ଓଡ଼ିଶାରେ ବହୁତ ବର୍ଷ ହେଲା ମାନ୍ୟବର ନବୀନ ବାବୁ ମୁଖ୍ୟମନ୍ତ୍ରୀ ଚୌକି ରେ ବସିଛନ୍ତି। ବିଜୁ ବାବୁ ଦେଖିଥିବା ସ୍ୱପ୍ନ କୁ 20 ବର୍ଷ ହେଲା ପୂରଣ କରିବାର ଚେଷ୍ଟା କରୁଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ବାସ୍ତବରେ ବିଜୁବାବୁଙ୍କ ସ୍ୱପ୍ନ ବହୁତ ଲମ୍ବା ଥିଲା। ଲୋକଙ୍କ ମନରେ ନବୀନ ବାବୁଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏନେଇ ସୋସିଆଲ ମିଡିଆରେ ଏକ ସର୍ଭେ ହୋଇଥିଲା ସର୍ଭେ ରେ ଭାଗ ନେଇଥିଲେ ଓଡ଼ିଶାର ପ୍ରାୟ ୩ଲକ୍ଷ ଲୋକ।
ତେବେ ଆସନ୍ତୁ ଜାଣିବା ଲୋକ ମାନେ କେଉଁ ମାନଙ୍କୁ ପସନ୍ଦ କରିଛନ୍ତି। ଅଧିକାଂଶ ଲୋକ ନବୀନ ଙ୍କ ବିକଳ୍ପ ନାହିଁ ବୋଲି କହିଥିଲେ ଆଉ କିଛି ଯୁବକ ସୁର ରାଉତରାୟ ,ଦାମ ରାଉତରାୟ, ପପୁ ଭାଇ ଏବଂ ଫାଲତୁ ଅଡ୍ଡା ଆଡ୍ମିନ ଙ୍କୁ କରାଯିବା ଉଚିତ ବୋଲି ମଧ୍ୟ କମେଣ୍ଟ କରିଥିଲେ। ତେବେ ଲୋକପ୍ରିୟତା ଅନୁଯାୟୀ କେଉଁ ଚେହେରା କେତେ ଯୋଗ୍ୟ ଦେଖନ୍ତୁ।
ଅନୁଭବ ମହାନ୍ତି ;- ଓଟିଭି ଏବଂ ପଡୋଶୀ ଙ୍କ ସହ ଅନେକ ବାଦ ବିବାଦିତ ହୋଇପଡିଥିବା ହନୁଭବ ମହାନ୍ତି ଙ୍କୁ ଓଡ଼ିଶାର ଲୋକେ ବହୁତ ପସନ୍ଦ କରନ୍ତି ତାଙ୍କର ଲୋକ ପ୍ରିୟତା ପ୍ରାୟ ୧୨% ରହିଛି। ସେଥିପାଇଁ ତ ସେ ବୈଜୟନ୍ତ ପଣ୍ଡା ଙ୍କୁ ହରାଇ କେନ୍ଦ୍ରାପଡା ର ସାଂସଦ ହୋଇଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ; ଓଡିଶା ରୁ କେନ୍ଦ୍ରମନ୍ତ୍ରୀ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଓଡ଼ିଶାରେ କିଛି ଖାସ ଲୋକପ୍ରିୟତା ଅର୍ଜନ କରି ପାରିନାହାନ୍ତି। ଯଦି ବିଜେପି କ୍ଷମତାକୁ ଆସେ ତେବେ ଧର୍ମେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଧର୍ମେନ୍ଦ୍ର ଙ୍କୁ ୩% ଲୋକ ମୁଖ୍ୟମନ୍ତ୍ରୀ ରୂପରେ ଦେଖିବାକୁ ପସନ୍ଦ କରନ୍ତି।
ଭି କେ. ପାଣ୍ଡିଆନ ; ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଅତି ପ୍ରିୟ IAS କାର୍ତ୍ତିକ ପାଣ୍ଡିଆନ। କହିବାକୁ ଗଲେ ଓଡ଼ିଶାର ସବୁ ବୁଝନ୍ତି ପାଣ୍ଡିଆନ ଓଡ଼ିଶା କୁ ପଛରେ ରହି ଚଳାଉଛନ୍ତି ପାଣ୍ଡିଆନ। କୁହାଯାଉଛି ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଙ୍କର ଉତ୍ତରାଧିକାରୀ। ପାଣ୍ଡିଆନ ଙ୍କ ଲୋକ ପ୍ରିୟତା ହେଉଚି ୮% କହିବାକୁ ଗଲେ ଭବିଷ୍ୟତରେ ସେ ମୁଖ୍ୟମନ୍ତ୍ରୀ ନହୋଇ ନିଜ ସ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ କରାଇବାର ଚାନ୍ସ ଅଧିକ ରହିଛି।
ସମ୍ବିତ ପାତ୍ର ; ପୁରୀ ଲୋକସଭା ଆସନରୁ ପିନାକୀ ମିଶ୍ର ଙ୍କ ଠାରୁ ହାରି ଯାଇଥିବା ସମ୍ବିତ ପାତ୍ର ଙ୍କର ମୁଖ୍ୟମନ୍ତ୍ରୀ ହେବାର ଚାନ୍ସ ମଧ୍ୟ ରହିଛି ହେଲେ ଓଡ଼ିଶାରେ ତାଙ୍କର ଏତେ ଲୋକପ୍ରିୟତା ନାହିଁ। ସମ୍ବିତ ଙ୍କୁ ୫% ଲୋକ ପସନ୍ଦ କରିଥିଲେ।
ସୁବ୍ରତ ବାଗଚି ;-
ରାଜନୀତି ର ବାସ୍ନା ଓ ରାଜନୀତି ର ସ୍ୱାଦ କୁ ପସନ୍ଦ କରୁନଥିବା ସୁବ୍ରତ ବାଗଚୀ ବିଶ୍ୱାସ ରଖନ୍ତି ନିଜ କର୍ମ ଉପରେ । ବାସଥୀ ବୟସ ହେଇ ଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଥକି ନାହାନ୍ତି। ତାଙ୍କର ପ୍ରତିଟି କଥାରେ ଝଲସି ଉଠେ ସାଧାରଣ ଲୋକଙ୍କ ଆଭାସ ଓ ଅନୁଭବ। ସେ ସବୁବେଳେ କହନ୍ତି ସୀମିତ ସମୟ ମଧ୍ୟରେ ରେ ଗୋଟେ ଭବିଷ୍ୟତ କୁ ସୃଷ୍ଟି କରିବା ପାଇଁ ଆକଳନର ଦମ୍ଭ ଦରକାର।ଆଗକୁ ଏହିଭଳି ମହାନ ବାକ୍ତିତ୍ୱ ର ଆଶ୍ରିବାଦ ଯଦି ମିଳିବ ଆମ ଓଡ଼ିଶାକୁ ଗରିବ ପଛୁଆ କହୁଥିବା ଲୋକ ମନେ ନିଶ୍ଚିତ ଚୁପ ହୋଇଯିବେ। ଆମ ଓଡ଼ିଶା ବି ନିଶ୍ଚିତ ଆଗେଇବ । ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ସେୟାର୍ ନିଶ୍ଚିତ କରନ୍ତୁ ଧନ୍ୟବାଦ।
Be First to Comment