Press "Enter" to skip to content

IAS ପରୀକ୍ଷା ପ୍ରଶ୍ନ:ଝିଅଙ୍କୁ କେଉଁ ଜିନିଷ ଅଧା ପୁରେଇଲେ କଷ୍ଟ ହୁଏ କିନ୍ତୁ ପୁରା ପୁରେଇଲେ ସୁଖ ମିଳେ?

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

୧) ମାନବବାଦର ସଂସ୍ଥାପକ କାହାକୁ ମାନା ଯାଇଥାଏ?
ଉତ୍ତର: ପେଟ୍ରାକ୍(ଇଟାଲୀ)

୨) ହରିଆଣାର ମହାତ୍ମାଗାନ୍ଧୀ କାହାକୁ କୁହାଯାଏ?
ଉତ୍ତର: ମୂଳଚାନ୍ଦ ଜୈନ୍

୩) ଫଲ୍ଗୁର ମେଳାର ଆୟୋଜନ କେଉଁଠାରେ ହୋଇଥାଏ?
ଉତ୍ତର: କେରଳର ଫରଲ ଗ୍ରାମରେ

୨) ହରିଆଣାର ମହାତ୍ମାଗାନ୍ଧୀ କାହାକୁ କୁହାଯାଏ?
ଉତ୍ତର: ମୂଳଚାନ୍ଦ ଜୈନ୍

୩) ଫଲ୍ଗୁର ମେଳାର ଆୟୋଜନ କେଉଁଠାରେ ହୋଇଥାଏ?
ଉତ୍ତର: କେରଳର ଫରଲ ଗ୍ରାମରେ

୪) ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କର ସ୍ଥାପନା କେଉଁ ପଞ୍ଚବର୍ଷୀୟ ଯୋଜନାରେ କରାଯାଇଥିଲା?
ଉତ୍ତର: ଷଷ୍ଠ ପଞ୍ଚବର୍ଷୀୟ ଯୋଜନାରେ

୫) ଆସାମରେ ମୋଟ କେତୋଟି ଜିଲ୍ଲା ଅଛି?
ଉତ୍ତର: ୩୫ଟି

୬) OKର ଫୁଲ ଫର୍ମ କଣ?
ଉତ୍ତର: Objection Killed

୭) ଆକବରଙ୍କ ମୃତ୍ୟୁ କେବେ ହୋଇଥିଲା?
ଉତ୍ତର : ୧୬୦୫ରେ

୮) ଓଡିଶାର କେଉଁ ସହରରେ ସବୁଠାରୁ ବଡ ହନୁମାନ ମୂର୍ତ୍ତି ଅଛି?
ଉତ୍ତର: ସୁନ୍ଦରଗଡ଼ର ରାଉରକେଲା ଠାରେ

୯) ଝିଅଙ୍କୁ କେଉଁ ଜିନିଷ ଅଧା ପୁରେଇଲେ କଷ୍ଟ ହୁଏ କିନ୍ତୁ ପୁରା ପୁରେଇଲେ ସୁଖ ମିଳେ?
ଉତ୍ତର; ଚୁଡ଼ି

ଶେଷରେ ଆପଣଙ୍କ ପାଇଁ ଏକ ପ୍ରଶ୍ନ

୧୦) ଭାରତର ଜାତୀୟ ପତାକା ରେ କେତୋଟି ରଙ୍ଗ ରହିଛି?
ଏହାର ଉତ୍ତର ଯଦି ଆପଣ ଜାଣିଛନ୍ତି ତେବେ କମେଣ୍ଟ କରି ଆମକୁ ଜଣାନ୍ତୁ।

ଏହିଭଳି ଅଧିକ ଆଇଏସ ପରୀକ୍ଷା ପ୍ରଶ୍ନ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published. Required fields are marked *