ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧)ବୋହୁ କାନ୍ଦି କାନ୍ଦି ଯାଉଥିଲେ ତେବେ ଶାଶୁ ଡାକିଲେ ପଚାରିଲେ କଣ ପାଇଁ କାନ୍ଦୁଛ ଝିଅ ? ବୋହୁ : କଣ ମୁଁ ରାକ୍ଷସୀ ପରି ଦିଶୁଛି କି ? ଶାଶୁ : ନା ବିଲକୁଲ୍ ନୁହେଁ । ବୋହୁ : କଣ ମୋର ଆଖି ବେଙ୍ଗ ପରି ବଡ ବଡ ଅଟେ । ଶାଶୁ : ନାହିଁ ତ ବୋହୁ : କଣ ମୋର ମଇଁଷି ପରି ମୋଟା ଓ କଳା ଅଟେ କି ? ଶାଶୁ : ନା ଝିଅ ଏହି ସବୁ କିଏ କହୁଛି ତୁମକୁ । ବୋହୁ : ତେବେ ଏହି ସବୁ କଥା ଆଖପାଖ ଲୋକ କଣ ପାଇଁ କହୁଛନ୍ତି କି ତୁ ନିଜ ଶାଶୁ ପରି ଦେଖାଯାଉଛୁ । ଶାଶୁ ଶୁଣି ବେହୋସ୍
୨) ଶିକ୍ଷକ : ଏକ ବାକ୍ୟଗଠନର ଅର୍ଥ କୁହ ? ସାପର ଲାଞ୍ଜରେ ପାଦ ଦେବା । ଛାତ୍ର : ସ୍ତ୍ରୀ କୁ ନିଜ ବାପଘର ଯିବାରୁ ରୋକିବା । ଶିକ୍ଷକ ଏବେ ବୁଝିପାରୁନାହାନ୍ତି କି ଏହି ପିଲାକୁ କ୍ଲାସ୍ ରୁ ବାହାରକୁ କରିବେ କିମ୍ବା ଶ୍ରେଣୀର ମନିଟର୍ କରିବେ ।
୩) ପପୁ : ଚନ୍ଦ୍ର ପୃଷ୍ଠକୁ ଯିବାପାଇଁ ଫଇସଲା କଲା , ଅଧା ରାସ୍ତାରେ ଯାଈକରି ପପୁ ରକେଟ୍ ରୁ ଡେଇଁପଡିଲା , ଓ ଚିତ୍କାର କଲା ଏରେ ଆଜି ତ ଅମାବ୍ୟାସା ଅଛି ଚନ୍ଦ୍ରର ଆସିବେ ନାହିଁ ।
୪) ପୁଅ : ତୁମେ ଝିଅମାନେ ଏତେ ସୁନ୍ଦରୀ କଣ ପାଇଁ ହୋଇଥାଅ ?
ଝିଅ : କାରଣ ଭଗବାନ ଆମକୁ ନିଜ ହାତରେ ବନାଇଛନ୍ତି । ପୁଅ : କହୁଛ ତ ଏମିତି ଯେମିତି ଆମକୁ ଭଡାଟିଆ ମୁଲିଆ କରି ସେ ପଠାଇଛନ୍ତି ।
୫) ପୁଅ ; ମୁଁ ତୁମକୁ ବହୁତ ଭଲ ପାଉଛି , ଝିଅ : କଣ ତୁମେ ମୋର ପାଇଁ ମଦ ଛାଡିପାରିବ ? ପୁଅ : ହଁ ହଁ ବିଲକୁଲ୍ ଛାଡିଦେବି , ଝିଅ : ତେବେ ଏଠାରୁ ପଳା ସାଙ୍ଗେ ସାଙ୍ଗେ ଯିଏ ମଦ ଛାଡିଦେବ କାଲି ଦରକାର ପଡିଲେ ମୋତେ ବି ଛାଡି ପଳେଇବ ।
୬) ସ୍ତ୍ରୀ : ଫୋନ୍ ରେ ଏତେ କମ୍ ଆବାଜ୍ ରେ କାହା ସହ କଥା ହେଉଛ ॥ ହର୍ଷ : ଭଉଣୀ ସହ । ସ୍ତ୍ରୀ ତେବେ ଏତେ କମ୍ ଆବାଜ୍ ର୍ କଣ ପାଇଁ ? ହର୍ଷ : ତୁମ ଭଉଣୀ ସେ ସେଥି ପାଇଁ ।
୭) ଗୋଟିଏ ଝିଅ ପରୀକ୍ଷାରେ ବସିଥିଲା ତାକୁ କୌଣସି ଉତ୍ତର ଆସୁନଥିଲା…
ଝିଅ – ପପୁ ମତେ ଟିକେ ଦେଖାଅ
ପପୁ ନିଜର ଚେନ ଖୋଲିଲା ଏବଂ କହିଲା
ହେଇ ଦେଖିନିଅ ଛୋଟିଆ ଟେ.. ବଡ଼ ମୋ ବାପାଙ୍କ ପାଖେ ଅଛି ଲୁଙ୍ଗି ଟେକି ଦେଖିବାକୁ ପଡ଼ିବ…
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment