ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ,
ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଏକ କବି ନିଜ ସ୍ତ୍ରୀ ସହ ବସି ଟିଭି ଦେଖୁଥିଲା, ତେବେ ତାର ପ୍ରେମିକାର ମିସକଲ୍ ଆସିଲା, ସେ ମେସେଜ୍ କରି ନିଜ ପ୍ରେମିକାକୁ ଜବାବ୍ ଦେଲା, କବି ଲେଖିଲେ- ପବନର ଲହଡି ହୋଇ, ତୁ ମୋର ଝରକାରେ ଆସି ଖଟ ଖଟ୍ କରିବୁ, ମୁଁ ବନ୍ଦ କବାଟରୁ ତୋଫାନକୁ ନିଜ ପାଖରେ ଧରିକି ରଖିଛି ।
୨) ହେ ଭଗବାନ ଇଏ ତ ମରିଗଲା, ଲାଗୁଛି ଏହାର ମୃତ୍ୟୁ ମରିବା ଦ୍ୱାରା ହୋଇଛି, ନାହିଁ ଏହାର ମୃତ୍ୟୁ ମରିବା ଦ୍ୱାରା ନୁହେଁ , ଜୀବନ ଚାଲିଯିବାରୁ ହୋଇଛି ।
୩) ପ୍ରେମୀ- ପ୍ରେମିକା ଯେବେ ଜଣେ ଅନ୍ୟ ଜଣଙ୍କୁ ବିବାହ କରିବାର ବଚନ ଦେଲା, ପ୍ରେମିକା- ଡାର୍ଲିଙ୍ଗ୍, ମୁଁ ଗୋଟେ କଥା କ୍ଲିଅର୍ କରିଦେଉଛି, ମୋତେ ଖାଇବା ତିଆରି କରିବା ଆସେ ନାହିଁ ।ପ୍ରେମୀ- କିଛି କଥା ନୁହେଁ ଡାର୍ଲିଙ୍ଗ୍, ମୁଁ ଆଗରୁ ସଫା ସଫା କହିଦେଉଛି, ମୁଁ କବି ଅଟେ, ମୋର ଘରେ ରାନ୍ଧିବାକୁ କିଛି ବି ନାହିଁ ।
୪) ପପୁ- ଆମେ ୪୫ ଜଣ ଭାଇ ଭଉଣୀ ଅଛୁ, ମୁନ୍ନା- କଣ ତୁମ ଘରର ଜନସଂଖ୍ୟା ନିୟନ୍ତ୍ରଣ କଲାବାଲା ଆସିନାହାନ୍ତି କି ? ପପୁ- ଆସି ତ ଥିଲେ , ତେବେ ଆମେ ପଢୁଥିଲୁ, ଓ ସେ କୋଚିଙ୍ଗ୍ କ୍ଲାସ ଭାବିକରି ଚାଲିବି ଗଲେ ।

୫) ଶିକ୍ଷକ- କୁହ ସଂସାରରୁ ସବୁଠାରୁ ପୁରୁଣା ଜୀବ କିଏ ? ପପୁ-ଜେବ୍ରା, ଶିକ୍ଷକ-ଆଶ୍ଚର୍ଯ୍ୟ ହୋଇ ସେ କେମିତି ? ପପୁ- ସେ ବ୍ଲାକ୍ ଆଣ୍ତ ହ୍ୱାଇଟ୍ ଅଟେ ନା ସେଥିପାଇଁ ।
୬) ସ୍ତ୍ରୀ –ଉପମା କରିବି କି ? ସ୍ୱାମୀ-ନା, ସ୍ତ୍ରୀ-ଉପମା କରିବି କି ? ସ୍ୱାମୀ-ନାହିଁ , ସ୍ତ୍ରୀ- ଉପମା କରିବି ? ସ୍ୱାମୀ-ନା, ସ୍ତ୍ରୀ-ଉପମା କରିବି ? ସ୍ୱାମୀ- ଚିଲ୍ଲାଇକରି- ହଁ ବନାଅ, ସ୍ତ୍ରୀ ଠିକ୍ ଅଛି ତୁମରେ ଯେମିତି ଇଚ୍ଛା ,
୭) ସ୍ୱାମୀ –ବିବାହପୁର୍ବରୁ ତୁମେ ବହୁତ ଉପବାସ ରଖୁଥିଲ, ସ୍ତ୍ରୀ-ହଁ ୧୬ ସୋମବାର ବ୍ରତ ରଖୁଥିଲି, ସ୍ୱାମୀ-ଏବେ ତାହାଲେ କଣହେଲା ? ସ୍ତ୍ରୀ- ଏବେ ତୁମ ସହ ବାହାଘର ହୋଇଗଲା, ମୋର ଉପବାସ ଉପରୁ ଭରସା ହିଁ ଉଠିଗଲା ।
୮) ସ୍ୱାମୀ- ଆରେ ତରକାରୀରେ ଲୁଣ ପକାଇନ କଣ ପାଇଁ ? ସ୍ତ୍ରୀ- ଆରେ ତରକାରୀ ଟିକିଏ ପୋଡିଯାଇଥିଲା ନା , ସ୍ୱାମୀ- ତେବେ ଲୁଣ କଣପାଇଂ ପକାଇଲ ? ସ୍ତ୍ରୀ- ଆମେ ଜଳିବା ଲୋକ ଉପରେ ଲୁଣ ପକାଉନୁ ।
୯) ଗୋଟେ ଅଟୋବାଲାର ବାହାଘର ହେଉଥିଲା, ଯେବେ ତାର ସ୍ତ୍ରୀ ସାତଫେରା ନେବାର ସମୟ ଆସିଲା ସେ ପାଖରେ ଆସି କହିଲା ଟିକିଏ ପାଖରେ ବସ, ଏବେ ଆଉ ଜଣେ ବସିପାରିବ , ତାପରେ କଣ ହେବ ମଣ୍ତପରେ ଚପଲ ମାଡ ଆରମ୍ଭ
୧୦) ପପୁ- ଏମିତି କେଉଁ ଗୀତ ଅଛି ,ଯାହା ତୁମକୁ ପସନ୍ଦ୍ ଲାଗେ ? ଯାହା ତୁମେ ନିଜ ସ୍ତ୍ରୀ ସାମ୍ନାରେ ଗାଇପାରିବ ନାହିଁ ? ଚପୁ- ଜଣାନାହିଁ ୟାର୍- ତୁ କହିଦେ , ପପୁ- ମିତ୍ ନା ମିଲା ଦେ ମନ କା ।
୧୧) ଯେବେ ବି ଜୀବନରେ କେଉଁ ଝିଅର କମି ଅନୁଭବ ହୁଏ , ମୁଁ ୩-୪ ଟି କ୍ରାଇମ୍ ପେଟ୍ରୋଲର ଦେଖିନିଏ , ମନ ଆପେ ଆପେ ଶାନ୍ତ ହୋଇଯାଏ ।
୧୨) କାଲି ରାତିରେ ସ୍ୱୟଂ ଯମରାଜ ମୋର ସ୍ୱପ୍ନରେ ଆସିଲେ ଓ କହିଲେ , ମୁଁ ଜୀବନ ନେବାକୁ ଆସିଛି, ମୁଁ ବି କହିଦେଲି- ନେଇଯାଆନ୍ତୁ, ପଡୋଶୀ ଘରେ ରହୁଛି ।

୧୩) ସ୍ୱାମୀ ଅଫିସରୁ ନିଜ ଘରକୁ ଫେରିଲେ ସ୍ତ୍ରୀ ନିଜର ସବୁ କପଡା ଖୋଲି ପଲଙ୍କ ଉପରେ ଅପେକ୍ଷା କରିଥିଲେ
ପତ୍ନୀ – ଆସ ଆଜି ରାତି ସାରା ଠିଆ ପାଲା କରିବା
ସ୍ୱାମୀ – ନା ଆଜି ମୋର ଇଚ୍ଛା ନାହିଁ ଅଫିସ କାମ କରି ଥକି ଯାଇଛି
ସ୍ତ୍ରୀ – ହେ ଭଗବାନ॥ ଆଜି ପୁଣି ମତେ ଆଙ୍ଗୁଠିରେ କାମ ଚଳେଇବାକୁ ପଡ଼ିବ
ଆମେ ଆପଣଙ୍କ ପାଇଁ ଏମିତି ହସକଥା ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।
Be First to Comment