରଶ୍ନ- ଆଖିରେ ଯଦି ଫେବିକୁଇକ ଲାଗିଯିବ ତାହେଲେ କଣ ହେବ?
ଉ- ଆଖି ଫାଟି ଯାଇପାରେ।
୧୦)ପ୍ରଶ୍ନ-ଝିଅ ମାନଙ୍କ କେଉଁ ଅଙ୍ଗରେ ହାତ ମାରିଲେ ପାଣି ବାହାରିଥାଏ?
ଉ-ଆଖି (ଏଭଳି ପ୍ରଶ୍ନ IAS ଇଣ୍ଟରଭିଉ ରେ ପରୀକ୍ଷାର୍ଥୀ ଙ୍କୁ କନ୍ଫୟୁଜ କରିବାକୁ ପଚାରାଯାଇଥାଏ)
୧୧)ପ୍ରଶ୍ନ- ଟ୍ରେନ ର ଶୌଚାଳୟ ରେ ପାଣି କେମିତି ଆସିଥାଏ?
ଉ- ରେଳ ଗାଡ଼ି ଡବାର ଉପରେ ପାଣି ଟାଙ୍କି ଥାଏ।
୧୨)ପ୍ରଶ୍ନ- କେତେ ଝିଅ ଅଛନ୍ତି ଯିଏକି ବାହା ହେଇସାରିଲା ପରେ ତାଙ୍କ ସ୍ୱାମୀର କଣ ଚାଟି ଥାନ୍ତି ?
ଉ- ଦୀମାଗ ଚାଟି ଥାନ୍ତି।
୧୩) ପ୍ରଶ୍ନ- ଭାରତର କେଉଁ ରାଜ୍ୟରେ ଝିଅକୁ ବାହା ହେବାପାଇଁ ପ୍ରଥମେ ଝିଅର ମାଆ ଙ୍କ ସହ ସଂଭୋଗ କରିବାକୁ ପଡିଥାଏ ?
ଉ- ଆସାମ ରାଜ୍ୟର ଡିଲର ଗାଁ ରେ ।
୧୪)ପ୍ରଶ୍ନ- ଗୋରା ରୁ ଗୋରା ଝିଅମାନଙ୍କର ତଳ ଭାଗ କଳା କାହିଁକି ହୋଇଥାଏ ?
ଉ- ଅଧିକ ଆଘାତ ଲାଗିବାରୁ।
୧୫)ପ୍ରଶ୍ନ- ଜିମ୍ ଯିବା ଲୋକମାନେ ଅଣ୍ଡା ର ହଳଦିଆ ଅଂଶକୁ କାହିଁକି ଖାଇନଥାନ୍ତି?
ଉ- ମୋଟା ବଢିଯିବ ବୋଲି।
ଏଭଳି ଅଧିକ ରୋଚକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।
Be First to Comment