Press "Enter" to skip to content

ସ୍ୱାମୀ ସ୍ତ୍ରୀ ଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ odia jokes

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ,

ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ପୁଅ : ଶୁଣ ଟିକେ ! ଝିଅ : ଚୁପ୍ ରୁହ , ଖାଇବା ସମୟରେ କଥା ହୁଅନ୍ତି ନାହିଁ  ଖାଇବାପରେ ଝିଅ : ଏବେ କୁହ ! ପୁ : ତୋର ପ୍ଲେଟ୍ ରେ କକରୋଚ୍ ଥିଲା , ଓ ତମେ ତାକୁ ଖାଇଦେଲ ।

୨) ୩ ଥର ଲଗାତାର ଫେଲ୍ ହେବାପରେ ଗୋଟେ ଝିଅ ନିଜ ପ୍ରୋଫେସର୍ କୁ ଯାଇ କହିଲା କି ମୁଁ ପାସ୍ ହେବାପାଇଁ ସବୁ କିଛି କରିପାରେ , ପ୍ରୋଫେସର୍ : କିଚି ବି କରିପାରିବ , ଝିଅ : ହଁ କିଛି ବି , ପ୍ରୋଫେଅର୍ ,ଯଦି କିଛି କରିପାରିବୁ ତେବେ କିଛି ପଢିନେ ଝିଅ !

୩) ଦୋକାନୀ : କୁହନ୍ତୁ ସାହେବ୍ କଣ ଦରକାର , ପପୁ : ନିଜ ହେବାକୁ ଥିବା ସ୍ତ୍ରୀର କୁକୁର ପାଇଁ କେକ୍ ଦରକାର , ଦୋକାନୀ ଏଠାରେ ଖାଇବେ ନା ପ୍ୟାକ୍ କରିଦେବି ,

୪) ଗୋଟେ ବ୍ୟକ୍ତିର ସ୍ତ୍ରୀ ନିଖୋଜ ହୋଇଗଲା , ସେହି ବ୍ୟକ୍ତି ପେପରରେ ନିଜ ସ୍ତ୍ରୀର ନିଖୋଜ ହେବାର ଖବର କିଚି ଏପରି ଛପାଇଲା ମୋର ସ୍ତ୍ରୀ ଗତ ପାଞ୍ଚ ଦିନରୁ ନିଖୋଜ ଅଛି , ଯିଏ ବି ଏହି ଖବର ପାଇବ ଓ ତାକୁ ଖୋଜିକି ପାଇବ ସେ ନିଜ ଜୀବନରୁ ପାଣି ଛଡାଇଦେବ ,

୫) ଗୋଟେ ବ୍ୟକ୍ତିର ସ୍ତ୍ରୀ ଅପହରଣ ହୋଇଗଲା , ଅପହରଣକାରୀ ତାକୁ ଫୋନ୍ ଲଗାଈଲେ , ଯଦି ଆଜି ରାତି ପର୍ଯ୍ୟନ୍ତପଇସା ନ ଦେଉଛ ତେବେ ତୁମର ସ୍ତ୍ରୀକୁ ମାରିଦେବୁ , ସ୍ୱାମୀ : ଚୁପ୍ ରହିଲା । ଆଗାମୀ ଦିନ ଫୋନ୍ ଆସିଲା , ଆଜି ରାତିରେ ପଇସା ନଦେଲେ ପକ୍କା ମାରିଦେବୁ , ସ୍ୱାମୀ : ଚୁପ୍ ରହିଲା , ଆଗାମୀ ଦିନ ଆଉଥରେ ଫୋନ୍ ଆସିଲା , ଯଦି ଆଜି ରାତିରେ ପଇସା ଦେଇଦେଲ ତେବେ ତୁମ ସ୍ତ୍ରୀକୁ ନିରାପଦ ଭାବେ ଘରକୁ ପଠାଇଦେବୁ  ସ୍ୱାମୀ ଚିଲ୍ଲାଇକରି କହିଲା ଡରାଉଛ କାହାକୁ ପଇସା କୁହ ପଇସା।

୬) ଗୋଟେ ମାଛି ପ୍ରଥମ ଥର ଉଡିଲା , ଯେବେ ସେ ଉଡିକରି ଫେରିଲା ତେବେ ତାର ବାପା ପଚାରିଲେ , କିପରି ଲାଗିଲା ପୁଅ ଉଡିକି , ମାଛି ବହୁତ ଭଲ , ମୁଁ ଯେଉଁଠିକି ଗଲି ସେଠାରେ ତାଲିଆଁ ବଜାଉଥିଲେ,


୭) ସେକ୍ରେଟେରି ଅଫିସ୍ ରେ ଆସିବା ପରେ ବସ୍ ଙ୍କୁ କହନ୍ତି କି ସାର୍ ଆପଣଙ୍କ ସ୍ତ୍ରୀ ମୋର ସନ୍ଦେହ ଭରା ଆଖିରେ ଦେଖୁଛନ୍ତି , ବସ୍ ଏକ ଲମ୍ବା ନିଶ୍ୱାସ ନେଲେ , କହିଲେ କାରଣ ତୁମ ପୁର୍ବରୁ ସେ ମୋର ସେକ୍ରେଟେରି ଥିଲା ।
୮) ଟିଚର୍ କ୍ଲାସ୍ ରେ ପଢାଉଥିଲେ ଛୁଆମାନେ ଆଜି ତୁମକୁ ମୁଁ ଶିଖାଇବି ଶିକ୍ଷକ : ପପୁ ଠିଆ ହୋଇଯା , ପପୁ : ହଁ ମ୍ୟାଡମ୍ , ଶିକ୍ଷକ : କହ ରାମ ମୋତେ ଭଲ ପାଏ ନାହିଁ ଏହାକୁ ଇଂରାଜୀରେ ଏକ ଶବ୍ଧ ବନାଅ , ପପୁ ରାମ ପାଗଳା ଟା , ଆଉଥରେ ଆମକୁ ମଉକା ଦିଅନ୍ତୁ ।

୯) ନିଜର ଚାକିରିଆ ସ୍ତ୍ରୀ କୁ ନିଜ ବସ ସହ ରୋମାନ୍ସ କରୁଥିବା ବେଳେ ଦେଖିଦେଲା ସ୍ୱାମୀ, ତାପରେ ନିଜ ସ୍ତ୍ରୀ କୁ ଫୋନ୍ କରି ପଚାରିଲା

ସ୍ୱାମୀ – କୋଉଠି ଅଛ ଶୀଘ୍ର ଆସ ଆମ ଘରେ ନିଆଁ ଲାଗିଯାଇଛି

ସ୍ତ୍ରୀ – ରୁହ, ମୋ ତଳେ ନିଆଁ ଲାଗିଛି ଲିଭେଇକି ଘରକୁ ଯାଉଛି

ସ୍ୱାମୀ – ତମ ବସ ପାଣି ଢାଳି ଲିଭାଉଛନ୍ତି କି?

ଆମେ ଆପଣଙ୍କ ପାଇଁ ଏମିତି ହସକଥା ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *