୧) ଶିକ୍ଷକ ଛାତ୍ର ମାନଙ୍କୁ ପଚାରିଲେଶିକ୍ଷକ- ଆଛା କହିଲ ପିଲା ମାନେ ସବୁଠାରୁ ଅଧିକ କିଏ ରାଗନ୍ତି, ଝିଅ ନା ପୁଅ ? ପପୁ- ସାର ଏତେ ସହଜ ପ୍ରଶ୍ନ, ଏହାର ଉତ୍ତର ହେଉଛି ଝିଅ ମାନେ ।
ଶିକ୍ଷକ- ତମେ କେମିତି ଜାଣିଲ, ପ୍ରମାଣ କର ?ପପୁ- ସାର ଦେଖନ୍ତୁ ସେହି ପ୍ରଥମ ବେଞ୍ଚରେ ପିଙ୍କି ବସିଛି ଯଦି ପିଙ୍କି ମତେ କିସ କରିବ ତା ହେଲେ ମୁ ରାଗିବି ନାହିଁ..ହେଲେ ଯଦି ମୁ ପିଙ୍କିଙ୍କୁ କିସ କରିବି ତା ହେଲେ ସେ ନିଶ୍ଚୟ ରାଗିବ…!!
୨) ସ୍ଵାମୀ ସ୍ତ୍ରୀକୁ କହିଲା
ସ୍ଵାମୀ- ଡାର୍ଲିଙ୍ଗ ମୁ ତୁମକୁ ବହୁତ ଭଲ ପାଉଛି ।
ସ୍ତ୍ରୀ- ତା ହେଲେ କଣ ମୁ ତୁମକୁ ଭଲ ପାଉନି ?
ମୁ ତୁମ ପାଇଁ ସାରା ଦୁନିଆ ସହ ଝଗଡା କରି ଦେବି …
ସ୍ଵାମୀ- ହେଲେ ତମେ ତ ରାତି ଦିନ ମୋ ସହ ଝଗଡା କର ?
ସ୍ତ୍ରୀ- ଜାନୁ ତମେ ହି ତ ମୋର ଦୁନିଆ । ସ୍ଵାମୀ ସ୍ପିଚଲେସ…
୩) ଶାଶୁ ବୋହୁକୁ କହିଲା…
ଶାଶୁ- ମୁ କେତେ ଥର କହିଛି ବୋହୁ ବିନ୍ଦି ଲଗେଇ ବାହାରକୁ ଯା…
ବୋହୁ- ହେଲେ ମା ଜିନ୍ସ ଆଉ ଟପ୍ ରେ କିଏ ବିନ୍ଦି ଲଗାଏ ?
ଶାଶୁ- ମୁ କଣ କହିଲି ଜିନ୍ସ ଟପ୍ ରେ ବିନ୍ଦି ଲଗା ମୁ କହିଲି ତୁ ତୋ ମଥାରେ ବିନ୍ଦି ଲଗା…!!
୪) ଦିନେ ସାର ଗୋଟିଏ ପିଲାକୁ ପଚାରିଲେ
ସ୍କୁଲ କଣ ଅଟେ …?
ବହୁତ ହିଁ ଶାନଦାର ଜବାବ ମିଳିଲା…
ସ୍କୁଲ ସେହି ଜାଗା ଅଟେ
ଯେଉଁଠି ଆମର ପାପା ଙ୍କୁ
ଲୁଟା ଯାଏ ଓ ଆମକୁ କୁଟା ଯାଏ
୫) ସ୍ତ୍ରୀ ମା ଘରକୁ ଫୋନ୍ କରେ ସ୍ୱାମୀକୁ ନିଜ ଧ୍ୟାନ ରଖିବ , ଶୁଣୁଛ , ବହୁତ ଡେଙ୍ଗୁ ବ୍ୟାପୁଛି , ସ୍ୱାମୀ –ମୋର ସବୁ ରକ୍ତ ତ ତୁମେ ପିଇଦେଇଥିଲ , ମଶା କଣ ରକ୍ତ ଦାନ କରିବାକୁ ଆସିବ ।
୬) ପିଙ୍କି ନୁଆ ନୁଆ ବୋହୁ ହୋଇଥିଲା , ରାତିରେ ଶୋଇବା ଟାଇମ୍ ପିଙ୍କି ରୋମାଣ୍ଟିକ୍ ହୋଇକରି କହିଲା “ଆରେ ଶୁଣୁଛ , ସ୍ୱାମୀ : କଣ ହେଲା ? ପିଙ୍କି : କିଛି ଏମିତି କର ଯାହା ଝାଳ ବାହାରିଯିବ , ସ୍ୱାମୀ ଉଠିଲା ଓ ପଙ୍ଖା ବନ୍ଦ କରିକି ଶୋଇପଡିଲା
୭) ଜୀବନରେ ଯଦି କିଛି କରିବାକୁ ଚାହୁଁଛ ତେବେ ଏଥିପାଇଁ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଜିନିଷ ଯାହା ହୋଇଥାଏ ତାହା ତାର ହସ ହୋଇଥାଏ, ଆପଣଙ୍କ ଜୀବନରେ ସବୁ ସମସ୍ୟାକୁ ସମାଧାନ କରିଥାଏ , ଏଥିପାଇଁ ଚେଷ୍ଟା କରିବା ଉଚିତ୍ , ଜୀବନରେ ସବୁବେଳେ ଖୁସି ରୁହନ୍ତୁ , ଓ ଅନ୍ୟଙ୍କୁ ଖୁସିରେ ରଖିବାକୁ ଦିଅନ୍ତୁ ।

୮) ସ୍ୱାମୀ ସ୍ତ୍ରୀ ଦୁହେଁ କଥା ହେଉଥିଲେ,ହଟାତ ସ୍ୱାମୀ ପଚାରିଲେ..
କହିଲ ଦେଖି ସ୍ତ୍ରୀର କେଉଁ ଦୁଇଟି ଜିନିଷ ବଡ଼ ହୋଇଥିଲେ ସ୍ୱାମୀ ଖୁସିରେ ରହେ?
ସ୍ତ୍ରୀ : ସୁନା ଗହଣା ଆଉ ଯୌତୁକ
ସ୍ୱାମୀ : ନା ଭୁଲ କହିଲ ସଠିକ ଉତ୍ତର ହେଉଛି ଚପଲ, ଝଗଡ଼ା ଲାଗିଲେ ଦୁଇଟି ଚପଲ ଭଲ କାମ ଦିଏ ???
ଏହିପରି ଅଧିକ ମଜାକଥା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।
Be First to Comment