Press "Enter" to skip to content

ଚିଣ୍ଟୁ ପିଣ୍ଟୁ ଏବଂ ମ୍ୟାଡାମ୍ ଙ୍କର ଏହି କମେଡ଼ି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ odia jokes


ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଅମିତାଭ ବଚ୍ଚନ ନିଜ ଜନ୍ମଦିନରେ ନିଜ ହ୍ୱାଟ୍ସଆପ୍ ଗ୍ରୁପରେ ପୋଷ୍ଟ କଲେ ଆଜି ସଂନ୍ଧ୍ୟାକୁ ମୋର ଜନ୍ମଦିନ ପାଳୁଛି, କିଏ କିଏ ଆସିବ ? ଜିତେନ୍ଦ୍ର- ମୁଁ ଆସିବି, ଧର୍ମେନ୍ଦ୍ର- ମୁଁ ତ ଆସିବି, ଶକ୍ତି କାପୁର୍- ମୁଁ ବି ଆସିବି, ହେମା ମାଳିନୀ- ମୁଁ ବି ଆସିବି, ରେଖା – ମୁଁ ବି ଆସିବି, ପାର୍ଟି କାନସେଲ୍ ।

୨) ଜଣେ ୬୦ ବର୍ଷର ବୁଢା ସବୁ ବର୍ଷ ନିଜ ସ୍ତ୍ରୀକୁ ବିବାହ କରୁଥିଲା , ପଣ୍ତିତ- ଆପଣ ଏମିତି କାହିଁକି କରୁଛନ୍ତି ? ବୁଢା- ଖାଲି ଗୋଟେ ଶବ୍ଦ ଶୁଣିବାକୁ , ପଣ୍ତିତ –କଣ ସେହି ଶବ୍ଦ ? ବୁଢା- ଆଜ୍ଞା ଆପଣ ସବୁବେଳେ ଯାହା କହନ୍ତି ପୁଅକୁ ଡାକ , ପଣ୍ତିତ ଏହା ଶୁଣି ବେହୋସ୍ ଅଛି ।

୩) ଥରେ ରାତିରେ ଶାଳି ନିଜ ରୁମରେ ବସିକରି କିଛି ଭାବୁଥିଲା, ତେବେ ତାର ଭିଣେଇ ପେପର ନେଇକରି ଆସିଲା, ଭିଣେଇ – ବହୁତ ସାହାସ କରି ଶାଳୀକୁ କହିଲା_ ଖବରକାଗଜରେ ଏକ ଲେଖକ ଲେଖିଛନ୍ତି କି ସ୍ତ୍ରୀଙ୍କୁ ବି କହିବାର ହକ୍ ରହିବା ଦରକାର । ଶାଳୀ ଏତିକିରେ ହସିକରି – ଦେଖ ତ ସେ ବିଚରା ଖାଲି ଲେଖିପାରିଲା ।

୪) ପପୁ – ମେଡିକାଲରେଏକ ନର୍ସକୁ କହେ , ଆଇ ଲଭ୍ ୟୁ, ତୁମେ ମୋର ମନ ଚୋରି କରିଦେଇଛ , ନର୍ସ- ଲାଜେଇକି କହିଲା- ଚାଲ୍ ମିଛୁଆ, ଆମେ ତ ହୃଦୟରେ ହାତ ଦେଇନୁ, ଖାଲି କିଡନୀ ଚୋରିକରିଚୁ, ପପୁ- ଏବେ କୋମାରେ ଚାଲିଯାଇଛି ।

୫) କ୍ଲାସରୁମରେ ଏକ ପୁଅ ଝିଅ କଥାବାର୍ତ୍ତା କରୁଥିଲେ,  ତେବେ ଶିକ୍ଷୟତ୍ରୀ ଆସିଲେ , ଛୁଆମାନେ କୁହ, ଯଦି ଦୁନିଆଁରେ ଝିଅ ନଥାନ୍ତା ତେବେ କଣ ହୋଇଥାନ୍ତା , ଚିଣ୍ଟୁ କହିଲା- କଲେଜ ଶୁନଶାନ୍, ଗଳିଗୁଡିକ ବି ଶୁନଶାନ୍, ଦୁନିଆଁ ବି ଚିନ୍ତାରେ , ଛୋଟ ମଣିଷ, ନା ଜାନୁ ନା ଜାନ୍, ସବୁଆଡେ ଖାଲି ଜୟ ଶ୍ରୀରାମ ।
୬) ଶିକ୍ଷୟତ୍ରୀ କ୍ଲାସରେ ଛୁଆଙ୍କୁ କହିଲେ କାଲି ମୁଁ ସୁର୍ଯ୍ୟଙ୍କ ଉପରେ ଲେକଚର୍ ଦେବି , କିଏ ବି କ୍ଲାସ୍ ମିସ୍ କରିବନି, ଗୋଲୁ- କିନ୍ତୁ ମ୍ୟାଡାମ୍ ମୁଁ ଆସିପାରିବିନି, ଶିକ୍ଷୟତ୍ରୀ କଣ ପାଇଁ ? ଗୋଲୁ- ମୋର ମା ଏତେ ଦୁରକୁ ଯିବାକୁ ଦେବନି ।

୭) ଛୁଆ ନିଜ ମାଙ୍କୁ ପଚାରେ ମା କଣ ମୁଁ ଭଗବାନଙ୍କ ପରି ଦେଖାଯାଉଛି ? ମା- ନା କିନ୍ତୁ ତୁ ଏମିତି କଣ ପାଇଁ ପଚାରିଲୁ ପୁଅ ? ଛୁଆ- କାରଣ ମା ମୁଁ କେଉଁଆଡେ ଗଲେ ତେବେ ଲୋକେ କହୁଛନ୍ତି କି ହେ ଭଗବାନ ଆଉଥରେ ଆସିଗଲା ।

୮) କିଛି ଝିଅ ଅଛନ୍ତି ଯିଏ ଏତେ ଲିପିଷ୍ଟିକ୍ ଲଗାନ୍ତି , କି ତାଙ୍କ ମୁହଁକୁ କବାଟରେ ରଗଡିଦେଲେ ନେରୋଲାକ୍ସ ପେଣ୍ଟ୍ ପରି କମ୍ପାନୀ ବନ୍ଦ ହୋଇଯିବ ।
୯) ଥରେ ଗୋଟେ ଝିଅ ଗୁପଚୁପ୍ ଖାଉଥିଲା , ୧୫-୨୦ଟା ଗୁପଚୁପ୍ ଖାଇବାପରେ ସେ ବୟଫ୍ରେଣ୍ତକୁ ପଚାରିଲା ଡାର୍ଲିଙ୍ଗ୍ –  ଆଉ ଖାଇଦେବି କି ? ପୁଅ- ରାଗରେ- ନାଗୁଣି ଖାଇନେ , ଝିଅ- ଜୋରଦାର୍ ଚାପୁଡା ମାରିଲା ଓ କହିଲା- ନାଗୁଣୀ କାହାକୁ କହିଲୁ ? ପୁଅ- ମାରୁଛୁ କଣ ପାଇଁ , ମୁଁ କହିଲି ନ ଗଣିକି ଖାଇଦେ ।
୧୦) ସୋନାକ୍ଷୀ ସିହ୍ନା ସନ୍ତାର କବାଟ ଠକ୍ ଠକ୍ କଲେ, କଣ ତୁମ ଟୁଥପେଷ୍ଟରେ ଲୁଣ ଅଛି ? ସାନ୍ତା- ଚାଲ୍ ଭାଗ୍ ମୋଟି , କାଲି ପଚାରିବୁ କଣ ଆପଣଙ୍କ ସ୍ୟାମ୍ପୁରେ ଚାଟମସଲା ଅଛି ,

୧୧) ଏକ ପାଗଳ ଆଇନାରେ ନିଜକୁ ଦେଖିକରି ଭାବିଲା ଆରେ ଏଇ ଲୋକକୁ କେଉଁଠି ଦେଖିଛି, ତାପରେ ବହୁତ ଭାବିଭାବି କହିଲା- ଆରେ ଧେତ୍ ତେରିକି ଏଇ ଲୋକଟା ସିଏ ତ ଯିଏ ମୋର ସହ ବାଳ କାଟୁଥିଲା ।

୧୨) ଝିଅ ନିଜ ପ୍ରେମୀ ସହ ଲଢୁଥିଲା , ଝିଅ- ମୋତେ ବ୍ରେକ୍ ଅପ୍ ଦରକାର, ପୁଅ- ନା ମୋର ପ୍ରିୟେ , ଝିଅ- ମୁଁ ଯାହା ଗିପ୍ଟ ଦେଇଛି ଫେରା ଏବେ , ଘଡି,ଜିନ୍ସ, ସୁଜ୍, ବେଲଟ୍ ସବୁ ଫେରାଇଦେ ମୋର, ପୁଅ- ଠିକ୍ ଅଛି ତୁ ଯେଉଁ ବାଇକ୍ ଏତେ ଦିନ ବସି ବୁଲୁଥିଲୁ, ତାହାର ପେଟ୍ରୋଲ୍ ଫେରା ଏବେ , ଝିଅ- ଜାନୁ ଏତେ ଜଲଦି ରାଗିଯାଉଛ କଣ , ମୁଁ ମଜାକ୍ କରୁଥିଲି ।
୧୩) ସ୍ତ୍ରୀ- ତୁମେ କିଛି ବି କାମ ଠିକ୍ ଭାବରେ କରୁନ , ସ୍ୱାମୀ-ଏବେ କଣ କଲି କି ? ସ୍ତ୍ରୀ- ତୁମେ ଯେଉଁ ସିଲିଣ୍ତର ଲଗାଇଥିଲ , ସ୍ୱାମି-ହଁ ଲଗାଇଥିଲି । ସ୍ତ୍ରୀ-କେମିତି ଜଣାନାହିଁ , କାଲି ଦୁଇଥର କ୍ଷୀର ସିଝାଇଥିଲି ଫାଟିଗଲା ।

୧୪) ଥରେ କ୍ଲାସରେ ଚିଣ୍ଟୁ ପିଣ୍ଟୁ ଙ୍କୁ ମ୍ୟାଡାମ୍ ପଚାରିଲେ, ପିଲେ କହିଲ ଦେଖି ବ୍ୟାଟ ର ସନ୍ଧି ବିଛେଦ କଣ ହବ? ପିଣ୍ଟୁ – ବି**(ଅପଶବ୍ଦ) + ଅଟ = ବ୍ୟାଟ

ମ୍ୟାଡାମ୍ – ବାଳୁଙ୍ଗା ଟୋକା, କାଲି ତୋ ବାପାଙ୍କୁ ଧରିକି ସ୍କୁଲ ଆସିବୁ

ପିଣ୍ଟୁ – କଣ ପ୍ରାକ୍ଟିକାଲ କରିବେ କି?

ଆମେ ଆପଣଙ୍କ ପାଇଁ ଏମିତି ହସକଥା ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published.