Odia jokes ଚଉଠି ରାତିରେ ସ୍ୱାମୀ ସ୍ତ୍ରୀ କଥା ହେଉଥିଲେ,ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଆଲିଆ ଭଟ୍ଟ ଏକ ଦୋକାନକୁ ଗଲେ ପଚାରିଲେ ୨ ବିଏଚ୍ କେ ର କଣ ରେଟ୍ ଅଛି ?
ଦୋକାନୀ- ଏହା ରେଡିମେଡ୍ କପଡାର ଦୋକାନ ଅଟେ । ଆଲିଆ- କିନ୍ତୁ ବାହାରେ ଲେଖାହୋଇଛି କି ଫ୍ଲାଟ୍ ୭୦ ପ୍ରତିଶତ ଛାଡ, ଦୋକାନୀ ଏବେ କୋମାରେ ଅଛି ।
୨) ସାନ୍ତା ବହୁତ୍ ଚିନ୍ତିତ ଥିଲା, ବିଚରା ବାହାଘର ଯାହା ହୋଇପାରୁନଥିଲା, ସବୁ ଥର ବାହାଘର ହେଉ ହେଉ ଭାଙ୍ଗିଯାଉଥିଲା, ସବୁ ସାଙ୍ଗକୁ ପଚାରିନେଲା କେହି ସମାଧାନ ବାହାର କରିପାରିଲେ ନାହିଁ । ବିଚରା ଦିନେ ଏକ ପଣ୍ତିତଙ୍କ ପାଖକୁ ଗଲା ଓ କହିଲା ପଣ୍ତିତଜୀ କିଛି ଉପାୟ କୁହନ୍ତୁ , ଯାହାକି ମୋର ବାହାଘର ହେଉନାହିଁ , ସବୁବେଳେ ଭାଙ୍ଗିଯାଉଛି , ପଣ୍ତିତ କହିଲେ – ବିବାହ ତ ହୋଇଯିବ , କିନ୍ତୁ ସବୁଠାରୁ ପ୍ରଥମେ ତୁମ ମାନଙ୍କ ଠାରୁ ସୁଖି ହେବାର ଆଶିର୍ବାଦ ନେବା ବନ୍ଦ କର ।
୩)ସାନ୍ତା- ମଦର ନିଶାରେ ବୁଡି ରେଳର ଧାରଣାର ମଝିରେ ଯାଉଥିଲା, ସାନ୍ତା- ହେ ଭଗବାନ ମୁଁ ଏତେ ସିଢି କେବେ ଚଢିନାହିଁ , ବାନ୍ତା- ଆରେ ସିଢି ତ୍ ଠିକ୍ ଅଛି, ମୁଁ ତ ଏହି କଥାକୁ ନେଇକରି ଆଶ୍ଚର୍ଯ୍ୟ କି ହାତ ଧରିବାର ରେଲିଙ୍ଗ୍ କେତେ ତଳେ ଲାଗିଛି
୪) ସାନ୍ତା ଏକ ମିଠା ଦୋକାନକୁ ଯାଇ ଅଧା କିଲୋ ଜିଲାପି ନେଇକରି ଖାଇଲା, ଓ ବିନା ପଇସା ଦେଇ ଯିବାକୁ ଲାଗିଲା,
ଦୋକାନୀ କହିଲା- ଆରେ ଜିଲାପିରପଇସା ଦେଇକରି ଯା , ସାନ୍ତା- କହିଲା ପଇସା ନାହୀଁ , ଏଥିରେ ଦୋକାନୀ ନିଜ ଚାକରକୁ ଡକାଇ ସାନ୍ତାକୁ ବହୁତ ପିଟିଲା , ପିଟିବାପରେ ସାନ୍ତା ଉଠିଲା, ଓ ହାତ ଗୋଡ ଝାଡି କହିଲା ଏହି ଦାମରେ ଏକ କିଲୋ ଆହୁରି ଓଜନ କରିଦିଅ ।
୫) ସ୍ତ୍ରୀ- ଯେବେ ଆମେ ବାହାହୋଇଥିଲେ ତେବେ ତୁମେ ମୋତେ ଭଲରେ ଏମିତି ନାଁ କହି ଡାକୁଥିଲ, ଯେମିତି ମୁଁ ରସମଲାଇ, ମୋର ବରଫି, ମୋର ରାବିଡି, ଏବେ କାହିଁକି ଡାକୁନ ? ସ୍ୱାମୀ- ଆରେ ପାଗେଳୀ ଏବେ କ୍ଷୀରର ତିଆରି ଜିନିଷ କେତେ ଦିନ ସତେଜ ରହିବ ।
୬) ଚଉଠି ରାତିରେ ସ୍ୱାମୀ ସ୍ତ୍ରୀ କଥା ହେଉଥିଲେ..
ସ୍ୱାମୀ – କହିଲ ଦେଖି ଯଦି ଚଉଠି ରାତି ଗୋଟିଏ ଝିଅ ଏବଂ ପୁଅ ମଧ୍ୟରେ ହୁଏ ତାହାଲେ କଣ ହୁଏ?
ସ୍ତ୍ରୀ- ତାଲା ରେ ଚାବି ପଶେ..
ସ୍ୱାମୀ – ଆଚ୍ଛା ଯଦି ଗୋଟିଏ ପୁଅ ଆଉ ପୁଅ ମଧ୍ୟରେ ହୁଏ?
ସ୍ତ୍ରୀ- ଚାବି ରେ ଚାବି ବାଜେ
ସ୍ୱାମୀ – ନା ସେଠି ବି ତାଲା ରେ ଚାବି ପଶେ???
ଏଭଳି ଅଧିକ ହସ କଥା ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।
Be First to Comment