ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍ତ୍ରୀ- ମୁଁ ତୁମ ସହ କଥା ହେଇପାରିବି ନାହିଁ , ସ୍ୱାମୀ –ଠିକ୍ ଅଛି , ସ୍ତ୍ରୀ-ତୁମେ କଣ କାରଣ ଜାଣିବାକୁ ଚାହୁଁନ ? ସ୍ୱାମୀ- ନା ତୁମର ଫଇସଲାର ମୁଁ ଇଜ୍ଜତ କରେ ।
୨) ଗାଁରେ ଏକ ବାଟୋଇ ଯାଉଥିଲା, ସେ ଗୋଟେ ଛୁଆକୁ ଖେଳୁଥିବାର ଦେଖିଲା ଓ କହିଲା- ପୁଅ ତୁ ମୋତେ ଟିକିଏ ପାଣି ପିଆଇଦେବୁ ? ଛୁଆ- ଯଦି ଆପଣଙ୍କୁ ମୁଁ ଲସି ଦିଏ ? ବାଟୋଇ- ତେବେ ବହୁତ ଭଲ ହେବ । ଛୁଆ ଦୌଡିକରି ଗଲା ଓ ଲସି ନେଇକରି ଆସିଲା, ବାଟୋଇ ପାଞ୍ଚ ମଗ୍ ଲସି ପିଇବାପରେ ଛୁଆକୁ ପଚାରିଲା କଣ ତୁମ ଘରେ କଣ କେହି ଲସି ପିଉନାହାନ୍ତି କି ? ଛୁଆ କହିଲା ପିଅନ୍ତି ତ ସମସ୍ତେ କିନ୍ତୁ ଆଜି ଲସିରେ ଏକ ମୁଷା ପଡିଯାଈଥିଲା, ଓ ସେଥିରେ ମରିଗଲା, ବୋଟୋଇକୁ ରାଗ ଆସିଲା ଓ ସେଇ ମଗ୍ କୁ ତଳେ ପକାଇଦେଲା, ଛୁଆ କାନ୍ଦିକାନ୍ଦି କହିଲା- ମା ଏଇ ଲୋକ ଆମର ମଗ୍ ଭାଙ୍ଗିଦେଲେ, ଏବେ ଆମେ ସେହି ମଗରେ ଝାଡା କେମିତି ଯିବା ?

୩) ଏଇ ଯେଉଁ କୁଲଫି ଖାଇକରି ଗୋଟେ ହାତରେ କୁଲଫି ତଳେ ଲଗାଉଛ ନା, ଏହାକୁ ଗୀତାରେ ଶ୍ରୀକୃଷ୍ଣ ମୋହ କହିଛନ୍ତି, ଓ କୁଲଫି ଶେଷ ହେବାପରେ ଯେଉଁ କାଠିକୁ ଚାଟୁଛ , ଏହାକୁ ଗୀତାରେ ଶ୍ରୀକୃଷ୍ଣ ଲୋଭ ବୋଲି କହିଛନ୍ତି । ଓ କୁଲଫିର କାଠି ଫିଙ୍ଗିବା ପରେ ସାମ୍ନା ବାଲାର କୁଲଫି ଦେଖିକରି ଭାବିବା ଓ ତାହାର କଣ ପାଇଁ ଶେଷ ହେଉନି, ଏହାକୁ ଗୀତାରେ ଇର୍ଷା ବୋଲି କୁହାଯାଇଚି, ଓ କୁଲଫି ଶେଷ ହେବାପୁର୍ବରୁ କାଠିରୁ କୁଲଫି ପଡିଗଲେ , ତୁମରେ ମନରେ ଯାହା ଆସେ ତାହାକୁ ଗୀତାରେ କ୍ରୋଧ ବୋଲି କୁହାଯାଏ ।
୪) ସ୍ତ୍ରୀ ବାପଘରୁ ସ୍ୱାମୀ ପାଖକୁ ଫୋନ୍ କଲା, ସ୍ତ୍ରୀ-କେମିତି ଅଛ? ସ୍ୱାମୀ-ଠିକ୍ ଅଛି, ସ୍ତ୍ରୀ-ମୋର କଥା ମନେ ପଡୁଛି କି ନାହୀଁ ଓ ମନେ ପଡିଲେ କଣ କରୁଛ ? ସ୍ୱାମୀ-ତୁମର ପସନ୍ଦର ଆଇସକ୍ରିମ୍ କେଶର ପିସ୍ତା ଖାଇନିଏ , ଓ ମୋର କଥା ମନେ ପଡିଲେ କଣ କରୁଛ ? ସ୍ତ୍ରୀ- ମୁଁ ବି ରୋୟାଲ୍ ଷ୍ଟାଗ୍ ର ଗୋଟେ କ୍ୱାଟର୍ ଓ ତିନୋଟି ସିଗାରେଟ୍ ପିଇକରି ରଜନୀଗନ୍ଧା ଖାଇନେଉଛି , ସ୍ୱାମୀ ଏବେ କୋମାରେ ।
୫) ମୁଣ୍ତ ବିନ୍ଧା ହେଉଥିଲେ, କିମ୍ବା ଦେହ ଦରଜ ହେଉଥିଲେ, ଆଖି ପୀଡା କରୁଥିଲେ, ଅଳସୁଆ ଲାଗୁଥିଲେ, ଏବେ ସବୁ ରୋଗର ରାମବାଣ ଚିକିତ୍ସା, ନିଜ ମୁଣ୍ତରେ ସାତଥର ମୋବାଇଲ୍ ବୁଲାଇକରି ପୋଖରୀରେ ପକାଇଦିଅନ୍ତୁ ।
୬) ମ୍ୟାଡାମ୍ –କ୍ଲାସରେ ପଢାଉଥିଲେ , ମ୍ୟାଡାମ୍- ଯଦି ଇରାଦା ପକା ଅଛି ତ ସେ ଯାହା ଚାହିଁବ ପାଇପାରିବ ପପୁ- ଛାଡନ୍ତୁ ମ୍ୟାଡାମ୍ ସବୁ କହିବାକଥା, ମ୍ୟାଡାମ୍- କଣ କହିଲୁ ଏହା ସତ ଅଟେ , ପପୁ- ଯଦି ଏମିତି ହୁଅନ୍ତା , ତେବେ ଆପଣ ମୋର ମ୍ୟାଡାମ୍ ନୁହେଁ ବରଂ ମୋର ମିସେସ୍ ହୋଇଥାନ୍ତେ , ମ୍ୟାଡାମ୍ ବେହୋସ୍ ।
୭) ଆଜିର ଜ୍ଞାନ, ପୁରୁଷ କେବେ ବି ଏତେ ମିଛୁଆ ହୋଇନଥାନ୍ତା , ଯଦି ମହିଳା ଏତେ ପ୍ରଶ୍ନ କରନ୍ତେ ନାହୀଁ ।
୮)ସ୍ୱାମୀ ଓ ସ୍ତ୍ରୀ ବାଇକ୍ ରେ କେଉଁଆଡେ ଯାଊଥିଲେ, ସ୍ୱାମୀ ପାନର ଦୋକାନରେ ଗାଡି ଅଟକାଇଲା, ସ୍ୱାମୀ –ଭାଇ ଗୋଟେ ପାନ ଦେବ , ସ୍ୱାମୀ ପାନ ନେଇକରି ସ୍ତ୍ରୀକୁ ଖୁଆଇଦେଲା, ପାନବାଲା- ଆପଣ ପାନ ସ୍ତ୍ରୀକୁ କଣ ପାଇଁ ଖୁଆଇଦେଲେ ? ସ୍ୱାମୀ –କାରଣ ମୁଁ ବିନା ପାନ ଖାଇ ଚୁପ୍ ରହିପାରିବି ।
୯) ସ୍ତ୍ରୀ ; ନୂଆ ନୂଆ ବାହାଘର ବେଳେ ପ୍ରତିଦିନ ରାତିରେ କେତେ ଜୋଶ ଦେଖାଉଥିଲ.. ଏବେ କଣ ଉଠୁନି ତମର?
ସ୍ୱାମୀ ; ସେତେବେଳେ ତମେ ସୁନ୍ଦର ଥିଲ, ଏବେ ତମକୁ ଦେଖିଲେ ଉଠୁନି
ସ୍ତ୍ରୀ; ତାହାଲେ କଣ ପଡ଼ିଶା ଭାଉଜ କୁ ପାଇଁ ଜାପାନୀ ତେଲ ଲଗାଉଛ?
ଏଭଳି ଅଧିକ ଓଡ଼ିଆ ଜୋକ୍ସ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ।ଧନ୍ୟବାଦ।
Be First to Comment