Interesting Gk Questions- ଏମିତି କେଉଁ ଫଳ ଅଛି ଯାହାକୁ ଓଲଟା ଲେଖିଲେ ଗୋଟିଏ ଝିଅର ନାମ ଆସିଥାଏ ?
୧. କେଉଁ ଗଛରେ କାଠ ନଥାଏ?
ଉତ୍ତର; କଦଳୀ
୨. ତାଜମହଲ କେଉଁ ସହରରେ ଅବସ୍ଥିତ?
ଉତ୍ତର; ଅଗ୍ରା
୩. ସୂର୍ଯ୍ୟ ପୃଥିବୀ ଠାରୁ କେତେ ଗୁଣ ବଡ଼?
ଉତ୍ତର; 13 ଲକ୍ଷ ଗୁଣ ବଡ଼
୪.ପ୍ରଥମ ରୁ କୋକା କୋଲା ର ରଙ୍ଗ କିପରି ଥିଲା?
ଉତ୍ତର-ସବୁଜ ରଙ୍ଗ।
୫.ତାସ ରେ ରଜା ପତ୍ର ରେ କେଉଁ ରାଜା ଙ୍କର ଫୋଟୋ ରହି ଅଛି?
ଉତ୍ତର-କିଙ୍ଗ ଡ଼ାଭିଡ ଙ୍କର।
୬.କେଉଁ ସହର ରେ ଛାତ ଉପରୁ ଡେଇଁଲେ ମୃତ୍ୟୁ ଦଣ୍ଡ ଦିଆ ଯାଇଥାଏ?
ଉତ୍ତର-ନ୍ୟୁୟର୍କ ସହର ରେ।
୭.ତାହା କେଉଁ ମନୁଷ୍ୟ ଅଟେ ଯିଏ ୨୫୬ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲା?
ଉତ୍ତର-ଚୀନ ର ଲି କୁଙ୍ଗୀୟନ।
୮.ଭାରତ ରେ କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଶିବ ମନ୍ଦିର ଦେଖିବାକୁ ମିଳିଥାଏ?
ଉତ୍ତର-ବିହାର ରେ।
୯.ମୋଟୁ ପତଲୁ ପ୍ରସିଦ୍ଧ କାର୍ଟୁନ ଧାରାବାହିକ ଭାରତ କୁ କେବେ ଆସିଥିଲା?
ଉତ୍ତର-୧୬ ଅକ୍ଟୋବର ୨୦୧୨ ରେ।
୧୦.ବାଳିକା ଦିବସ କେବେ ପାଳନ କରାଯାଇଥାଏ?
ଉତ୍ତର-ଜାନୁଆରୀ ୨୪।
୧୧.କେଉଁ ଦେଶ ରେ ନିଜ ଇଛା ଅନୁସାରେ ନିଜର ଚୁଟି ମଧ୍ୟ କାଟିବା ମନା ହୋଇଥାଏ?
ଉତ୍ତର-ଉତ୍ତର କୋରିଆ।
୧୨.ଏମିତି କେଉଁ ଫଳ ଅଛି ଯାହାର ନାମ କୁ ଓଲଟା ଲେଖିଲେ ଗୋଟିଏ ଝିଅ ର ନାମ ସୃଷ୍ଟି ହୋଇଥାଏ?
ଉତ୍ତର-ଖିରା (ବା କାକୁଡି ) ଓଲଟାଇଲେ (ରାଖୀ)
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment