Press "Enter" to skip to content

ସ୍ୱାମୀ ସ୍ତ୍ରୀଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ Odia jokes

ସ୍ୱାମୀ ସ୍ତ୍ରୀ ଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ, ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ ।

ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

୧)ଜଣେ ପାକିସ୍ଥାନୀ ପିଲା ଆମେରିକାନ ସ୍କୁଲରେ ଏଡମିସନ ନେଲା..
ଟିଚର :- ତୁମର ନାମ କଣ ଅଟେ ?
ପିଲା :- ଅହମଦ
ଟିଚର :- ଏବେ ତୁମେ ଆମେରିକାରେ ଅଛ, ଶେଠୀ ପାଇଁ ଅଜିଠୁ ତୁମର ନାମ ଜନ ଅଟେ ।
ପିଲାଟି ଘରେ ପହଞ୍ଚିଲା  ।
ମା :- ପ୍ରଥମ ଦିନ କେମିତି ରହିଲା ଅହମଦ ?
ପିଲା :- ମୁଁ ଏବେ ଆମେରିକାନ ଅଟେ ଓ ଏବେ ମୋତେ ଜନ ବୋଲି ଡାକିବ
ମା ବାପା ଜାଣିବା ପରେ ପିଲାଟିକୁ ବହୁତ ପିଟିଲେ, ଶରୀରରେ ବହୁତ ସାରା ଚିହ୍ନ ହୋଇଗଲା ସେଥିରେ ସେ ସ୍କୁଲ ଗଲା ।
ଟିଚର :- କଣ ହେଲା ଜନ ?
ପିଲା :- ମୁଁ ଆମରିକାନ ହେବାର ଚାରି ଘଣ୍ଟା ପରେ ମୋତେ ଦୁଇଜଣ ପାକିସ୍ତାନୀ ଆକ୍ରମଣ କରିଲେ।

୨) ଗୋଟେ ଥର ଜଣେ ବ୍ୟକ୍ତି ତାର ପୁଅକୁ ନିଜ ପୁରୁଣା କାଳର କଥା କହୁଥିଲା ।
ବେଟା :- ପୁଅ ଆମ ଜମାନରେ ଗୋଟେ ଗହମର ବସ୍ତା ଦଶ ଟଙ୍କାର ଆସୁଥିଲା
ପୁତ୍ର :- ବାପା, ଗହମର ବସ୍ତା ଏବେବି ଦଶ ଟଙ୍କାର ଆସୁଛି କିନ୍ତୁ ସେଥିରେ ଗହମ ରହୁ ନହିଁ ।
ଶିକ୍ଷା ଅଧିକାରୀ :- ( ଛାତ୍ରକୁ ) ରାଜା ଜନକଙ୍କ ଧନୁ କିଏ ଭାଙ୍ଗିଲା ?
ଛାତ୍ର :- ସାର ! ମୋତେ ଜଣା ନହିଁ, ମୁଁ ଭାଙ୍ଗିନି ।
ଶିକ୍ଷା ଅଧିକାରୀ ଅଧ୍ୟାପକଙ୍କୁ ପଚାରିଲେ – ଏବେ ଆପଣ କୁହନ୍ତୁ ।
ଅଧ୍ୟାପକ – ଆଜ୍ଞା ମୋତେ  ଜଣା ନହିଁ, ପ୍ରିନସିପାଲ ସାରଙ୍କୁ ପଚାରନ୍ତୁ ।
ପ୍ରିନସିପାଲ – ଶ୍ରୀମାନ କଣ ପାଇଁ କଥାକୁ ବଢାଉ ଛନ୍ତି,
କେଉଁ ଛୁଆ ଭାଙ୍ଗିଦେଇଥିବ, ଆପଣ ସେଇ ପଇସା ମୋଠୁ ନେଇ ନିଅନ୍ତୁ ।

୩)ଜଣେ ଭିକରି ଆବାଜ କରି କହିଲେ – ଆଲହାଙ୍କ ନାମରେ କିଛି ଖାଇବାକୁ ଦିଅନ୍ତୁ ।
ଘର ଭିତରୁ ଆବାଜ ଆସିଲା – ବାବାଜୀ …
ମମି ଘରେ ନହିଁ । ଭିକାରି କହିଲା – ମୁଁ ଖାଦ୍ୟ ମାଗୁଛି, ମମିକୁ ନୁହେଁ ।

୪)ଗୋଟେ ଧନୀ ପରିବାର ଝିଅକୁ ସ୍କୁଲରେ ଗୋଟେ ଗରିବ ପରିବାର ଉପରେ କିଛି ଲେଖିବାକୁ କୁହାଗଲା ।
ଝିଅଟି ଲେଖିବାକୁ ଆରମ୍ଭ କଲା – ଗୋଟେ ବହୁତ ଗରିବ ପରିବାର ଥିଲା ।
ପିତା ଗରିବ ଥିଲା । ମା ଗରିବ ଥିଲା । ଛୁଆ ମାନେ ମଧ୍ୟ ଗରିବ ଥିଲେ, ପରିବାରରେ ଚାକର ମଧ୍ୟ ଦୁଇ ଚାରିଟା ଥିଲେ,
ସେ ମଧ୍ୟ ଗରିବ ଥିଲେ । ଦୁଇଟି କାର ମଧ୍ୟ ବହୁତ ପୁରୁଣା ଓ ଗରିବ ଥିଲେ । ରୋଷେଇ ବାଲା ମଧ୍ୟ ବହୁତ ଥିଲା, ବଗିଚାର ମାଳୀ ମଧ୍ୟ ବହୁତ ଗରିବ ଥିଲା । ଅର୍ଥାତ ପରିବାରରେ ସବୁ ଲୋକ ଗରିବ ଥିଲେ ।

୫)ଅନ୍ଧାରରେ ବାବୁଙ୍କର  କିଏ ଚୁମା ଦେଇଦେଲା ।
ସେ ପଚାରିଲେ କିଏ ? ଜଣା ପଡିଲା, ଚାକର
ବାବୁ – କଣ ବେ ଗଧ, ଇଏ କଣ ଥିଲା,
ଚାକର – ବାବୁ କ୍ଷମା କରିଦିଅ,
ମୁଁ ମାଲିକାଣୀ ଭାବିଥିଲି ।

୬)ସ୍ତ୍ରୀ- ଆଜି ପୁଣି ସେଇଆ କରିବାକୁ ମନ ହେଉଛି
ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ,
ସ୍ଵାମୀ- ଠିକ ଅଛି କରିବା, କିନ୍ତୁ
ପୋଜିସନ ବଦଳେଇ, ଏ ଥର ତଳେ ତୁମେ ଶୋଇବ ଓ ମୁଁ ଖଟ ଉପରେ ଏକୁଟିଆ ଶୋଇବି

ଅଧିକ ମଜାକଥା ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published.