ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
ପ୍ରଶ୍ନ: ଦକ୍ଷିଣ ଭାରତର ଗଙ୍ଗା କୋଉ ନଦୀକୁ କୁହାଯାଇଥାଏ? ଉତ୍ତର: ଗୋଦାବରୀ
ପ୍ରଶ୍ନ: ଭାରତରେ ସବୁଠାରୁ ଉଚ୍ଚତମ ନଦୀ ବନ୍ଧର ନାମ କଣ? ଉତ୍ତର: ଟିହରୀ ବନ୍ଧ
ପ୍ରଶ୍ନ: ହୀରାକୁଦ ବନ୍ଧ କେଉଁ ରାଜ୍ୟରେ ଅବସ୍ଥିତ? ଉତ୍ତର: ଓଡିଶା
ପ୍ରଶ୍ନ: ଭାରତର ସବୁଠାରୁ ଉଚ୍ଚତମ ଜଳପ୍ରପାତର ନାମ କଣ?
ଉତ୍ତର: ଯୋଗ ଜଳପ୍ରପାତ
ପ୍ରଶ୍ନ: ଦିଲ୍ଲୀର ପୁରାତନ ନାମ କଣ?
ଉତ୍ତର: ଇନ୍ଦ୍ରପ୍ରସ୍ତ
ପ୍ରଶ୍ନ: ଭାରତରେ ସବୁଠାରୁ ଅଧିକ ବଣ ଜଙ୍ଗଲ କେଉଁ ରାଜ୍ୟରେ ଅଛି।
ଉତ୍ତର: ମଧ୍ୟପ୍ରଦେଶରେ

ପ୍ରଶ୍ନ: ଭାରତରେ ସବୁଠାରୁ ଅଧିକ କୋଇଲା କେଉଁ ରାଜ୍ୟରେ ମିଳେ?
ଉତ୍ତର: ଝାରଖଣ୍ଡ ରାଜ୍ୟରେ
ପ୍ରଶ୍ନ: ରବିବାର ଦିନ ଛୁଟି କଣ ପାଇଁ ହୋଇଥାଏ?
ଉତ୍ତର: ୧୦ ଜୁନ୍ ୧୮୯୦ରେ ରବିବାରକୁ ଛୁଟି ରୂପରେ ସ୍ୱୀକାର କରାଯାଇଥିଲା। ଇଂରେଜ ଶାସନ ସମୟରେ ମଜୁରିଆ ମିନେ ସପ୍ତାହରେ ସାତ ଦିନ କାମ କରିବାକୁ ପଡୁଥିଲା। ତ ଏଥିପାଇଁ ମଜୁରିଆ ମାନଙ୍କ ନେତା ନାରାୟଣ ମେଘାଜୀ ଏହି ପ୍ରସ୍ତାବ ଇଂରେଜ ସରକାରଙ୍କ ପାଖରେ ରଖିଥିଲେ। ଇଂରେଜ ସରକାର ଏଥିରେ ରାଜି ନହେବାରୁ ସାତ ବର୍ଷ ଯୁଦ୍ଧ ହୋଇଥିଲା ଏହାପରେ ଶ୍ରମିକ ମାନଙ୍କ ପାଇଁ ସପ୍ତାହର ରବିବାରକୁ ଛୁଟି ଘୋଷଣା କରାଯାଇଥିଲା
ପ୍ରଶ୍ନ : ପୁରୀ ଶ୍ରୀ ମନ୍ଦିରରେ କେଉଁ ବଜାରରେ ଅବଢା ମିଳେ?
କଣ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଅଛି? ତେବେ ଏହାକୁ ତଳେ କମେଣ୍ଟ କରନ୍ତୁ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ
Be First to Comment