Press "Enter" to skip to content

ଚିଣ୍ଟୁ ଆଉ ନଟିଆର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ – Odia jokes

ଚିଣ୍ଟୁ ଆଉ ନଟିଆର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ – Odia jokes

୧) ଶିକ୍ଷକ ; କେଉଁ ନାଳ ରେ ପାଣି ଯାଏ ନାହିଁ?
ଚିଣ୍ଟୁ ; ଢେଙ୍କାନାଳ

୨) ନଟିଆ; ହଇରେ ଚିଣ୍ଟୁ କହିଲୁ ଦେଖି ସଂସାରର ସବୁଠାରୁ ଭାରି ଜିନିଷ କଣ?
ଚିଣ୍ଟୁ; ମୋ ସୁନା..
ନଟିଆ ; ଆଉ ସଂସାରର ସବୁଠାରୁ ହାଲୁକା ଜିନିଷ କଣ?
ଚିଣ୍ଟୁ ; ମୋ ସୁନା..
ନଟିଆ ; କାହିଁକି କିରେ?
ଚିଣ୍ଟୁ ; କାମ ସରିବା ଆଗରୁ ଶୀଘ୍ର ସହଜ ରେ ଉଠିଯାଏ, ଆଉ କାମ ସରିଗଲେ ସହଜରେ ଉଠିନଥାଏ

୩) ଜଣେ ବ୍ୟକ୍ତି ବସର ପାଖ ବାଲା ସିଟ୍ ବାଲା ମହିଳାକୁ ପଚାରିଲା ଆପଣ ଯେଉଁ ପରଫ୍ୟୁମ୍ ଲଗାଇଛନ୍ତି , ତାର ନାଁ ଜାଣିପାରିବି ? ନିଜ ସ୍ତ୍ରୀକୁ ଉପହାର ଦେବି, ମହିଳା- ସ୍ତ୍ରୀକୁ ଗିଫ୍ଟ୍ କରିବନି, ନହେଲେ କେଉଁ ଲୋକ ତାଙ୍କୁ କଥାବାର୍ତ୍ତା କରିବାକୁ ବାହାନା ପାଇଯିବ ।

୪) ଇଣ୍ଟରଭ୍ୟୁଅର୍- ମୁଁ ତୁମକୁ ଗୋଟେ ହିଁ ପ୍ରଶ୍ନ କରିବି , କୁହ ଜୀବନରେ କଣ ହରାଇଛ ଓ କଣ ପାଇଛ ? ସ୍ମାର୍ଟ ପିଲା- ସାର୍ ଯେଉଁଥିରେ ମିଠା ତିଆରି ହୁଏ ସେ ହରାଇଛି ଓ ଯାହା ଖଟରେ ଲାଗିଥାଏ ତାହା ପାଇଛି । ଇଣ୍ଟରଭ୍ୟୁଅର୍ ବେହୋସ୍ ହେଉ ହେଉ ବଞ୍ଚିଲା ।

୫) ଆଜି ସକାଳୁ ସକାଳୁ ଟିକିଏ ଆଧ୍ୟାତ୍ମିକ ହୋଇଗଲି, ଆଖି ବନ୍ଦ କରି ଭାବିବାକୁ ଲାଗିଲି କିଏ ମୁଁ ? କେଉଁଠୁ ଆସିଛି, କଣ ନେଇକରି ଆସିଛି, ତେବେ ରୋଷେଇଘରୁ ଆବାଜ୍ ଆସିଲା ଗୋଟେ ନମ୍ବର ଅଳସୁଆ ତୁମେ ଜଣା ନାହିଁ କେଉଁ ଦୁନିଆଁରୁ ଆସିଛ , ମୋର ସମୟ ଖରାପ କରିବାପାଇଁ , ଉଠ ଜଲଦି ଗାଧୋଇବ ଯାଅ ।

୬)ଦୋକାନୀ- ମୁଁ ଆପଣଙ୍କ ଦୋକାନରୁ ଗୋଟେ ଗୋଟେ ଚପଲ ଦେଖାଇଲି, ଏବେ ତ ଆଉ କିଛି ବାକି ନାହିଁ ଦେଖାଇବାପାଇଁ , ମହିଳା- ସେ ସାମ୍ନା ବାଲା ଡବାରେ କଣ ଅଛି ? ଦୋକାନୀ- ଭଉଣୀ ଛାଡି ଦିଅ ସେଇଟା ମୋର ଲଞ୍ଚ ବକ୍ସ ଅଟେ ।

୭) ନାତି- ଜେଜେମା ତୁମେ କେଉଁ କେଉଁ ଦେଶ ବୁଲିଛ ? ଜେଜେମା- ନିଜ ପୁରା ହିନ୍ଦୁସ୍ଥାନ, ପାକିସ୍ଥାନ, ଆଫଗାନିସ୍ଥାନ, ଉଜବେସ୍ଥାନ, ନାତି- ଏବେ କେଉଁଟା ବୁଲିବ ,ତେବେ ପଛକଡୁ ଛୋଟ ନାତିର ଆବାଜ୍ ଆସିଲା କବ୍ରିସ୍ଥାନ, ତାପରେ ଜେଜେମା ବହୁତ କୁଟିଲେ ।

୮) ସ୍ତ୍ରୀ ଅଚାନକ ସ୍ୱାମୀକୁ ଜୋର୍ ରେ ଗୋଇଁଠା ପକାଇଲେ , ସ୍ୱାମୀ- ବିଚରା ବିଳବିଳାଇ ଗଲା, ସ୍ୱାମୀ- କଣପାଇଁ ମାରିଲ , ସ୍ତ୍ରୀ- ମଶା ଥିଲା , ମୋର ଥାଉ ଥାଉ ତୁମର ରକ୍ତ କିଏ ଶୋଷିବ , ମୋତେ ବର୍ଦାସ୍ତ କରିହେବ ନାହିଁ ।

୯)ପପୁ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଗଲା , ମହିଳା ୱେଟର୍- ସାର୍ କଣ ନେବେ ? ପପୁ- ତୁମ ନମ୍ବର, ତାପରେ କଣ ଖାଇବା ମିଳିଲା ନାହିଁ ଓ ଉପରୁ ପପୁ ଉପରେ ମାଡର ବର୍ଷଣ ।

୧୦) ମ୍ୟାଡାମ୍; ନଟିଆ , ମାଧ୍ୟାକର୍ଷଣଶକ୍ତିର ଉଦାହରଣ ଦେଲୁ?
ନଟିଆ ; ମ୍ୟାଡାମ୍ ଆପଣଙ୍କର ଝୁଲୁଚି
ଚିଣ୍ଟୁ; ଆମର କିନ୍ତୁ ଥରୁଛି
ମ୍ୟାଡାମ୍ ; କଣ ଝୁଲୁଛି ତମର? କଣ ଥରୁଛି ତମର?
ନଟିଆ ; ମ୍ୟାଡାମ୍ ଆପଣଙ୍କ ବେଣୀ ଝୁଲୁଚି..
ଚିଣ୍ଟୁ ; ଆମର ମଝିଗୋଡ଼ ଥରୁଛି..???

ଏଭଳି ଅଧିକ ମଜାକଥା ପାଇଁ ଆମକୁ ଫଲୋ କରନ୍ତୁ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *